ପୁଣି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଲା, ଦୁଷ୍କର୍ମ କରାଯାଇଥିବା ସନ୍ଦେହ

ରାଜପୁର: ତେଲେଙ୍ଗାନାରେ ୨୬ ବର୍ଷୀୟ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ପୋଡ଼ି ହତ୍ୟା କରିବା ଭଳି ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିବା ବେଳେ ଏବେ ଛତିଶଗଡ଼ରୁ ସମାନ ଘଟଣା ଘଟିଛି। ଏଠାକାର ରାଜପୁର ଜିଲ୍ଲା ମୁରକା ଗାଁରେ ଆଜି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ କରାଯାଇଛି। ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଏଠାରେ ଫିଙ୍ଗି ପୋଡ଼ି ଦିଆଯାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବଲରାମପୁର ଏସ୍‌ପି ଟିଆର କୋଶିମା କହିଛନ୍ତି, “ଆମେ ବର୍ତ୍ତମାନ ମହିଳାଙ୍କ […]

xc

xc

Hemant Lenka
  • Published: Monday, 02 December 2019
  • Updated: 02 December 2019, 09:01 PM IST

Sports

Latest News

ରାଜପୁର: ତେଲେଙ୍ଗାନାରେ ୨୬ ବର୍ଷୀୟ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ପୋଡ଼ି ହତ୍ୟା କରିବା ଭଳି ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିବା ବେଳେ ଏବେ ଛତିଶଗଡ଼ରୁ ସମାନ ଘଟଣା ଘଟିଛି। ଏଠାକାର ରାଜପୁର ଜିଲ୍ଲା ମୁରକା ଗାଁରେ ଆଜି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ କରାଯାଇଛି। ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଏଠାରେ ଫିଙ୍ଗି ପୋଡ଼ି ଦିଆଯାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ବଲରାମପୁର ଏସ୍‌ପି ଟିଆର କୋଶିମା କହିଛନ୍ତି, “ଆମେ ବର୍ତ୍ତମାନ ମହିଳାଙ୍କ ପରିଚୟ ହାସଲ କରିବାକୁ ଉଦ୍ୟମ କରୁଛୁ। ଏଯାଏ ଶବବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ। ରିପୋର୍ଟ ଆସିବା ପରେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ ଜଣାପଡ଼ିବ।

ଏବେ ପ୍ରାଥମିକ ତଦନ୍ତରୁ ଆମେ ଦୁଷ୍କର୍ମ ହୋଇଥିବା ସନ୍ଦେହ କରୁଛୁ। ମହିଳାଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ଏଠାକୁ ଘୋଷାରି ଆଣି ଫିଙ୍ଗା ଯାଇଥିବା ଜଣାପଡ଼ିଛି। ଆମେ ସମସ୍ତ ଦିଗର ତଦନ୍ତ କରୁଛୁ।”

ନଭେମ୍ବର ୨୭ରେ ତେଲେଙ୍ଗାନାରେ ମହିଳା ଡାକ୍ତରଙ୍କୁ ସାହାଯ୍ୟ କରିବା ନାଁରେ ୪ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ପୋଡ଼ି ଦେଇଥିଲେ। ଏହାକୁ ନେଇ ସମଗ୍ର ଦେଶରେ ବିକ୍ଷୋଭ ଓ ପ୍ରତିବାଦ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story