ପ୍ରେମ କୁମାର ଧୁମାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ବିଜେପି

ଡେହେରାଡୁନ୍‌: ହିମାଚଳପ୍ରଦେଶ ନିର୍ବଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ବିଜେପି ନିର୍ବାଚନ ଲଢ଼ିବ ବୋଲି ମଙ୍ଗଳବାର ଏକ ରାଲିରେ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଦଳ ପକ୍ଷରୁ ପ୍ରେମ କୁମାର ଧୁମାଲଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦୁଇଦିନ ଭିତରେ ୧୦ଟି ନିର୍ବାଚନୀ ରାଲିକୁ ଶାହ ସମ୍ବୋଧିତ କରି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କଂଗ୍ରେସ ଅମଳର ଦୁର୍ନୀତିକୁ କଟାକ୍ଷ କରିଛନ୍ତି ଶାହା। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ନୀତୀନ […]

is (1)

is (1)

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 07:50 PM IST

Sports

Latest News

ଡେହେରାଡୁନ୍‌: ହିମାଚଳପ୍ରଦେଶ ନିର୍ବଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ବିଜେପି ନିର୍ବାଚନ ଲଢ଼ିବ ବୋଲି ମଙ୍ଗଳବାର ଏକ ରାଲିରେ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଦଳ ପକ୍ଷରୁ ପ୍ରେମ କୁମାର ଧୁମାଲଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି।

ଦୁଇଦିନ ଭିତରେ ୧୦ଟି ନିର୍ବାଚନୀ ରାଲିକୁ ଶାହ ସମ୍ବୋଧିତ କରି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କଂଗ୍ରେସ ଅମଳର ଦୁର୍ନୀତିକୁ କଟାକ୍ଷ କରିଛନ୍ତି ଶାହା। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ବି ରାଜ୍ୟରେ ପ୍ରଚାରର ମଙ୍ଗ ଧରିଛନ୍ତି।

ନିର୍ବାଚନରେ ଦୁର୍ନୀତିକୁ ମୁଖ୍ୟ  ପ୍ରସଙ୍ଗ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ଉପରେ ଲାଗିଥିବା ଦୁର୍ନୀତି ଅଭିଯୋଗକୁ ଢାଲ କରିଛି ଦଳ। ସେପଟେ କଂଗ୍ରେସ ରାଜ୍ୟର ବିକାଶକୁ  ମୁଖ୍ୟ ପ୍ରସଙ୍ଗ କରିଛି ନିର୍ବଚନ ଲଢିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ନିର୍ବାଚନ ଆସନ୍ତା ନଭେମ୍ବର ୯ ତାରିଖରେ ଅନୁଷ୍ଠିତ ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story