ମଦ ଢାଳି ରାଜନେତାଙ୍କ ଭୂମି ପୂଜା, ଦେଖନ୍ତୁ ଭିଡିଓ

ସୁରତ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ମଦ ଢାଳି କିଏ ଓ କାହିଁକି ଭୂମି ପୂଜନ କରିଛି। ତେବେ ଗୁଜରାଟରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ପୂର୍ବତନ ବିଜେପି ବିଧାୟକ ଓ ବିଟିପି ବିଧାୟକ ମଦ ଢାଳି ରାସ୍ତା କାମ ପାଇଁ ଭୂମି ପୂଜନ କରିଛନ୍ତି। ଏଥିସହ ଲୋକଙ୍କୁ ପ୍ରସାଦ ଭାବେ ଏହାକୁ ବାଣ୍ଟିଛନ୍ତି ମଧ୍ୟ। ଗୁଜରାଟର ନର୍ମଦା ଜିଲ୍ଲାର ଦରିଆପଡ଼ା ତହସିଲରେ ନୂଆ ରାସ୍ତା ନିର୍ମାଣ ହେବ। ଗତ ଶନିବାର ଏଥିପାଇଁ […]

fy

fy

Hemant Lenka
  • Published: Wednesday, 28 October 2020
  • Updated: 28 October 2020, 10:38 PM IST

Sports

Latest News

ସୁରତ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ମଦ ଢାଳି କିଏ ଓ କାହିଁକି ଭୂମି ପୂଜନ କରିଛି। ତେବେ ଗୁଜରାଟରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ପୂର୍ବତନ ବିଜେପି ବିଧାୟକ ଓ ବିଟିପି ବିଧାୟକ ମଦ ଢାଳି ରାସ୍ତା କାମ ପାଇଁ ଭୂମି ପୂଜନ କରିଛନ୍ତି। ଏଥିସହ ଲୋକଙ୍କୁ ପ୍ରସାଦ ଭାବେ ଏହାକୁ ବାଣ୍ଟିଛନ୍ତି ମଧ୍ୟ।

ଗୁଜରାଟର ନର୍ମଦା ଜିଲ୍ଲାର ଦରିଆପଡ଼ା ତହସିଲରେ ନୂଆ ରାସ୍ତା ନିର୍ମାଣ ହେବ। ଗତ ଶନିବାର ଏଥିପାଇଁ ଭୂମି ପୂଜନ କରାଯାଇଥିଲା। ତେବେ ଭାରତୀୟ ଆଦିବାସୀ ପାର୍ଟି( ବିଟିପି) ବିଧାୟକ ମହେଶ ଭସାବା ଓ ପୂର୍ବତନ ବିଜେପି ବିଧାୟକ ମୋତି ସିଂ ଭସାବାଙ୍କ ସମେତ ଅନେକ ନେତା ମଦ ଢାଳି ଭୂମି ପୂଜନ କରିଛନ୍ତି। ଆଦିବାସୀ ପରମ୍ପରା ଅନୁଯାୟୀ, ଭୂମି ପୂଜନ ବେଳେ ମଦର ବ୍ୟବହାର କରାଯାଏ। ତେଣୁ ସେମାନେ ରାସ୍ତା ନିର୍ମାଣ ପାଇଁ ହେବାକୁ ଥିବା ଭୂମି ପୂଜନରେ ମଦର ବ୍ୟବହାର କରିଛନ୍ତି।

ଏହାର ଭିଡିଓ ଭାଇରାଲ ହେବା ପରେ ଅନେକ ଏହାକୁ ନାପସନ୍ଦ କରିଛନ୍ତି। ଜନ ପ୍ରତିନିଧିଙ୍କ ଏଭଳି ଆଚରଣକୁ ବିଜେପି ସାଂସଦ ମନସୁଖ ଭସାବେ ତୀବ୍ର ନିନ୍ଦା କରିଛନ୍ତି। ଭୂମି ପୂଜନ ସମୟରେ ମୋତି ସିଂହଙ୍କ ବ୍ୟତୀତ ନର୍ମଦା ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷ ବାହାଦୂର ଭସାବ ମଧ୍ୟ ଉପସ୍ଥିତ ରହିଥିଲେ।

ବିଟିପି ବିଧାୟକ ମହେଶ କହିଛନ୍ତି, ପ୍ରଥମେ ଅବୀର-ଫୁଲ ଓ ନଡ଼ିଆ ଦ୍ୱାରା ଭୂମି ପୂଜନ କରାଯାଇଥିଲା। ଏହାପରେ ଆଦିବାସୀ ପରମ୍ପରା ଅନୁଯାୟୀ ମଦକୁ ବ୍ୟବହାର କରି ଅଭିଷେକ କରାଯାଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଆଦିବାସୀ ନେତାମାନେ ମଧ୍ୟ ଏହା ତାଙ୍କ ପରମ୍ପରାର ଅଂଶ ବୋଲି କହିଥିଲେ।

ଅନ୍ୟପକ୍ଷରେ ବିଜେପି ସାଂସଦ ମନସୁଖ ଭସାବା କହିଛନ୍ତି, ଭୂମି ପୂଜନ ବେଳେ ଫଳ, କ୍ଷୀର, ପାଣି ଅବୀର ଆଦିର ବ୍ୟବହାର କରାଯାଇ ଥାଏ। କିନ୍ତୁ ଏହା ବଦଳରେ ସେଠାରେ ଉପସ୍ଥିତ ଥିବା ନେତାମାନେ ମଦକୁ ବ୍ୟବହାର କରି କେବଳ ଭୂମି ପୂଜନ କରିନାହାନ୍ତି ବରଂ ଏହାକୁ ପ୍ରସାଦ ଭାବରେ ବାଣ୍ଟିଛନ୍ତି।

ଏହା ସମାଜକୁ ଏକ ଭୁଲ ବାର୍ତ୍ତା ଦେଇଛି। ଗୁଜରାଟ ଏକ ମଦ ମୁକ୍ତ ରାଜ୍ୟ ଓ ରାଜ୍ୟ ସରକାର ନିଶା ନିବାରଣ ପାଇଁ ଅନେକ କାମ କରୁଛନ୍ତି। ତଥାପି ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story