ସଚିନ ପାଇଲଟ କ’ଣ ସର୍ତ୍ତ ରଖି ଫେରିଛନ୍ତି? ଜାଣିନି କହିଲେ ଅଶୋକ ଗେହଲଟ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟରେ ଯବନିକା ପଡ଼ିବା ସମ୍ଭାବନା ସୃଷ୍ଟି ହୋଇଛି। କାରଣ କଂଗ୍ରେସ ଓ ରାଜସ୍ଥାନ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଯୁବନେତା ସଚିନ ପାଇଲଟ ପୁଣିଥରେ ଦଳକୁ କମବ୍ୟାକ କରିଛନ୍ତି।  ଭବିଷ୍ୟତରେ କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି ସର୍ତ୍ତ ରଖି ସଚିନ ଦଳ ସହ ମିଶି କାମ କରିବାକୁ ରାଜି ହୋଇଥିବା କୁହାଯାଉଛି। ସଚିନ ପାଇଲଟ ଗତକାଲି ଜୟପୁର ଆସିଥିବା ବେଳେ ପ୍ରଥମଥର ପାଇଁ ଏହା ଉପରେ ମୁହଁ […]

g

g

Hemant Lenka
  • Published: Wednesday, 12 August 2020
  • Updated: 12 August 2020, 02:23 PM IST

Sports

Latest News

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟରେ ଯବନିକା ପଡ଼ିବା ସମ୍ଭାବନା ସୃଷ୍ଟି ହୋଇଛି। କାରଣ କଂଗ୍ରେସ ଓ ରାଜସ୍ଥାନ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଯୁବନେତା ସଚିନ ପାଇଲଟ ପୁଣିଥରେ ଦଳକୁ କମବ୍ୟାକ କରିଛନ୍ତି।  ଭବିଷ୍ୟତରେ କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି ସର୍ତ୍ତ ରଖି ସଚିନ ଦଳ ସହ ମିଶି କାମ କରିବାକୁ ରାଜି ହୋଇଥିବା କୁହାଯାଉଛି।

ସଚିନ ପାଇଲଟ ଗତକାଲି ଜୟପୁର ଆସିଥିବା ବେଳେ ପ୍ରଥମଥର ପାଇଁ ଏହା ଉପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ସେ କହିଛନ୍ତି, ହାଇକମାଣ୍ଡଙ୍କୁ ଭେଟିବା ପରେ କଂଗ୍ରେସ ସହ ମିଶି କାମ କରିବାକୁ ସଚିନ ଓ ଅନ୍ୟ ବିଧାୟକମାନେ ରାଜି ହୋଇଛନ୍ତି। ହେଲେ ସେ କ’ଣ ସର୍ତ୍ତ ରଖିଛନ୍ତି ମୁଁ ସେକଥା ଜାଣିନାହିଁ। ତେବେ ମୁଁ ସମସ୍ତଙ୍କ ସହ ମିଶି କାମ କରିବାକୁ ଚେଷ୍ଟା କରିବି।

କଂଗ୍ରେସ ବିଧାୟକମାନେ କାହିଁକି ଜୟପୁର ଛାଡ଼ି ଦିଲ୍ଲୀ ଯାଇଥିଲେ ଓ ସେମାନଙ୍କ ଅଭିଯୋଗ କ’ଣ ରହିଛି, ସେଗୁଡ଼ିକୁ ଚିହ୍ନଟ କରି ସମାଧାନ କରିବାକୁ ମୁଁ ସବୁବେଳେ ପ୍ରସ୍ତୁତ। ମତାନ୍ତର ସୃଷ୍ଟି କରିଥିବା ବିଧାୟକଙ୍କ ଦାବି ଶୁଣିବା ମୋର ଦାୟିତ୍ୱ ବୋଲି ଗେହଲଟ କହିଛନ୍ତି।

ଗତ ମାସରେ ସଚିନ ପାଇଲ ଓ କଂଗ୍ରେସର ୧୮ ବିଧାୟକ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେମାନେ ବିଦ୍ରୋହ ଘୋଷଣା କରିବା ପରେ ଗେହଲଟ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବା ମଧ୍ୟ କୁହାଯାଇଥିଲା। ତେବେ ବିବାଦ ଏବେ ଥମିବାର ସମ୍ଭାବନା ସୃଷ୍ଟି ହୋଇଛି।

ଗେହଲଟ ଗଣାମଧ୍ୟମକୁ ସୂଚନା ଦେଇ କହିଛନ୍ତି, “ସେମାନଙ୍କ ଅସୁବିଧା ଦୂର କରିବାକୁ ଆମେ ଚେଷ୍ଟା କରିବୁ। ମୁଁ ମୁଖ୍ୟମନ୍ତ୍ରୀ ଓ ମୋ ଦଳର ବିଧାୟକମାନେ ରାଗିଛନ୍ତି। ତେଣୁ ସେମାନଙ୍କ ଅଭିଯୋଗ ଶୁଣିବା ଓ ଏହାର ସମାଧାନ କରିବା ମୋ ଦାୟିତ୍ୱ। ସେମାନଙ୍କ ହୃଦୟ ଜିତିବାକୁ ସବୁ ପ୍ରକାରର ବ୍ୟବସ୍ଥା କରିବି। ମୁଁ ମୋ ଜୀବନ କାଳ ମଧ୍ୟରେ ଏମିତି କାମ କରି ଆସିଛି ଓ ଆଗକୁ ମଧ୍ୟ ଏହା ଜାରି ରଖିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story