ଜୟାପ୍ରଦାଙ୍କ ପ୍ରତି ପୁଣି ଆଜମ୍ ଖାନଙ୍କ ଅଶାଳୀନ ମନ୍ତବ୍ୟ

ଲକ୍ଷ୍ନୌ: ପୁଣି ବଲିଉଡ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟାପ୍ରଦାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ରାମପୁରର ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନ୍। ଖବରସରବରାହ ସଂସ୍ଥା ଏଏନଆଇରୂ ମିଳିଥିବା ସୂଚନା ଅନୁଯାୟୀ ଏ ନେଇ ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଜୁନ୍ ୩୦ ତାରିଖରେ ସାଂସଦ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଲୋକମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଉଥିଲେ ଆଜମ୍ ଖାନ୍। ଏହି ଅବସରରେ ସେ ଜୟାପ୍ରଦାଙ୍କ ବିରୋଧରେ […]

jayaprada azam khan

jayaprada azam khan

Subhransu Sekhar
  • Published: Tuesday, 02 July 2019
  • Updated: 02 July 2019, 02:49 PM IST

Sports

Latest News

ଲକ୍ଷ୍ନୌ: ପୁଣି ବଲିଉଡ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟାପ୍ରଦାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ରାମପୁରର ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନ୍। ଖବରସରବରାହ ସଂସ୍ଥା ଏଏନଆଇରୂ ମିଳିଥିବା ସୂଚନା ଅନୁଯାୟୀ ଏ ନେଇ ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଛି।

ଜୁନ୍ ୩୦ ତାରିଖରେ ସାଂସଦ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଲୋକମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଉଥିଲେ ଆଜମ୍ ଖାନ୍। ଏହି ଅବସରରେ ସେ ଜୟାପ୍ରଦାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏହାପରେ ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନ୍ ଏବଂ ୧୦ ନେତାଙ୍କ ବିରୋଧରେ ରାମପୁର ଥାନାରେ ଏତଲା ଦିଆଯାଇଛି। ଅଶାଳୀନ ମନ୍ତବ୍ୟ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ଥାନାରେ ମାମଲା ରୁଜୁ ହୋଇଛି।

ଏହା ପୂର୍ବରୁ ଆଜମ ଖାନ ଲୋକସଭା ନିର୍ବାଚନ ବେଳେ ବିଜେପି ସାଂସଦ ପ୍ରାର୍ଥୀ ଜୟାପ୍ରଦାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏହାପରେ ନିର୍ବାଚନ କମିଶନ ୭୨ ଘଣ୍ଟା ପାଇଁ ନିର୍ବାଚନୀ ପ୍ରଚାର ଉପରେ ରୋକ୍ ଲଗାଇଥିଲେ। ତେବେ ଏଥର ସେ ବିଜେପି ପ୍ରାର୍ଥୀ ଜୟାପ୍ରଦାଙ୍କୁ ନିର୍ବାଚନରେ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story