ରାଜୀବଙ୍କ ସମ୍ପର୍କରେ ମୋଦିଙ୍କ ବୟାନ ଠିକ, କହିଲେ ପୂର୍ବତନ ନୌସେନା ଅଧିକାରୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଡିକମିଶନଡ୍‌ ନୌସେନାର ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ବିରାଟ୍‌କୁ ନିଜର ପାରିବାରିକ ଛୁଟି ପାଇଁ ବ୍ୟବହାର କରିଥିବା ପ୍ରସଙ୍ଗକୁ ନେଇ ବୟାନବାଜି ଜାରି ରହିଛି। ଏହି ପୁରୁଣା ପ୍ରସଙ୍ଗକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଠାଇଥିବା ବେଳେ ଆଜି ଜଣେ ପୂର୍ବତନ ନୌସେନା ଅଧିକାରୀ କମାଣ୍ଡର ଭିକେ ଜେଟଲୀ ଏହାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ଗାନ୍ଧି ପରିବାର ଛୁଟି କାଟିବାକୁ ନୌସେନାର ସମ୍ବଳ ବ୍ୟବହାର କରିଥିଲେ। ବାନଗ୍ରାମ ଦ୍ୱୀପପୁଞ୍ଜରେ ଛୁଟି […]

Rajiv

Rajiv

Hemant Lenka
  • Published: Thursday, 09 May 2019
  • Updated: 09 May 2019, 06:38 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଡିକମିଶନଡ୍‌ ନୌସେନାର ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ବିରାଟ୍‌କୁ ନିଜର ପାରିବାରିକ ଛୁଟି ପାଇଁ ବ୍ୟବହାର କରିଥିବା ପ୍ରସଙ୍ଗକୁ ନେଇ ବୟାନବାଜି ଜାରି ରହିଛି। ଏହି ପୁରୁଣା ପ୍ରସଙ୍ଗକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଠାଇଥିବା ବେଳେ ଆଜି ଜଣେ ପୂର୍ବତନ ନୌସେନା ଅଧିକାରୀ କମାଣ୍ଡର ଭିକେ ଜେଟଲୀ ଏହାକୁ ସମର୍ଥନ କରିଛନ୍ତି।

ସେ କହିଛନ୍ତି, “ଗାନ୍ଧି ପରିବାର ଛୁଟି କାଟିବାକୁ ନୌସେନାର ସମ୍ବଳ ବ୍ୟବହାର କରିଥିଲେ। ବାନଗ୍ରାମ ଦ୍ୱୀପପୁଞ୍ଜରେ ଛୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ଆଇଏନ୍‌ଏସ୍‌ ବିରାଟ୍‌ରେ ମୁଁ କାର୍ଯ୍ୟ କରୁଥିଲି।”

ତେବେ ମୋଦିଙ୍କ ସମର୍ଥନ କରିଥିବା ଏହି ପୂର୍ବତନ ଅଧିକାରୀଙ୍କ ଜଣଙ୍କ ରାଜୀବ ଗାନ୍ଧି ଅଫିସିଆଲ ନା ନନ୍‌ ଅଫିସିଆଲ ଗସ୍ତରେ ଯାଇଥିଲେ, ସେ ନେଇ ମୁହଁ ଖୋଲି ନାହାନ୍ତି। ଅନ୍ୟପକ୍ଷରେ କଂଗ୍ରେସ ରାଜୀବ ଗାନ୍ଧି ସରକାରୀ ଗସ୍ତରେ ଯାଇ ଆଇଏନ୍‌ଏସ୍‌ ବିରାଟ୍‌ର ବ୍ୟବହାର କରିଥିଲେ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story