କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଜୀବନ ଗଲା

ହାଇଦ୍ରାବାଦ: କରୋନା ଟିକା ନେଇଥିବା ତେଲେଙ୍ଗାନାର ଜଣେ ୪୨ ବର୍ଷୀୟ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ତାଙ୍କୁ କରୋନାର ରକ୍ଷା କବଚ କୁହାଯାଇଥିବା ଟିକା ଦିଆଯାଇଥିଲା। ତେବେ ବୁଧବାର ଭୋରରୁ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ତେଲେଙ୍ଗାନାର ନିର୍ମଳ ଜିଲ୍ଲା କୁନ୍ତଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ବ୍ୟକ୍ତି ଜଣଙ୍କ ଟିକା ନେଇଥିଲେ। ମଙ୍ଗଳବାର ଦିନ ୧୧.୩୦ରେ ତାଙ୍କୁ ଟିକା ଦିଆଯାଇଥିଲା। ଟିକା […]

dw

dw

Hemant Lenka
  • Published: Wednesday, 20 January 2021
  • Updated: 20 January 2021, 06:14 PM IST

Sports

Latest News

ହାଇଦ୍ରାବାଦ: କରୋନା ଟିକା ନେଇଥିବା ତେଲେଙ୍ଗାନାର ଜଣେ ୪୨ ବର୍ଷୀୟ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ତାଙ୍କୁ କରୋନାର ରକ୍ଷା କବଚ କୁହାଯାଇଥିବା ଟିକା ଦିଆଯାଇଥିଲା। ତେବେ ବୁଧବାର ଭୋରରୁ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ତେଲେଙ୍ଗାନାର ନିର୍ମଳ ଜିଲ୍ଲା କୁନ୍ତଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ବ୍ୟକ୍ତି ଜଣଙ୍କ ଟିକା ନେଇଥିଲେ। ମଙ୍ଗଳବାର ଦିନ ୧୧.୩୦ରେ ତାଙ୍କୁ ଟିକା ଦିଆଯାଇଥିଲା। ଟିକା ନେବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ରହିଥିଲେ। କିନ୍ତୁ ଜାନୁଆରୀ ୨୦ ତାରିଖ ଭୋର ୨.୩୦ ମିନିଟ୍‌ରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା।

ତାଙ୍କୁ ଭୋର ୫.୩୦ରେ ଜିଲ୍ଲା ମୁଖ୍ୟାଳୟକୁ ଅଣାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ କରୋନା ଟିକାରୁ ୪୨ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟି ନଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ତଥାପି ଗାଇଡଲାଇନ ଅନୁଯାୟୀ, ଗୋଟିଏ ଡାକ୍ତାରୀ ଟିମ୍‌ ତାଙ୍କ ଶବ ବ୍ୟବଚ୍ଛେଦ କରିବେ।

ଏହାପରେ ଜିଲ୍ଲା ଏଇଏଫଆଇ ରିପୋର୍ଟକୁ ସମୀକ୍ଷା କରି ରାଜ୍ୟ ଏଇଏଫଆଇ କମିଟି ନିକଟକୁ ଏହା ପଠାଇବ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story