ଗୋଆ ଦାବୋଲିମ ବିମାନବନ୍ଦରରେ ଉଡ଼ାଣ ପୂର୍ବରୁ ରନୱେରୁ ଖସିଲା ଜେଟ୍‌,୧୫ ଆହତ

ପାନାଜୀ: ଗୋଆ ଦାବୋଲିମ ବିମାନ ବନ୍ଦରରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ। ଜେଟ୍‌ ଏୟାରୱେଜ୍‌ର ଯାତ୍ରୀବାହୀ ବିମାନ ରନୱେରୁ ଖସିଯିବା କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବିମାନରେ କ୍ରିୟୁ ମେମ୍ବରକୁ ମିଶାଇ ମୋଟ ୧୬୧ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରୁ ୧୫ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଖାଲି କରାଯାଇଥିବା ଜେଟ୍‌ ଏୟାରୱେଜ ପକ୍ଷରୁ କୁହାଯାଇଛି। ସକାଳ ୫ଟାରେ […]

goa-jet-air-way

goa-jet-air-way

Rakesh Mallick
  • Published: Tuesday, 27 December 2016
  • Updated: 27 December 2016, 01:49 PM IST

Sports

Latest News

ପାନାଜୀ: ଗୋଆ ଦାବୋଲିମ ବିମାନ ବନ୍ଦରରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ। ଜେଟ୍‌ ଏୟାରୱେଜ୍‌ର ଯାତ୍ରୀବାହୀ ବିମାନ ରନୱେରୁ ଖସିଯିବା କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବିମାନରେ କ୍ରିୟୁ ମେମ୍ବରକୁ ମିଶାଇ ମୋଟ ୧୬୧ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରୁ ୧୫ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଖାଲି କରାଯାଇଥିବା ଜେଟ୍‌ ଏୟାରୱେଜ ପକ୍ଷରୁ କୁହାଯାଇଛି।

ସକାଳ ୫ଟାରେ ବିମାନଟି ଗୋଆରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିବା ବେଳେ ରନୱେରୁ ଖସି ଯାଇଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଜେଟ୍‌ ଏୟାରୱେଜ୍‌ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story