କଂଗ୍ରେସ ଦଳରେ ଯୋଗ ଦେଇ ପାରନ୍ତି ହରଭଜନ

ଚଣ୍ଡୀଗଡ଼: କ୍ରିକେଟର ହରଭଜନ ସିଂ କଂଗ୍ରେସ ଦଳରେ ସାମିଲ ହେବାକୁ ଯାଉଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ହରଭଜନ ଜଳନ୍ଦରରୁ କଂଗ୍ରେସର ଆଶାୟୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ନବଜୋତ୍‌ ସିଂ ସିଦ୍ଧୁଙ୍କ କଂଗ୍ରେସରେ ସାମିଲ ହେବା ନେଇ ଆଲୋଚନା ଚାଲିଥିବା ବେଳେ ଏବେ ଭଜିଙ୍କ ନାଁ ବି ଉଠିଛି। ଖବର ମୁତାବକ ହରଭଜନ ସିଂ ରାଜନୀତିକୁ ଆସିବା ପାଇଁ କିଛି ମାସ ଧରି କଂଗ୍ରେସର ବରିଷ୍ଠ ନେତା ଅମରିନ୍ଦର ସିଂଙ୍କ ସହ […]

harbhajan-singh

harbhajan-singh

Rakesh Mallick
  • Published: Thursday, 22 December 2016
  • Updated: 22 December 2016, 01:45 PM IST

Sports

Latest News

ଚଣ୍ଡୀଗଡ଼: କ୍ରିକେଟର ହରଭଜନ ସିଂ କଂଗ୍ରେସ ଦଳରେ ସାମିଲ ହେବାକୁ ଯାଉଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ହରଭଜନ ଜଳନ୍ଦରରୁ କଂଗ୍ରେସର ଆଶାୟୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ନବଜୋତ୍‌ ସିଂ ସିଦ୍ଧୁଙ୍କ କଂଗ୍ରେସରେ ସାମିଲ ହେବା ନେଇ ଆଲୋଚନା ଚାଲିଥିବା ବେଳେ ଏବେ ଭଜିଙ୍କ ନାଁ ବି ଉଠିଛି। ଖବର ମୁତାବକ ହରଭଜନ ସିଂ ରାଜନୀତିକୁ ଆସିବା ପାଇଁ କିଛି ମାସ ଧରି କଂଗ୍ରେସର ବରିଷ୍ଠ ନେତା ଅମରିନ୍ଦର ସିଂଙ୍କ ସହ ସଂପର୍କରରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story