ସାହାନାଇ ବାଦକ ଉସ୍ତାଦ ବିସ୍‌ମିଲ୍ଲା ଖାନଙ୍କ ଜନ୍ମ ଦିନରେ ଡୁଡୁଲ୍‌ କରି ଶୁଭକାମନା ଜଣାଇଲା ଗୁଗୁଲ

ନୂଆଦିଲ୍ଲୀ: ଉସ୍ତାଦ୍‌ ବିସ୍‌ମିଲ୍ଲା ଖାନ୍‌ଙ୍କ ନାଁ ଶୁଣିଲେ ମନରେ ଆପେ ଆପେ ବାଜିଉଠେ ପବିତ୍ର ସାହାନାଇର ସ୍ୱର। ଆଜି ହେଉଛି ସେଇ ପ୍ରସିଦ୍ଧ ସାହାନାଇ ବାଦକ ତଥା ଭାରତ ରତ୍ନ ଉସ୍ତାଦ ବିସ୍‌ମିଲା ଖାନଙ୍କ ୧୦୨ ତମ ଜନ୍ମଦିନ। ଆଜିର ଦିନରେ ୧୯୧୬ ମସିହାରେ ବିହାରର ଭୋଜପୁରରେ ଜନ୍ମଗ୍ରହଣ କରିଥିଲେ ଏହାନ ସଂଗୀତ ସାଧକ। ସେ ନିଜ କଳା ପାଇଁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏଥିପାଇଁ ତାଙ୍କୁ ସମ୍ମାନଜନକ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। […]

Bismillah-Khan

Bismillah-Khan

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 11:02 PM IST

Sports

Latest News

ନୂଆଦିଲ୍ଲୀ: ଉସ୍ତାଦ୍‌ ବିସ୍‌ମିଲ୍ଲା ଖାନ୍‌ଙ୍କ ନାଁ ଶୁଣିଲେ ମନରେ ଆପେ ଆପେ ବାଜିଉଠେ ପବିତ୍ର ସାହାନାଇର ସ୍ୱର। ଆଜି ହେଉଛି ସେଇ ପ୍ରସିଦ୍ଧ ସାହାନାଇ ବାଦକ ତଥା ଭାରତ ରତ୍ନ ଉସ୍ତାଦ ବିସ୍‌ମିଲା ଖାନଙ୍କ ୧୦୨ ତମ ଜନ୍ମଦିନ। ଆଜିର ଦିନରେ ୧୯୧୬ ମସିହାରେ ବିହାରର ଭୋଜପୁରରେ ଜନ୍ମଗ୍ରହଣ କରିଥିଲେ ଏହାନ ସଂଗୀତ ସାଧକ। ସେ ନିଜ କଳା ପାଇଁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏଥିପାଇଁ ତାଙ୍କୁ ସମ୍ମାନଜନକ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ଏହାଛଡ଼ା ଅନେକ ପୁରଷ୍କାର ମଧ୍ୟ ସେ ପାଇଛନ୍ତି।

ସାହାନାଇ ସଙ୍ଗୀତ ଜଗତର ଉସ୍ତାଦ ବିସମିଲ୍ଲା ଖାନ ନିଜ ସାହାନାଇର ଯାଦୁରେ ମତୁଆଲା କରିଦେଉଥିଲେ ଶ୍ରୋତାମାନଙ୍କୁ। ବିହାର ବସ୍କାର ସ୍ଥିତ ଏକ ଛୋଟ ଗାଁ ଡୁମରାରେ ଜନ୍ମ ଗ୍ରହଣ କରିଥିଲେ ଉସ୍ତାଦ୍ ବିସମିଲ୍ଲା ଖାନ। ପିଲା ବେଳେ ତାଙ୍କର ନାଁ ଥିଲା କମରୁଦ୍ଦିନ ଖାନ। ସେ ଏକ ସଂଙ୍ଗୀତ ପ୍ରେମୀ ପରିବାରରେ ଜନ୍ମ ହୋଇଥିଲା। ମାତ୍ର ୬ ବର୍ଷ ବୟସରେ ସାହାନାଇ ବାଦନ କଳା ଶିଖିବା ପାଇଁ ବାରଣାସୀରେ ଥିବା ନିଜ ମାମୁ ଅଲ୍ଲି ବକ୍ସ ବିଲାୟତୀଙ୍କ ପାଖକୁ ଚାଲି ଯାଇଥିଲେ। ଏହାପରେ ତାଙ୍କ ସଂଗୀତ ସାଧନା ପାଇଁ ସେ ଧୀରେ ଧୀରେ ସାରା ବିଶ୍ୱରେ ଲୋକପ୍ରିୟ ହୋଇଗଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story