୪୫ ଦିନରେ ତେଲ ଦର କମିଛି ୩ ଟଙ୍କା

ନୂଆଦିଲ୍ଲୀ: କମି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଲିଟର ପିଛା ୧୯ରୁ ୨୦ ପଇସା ଏବଂ ଡିଜେଲ ୨୪ରୁ ୨୬ ପଇସା କମିଥିବା ଜଣାପଡ଼ିଛି। ଗତକାଲି ପେଟ୍ରୋଲ ୧୬ରୁ ୧୮ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ୧୬ରୁ ୧୭ ପଇସା ହ୍ରାସ ପାଇଥିଲା। ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ଓ୍ୱେବସାଇଟର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬୯ ଟଙ୍କା ୨୯ ପଇସା, ମୁମ୍ୱାଇରେ ୬୯.୯୯ ପଇସା, କୋଲକାତାରେ ୭୫ […]

petrol-pump

petrol-pump

Subhransu Sekhar
  • Published: Saturday, 15 June 2019
  • Updated: 15 June 2019, 12:07 PM IST

Sports

Latest News

ନୂଆଦିଲ୍ଲୀ: କମି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଲିଟର ପିଛା ୧୯ରୁ ୨୦ ପଇସା ଏବଂ ଡିଜେଲ ୨୪ରୁ ୨୬ ପଇସା କମିଥିବା ଜଣାପଡ଼ିଛି। ଗତକାଲି ପେଟ୍ରୋଲ ୧୬ରୁ ୧୮ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ୧୬ରୁ ୧୭ ପଇସା ହ୍ରାସ ପାଇଥିଲା।

ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ଓ୍ୱେବସାଇଟର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬୯ ଟଙ୍କା ୨୯ ପଇସା, ମୁମ୍ୱାଇରେ ୬୯.୯୯ ପଇସା, କୋଲକାତାରେ ୭୫ ଟଙ୍କା ୬୯ ପଇସା ରହିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଦର ୬୮ ଟଙ୍କା ୯୦ ପଇସା, ମୁମ୍ୱାଇରେ ୬୩ ଟଙ୍କା ୯୩ ପଇସା ଏବଂ କୋଲକାତାରେ ୬୭ ଟଙ୍କା ୩ ପଇସା ରହିଛି।

ଯଦି ଭୁବନେଶ୍ୱରରେ ତେଲ ଦର କଥା ହିସାବକୁ ନେବା ତାହାଲେ ଚଳିତବର୍ଷ ଆରମ୍ଭରୁ ତେଲ ଦର କେତେବେଳେ ବଢ଼ିଛି ତ ଆଉ କେତେବେଳେ କମିଛି। ହେଲେ ମେ ୧ରୁ ଜୁନ ୧୫ ତାରିଖ ଅର୍ଥାତ୍ ୪୫ ଦିନ ମଧ୍ୟରେ ଦର ପାଖାପାଖି ୩ ଟଙ୍କା କମିଛି। ଯଦି ମେ' ପହିଲାରୁ ଶେଷ ପର୍ଯ୍ୟନ୍ତ ପେଟ୍ରୋଲ ଦର ଦେଖିବା, ତାହେଲେ ଦର ପାଖାପାଖି ୨ ଟଙ୍କା କମିଛି। ଚଳିତ ମାସ ମଧ୍ୟ ୧୫ ଦିନ ମଧ୍ୟରେ ଦର ହ୍ରାସ ପାଇ ଚାଲିଛି। ଯଦି ଏହିଭଳି ଦର କମି ଚାଲିବ ତାହେଲେ ଜୁନ ଶେଷ ସୁଦ୍ଧା ତେଲ ଦର ୬୮ ଟଙ୍କାରୁ କମ୍ ହେବ ବୋଲି ଆକଳନ ହେଉଛି।

ଗତ ୬ ମାସରେ ତେଲ ଦର ଏମିତି ଥିଲା

ଜୁନ ୧୫ରେ ପେଟ୍ରୋଲ ୬୯.୦୨ ପଇସା, ଡିଜେଲ ୬୮.୫୮ ପଇସା

ଜୁନ ୧ରେ ପେଟ୍ରୋଲ ୭୦.୬୯ ପଇସା, ଡିଜେଲ ୭୧.୨୪ ପଇସା

ମେ ୩୧ରେ ପେଟ୍ରୋଲ ୭୦.୦୭ ପଇସା, ଡିଜେଲ ୭୧.୩୦ ପଇସା

ମେ ୧ରେ ପେଟ୍ରୋଲ ୭୨.୦୭ ପଇସା, ଡିଜେଲ ୭୧.୩୭ ପଇସା

ଏପ୍ରିଲ ୩୦ରେ ପେଟ୍ରୋଲ ୭୧.୯୪ ପଇସା, ଡିଜେଲ ୭୧.୩୭ ପଇସା

ଏପ୍ରିଲ ୧ରେ ପେଟ୍ରୋଲ ୭୧.୮୦ ପଇସା, ଡିଜେଲ ୭୦.୮୨ ପଇସା

ମାର୍ଚ୍ଚ ୩୧ରେ ୭୧ଟଙ୍କା ୮୧ ପଇସା, ଡିଜେଲ ୭୦.୮୮ ପଇସା

ମାର୍ଚ୍ଚ ୧ରେ ୭୦.୬୮ ପଇସା, ଡିଜେଲ ୭୧.୮୫ ପଇସା

ପେବୃଆରୀ ୨୮ରେ ୭୦ ଟଙ୍କା ୬୬, ଡିଜେଲ ୭୧.୭୮ ପଇସା

ଫେବୃଆରୀ ୧ରେ ୬୯.୯୪ ପଇସା, ଡିଜେଲ ୭୦.୪୫ ପଇସା

ଜାନୁଆରୀ ୩୧ରେ ୭୦ ଟଙ୍କା ୧୩, ଡିଜେଲ ୭୦.୬୦ ପଇସା

ଜାନୁଆରୀ ୧ରେ ୬୭.୬୬ ପଇସା, ଡିଜେଲ ୬୭.୧୫ ପଇସା

ସେହିପରି ଦିଲ୍ଲୀରେ ପାଞ୍ଚ ମାସ ଭିତରେ ସବୁଠାରୁ କମ୍ ହୋଇଛି ପେଟ୍ରୋଲ ଓ ଡିଜେଲ ଦର। ଦିଲ୍ଲୀରେ ପେଟ୍ରୋଲ ଦର ୬୯.୯୯ ପଇସା ରହିଥିବା ବେଳେ ଡିଜେଲ ଦର ୬୩ ଟଙ୍କା ୯୩ ପଇସା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story