ଭୂ-କମ୍ପରେ ୩ ଥର ଥରିଲା ହିମାଚଳ ପ୍ରଦେଶ

ସିମଲା: ଆଜି ସକାଳେ ଭୂ-କମ୍ପରେ ହିମାଚଳ ପ୍ରଦେଶ ୩ ଥର ଥରିଛି। ସକାଳ ୬ଟା ୪୪ ମିନିଟ୍‌ ୩୨ ସେକେଣ୍ଡରେ ଭୂ-କମ୍ପର ପ୍ରଥମ ଝଟ୍‌କା ଅନୁଭୂତ ହୋଇଥିଲା।  ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୬ ଥିଲା।  ଭୂ-କମ୍ପର କେନ୍ଦ୍ରସ୍ଥଳୀ କୁଲ୍ଲୁ ହୋଇଥିବା ଜଣାପଡ଼ିଛି। କୁଲ୍ଲୁ, ମନାଲୀ, ରାମପୁର ଓ ଶିମଲାରେ ଏହା ଅନୁଭୂତ ହୋଇଛି। ପ୍ରଥମ ଭୂ-କମ୍ପର ୨୧ ମିନିଟ୍‌ ପରେ ଦ୍ୱିତୀୟ ଝଟ୍‌କା ଅନୂଭୂତ ହୋଇଥିଲା। ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ଏହାପରେ ତୃତୀୟ […]

earthquake

earthquake

Rakesh Mallick
  • Published: Saturday, 27 August 2016
  • Updated: 27 August 2016, 05:11 PM IST

Sports

Latest News

ସିମଲା: ଆଜି ସକାଳେ ଭୂ-କମ୍ପରେ ହିମାଚଳ ପ୍ରଦେଶ ୩ ଥର ଥରିଛି। ସକାଳ ୬ଟା ୪୪ ମିନିଟ୍‌ ୩୨ ସେକେଣ୍ଡରେ ଭୂ-କମ୍ପର ପ୍ରଥମ ଝଟ୍‌କା ଅନୁଭୂତ ହୋଇଥିଲା।  ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୬ ଥିଲା।

 ଭୂ-କମ୍ପର କେନ୍ଦ୍ରସ୍ଥଳୀ କୁଲ୍ଲୁ ହୋଇଥିବା ଜଣାପଡ଼ିଛି। କୁଲ୍ଲୁ, ମନାଲୀ, ରାମପୁର ଓ ଶିମଲାରେ ଏହା ଅନୁଭୂତ ହୋଇଛି।

ପ୍ରଥମ ଭୂ-କମ୍ପର ୨୧ ମିନିଟ୍‌ ପରେ ଦ୍ୱିତୀୟ ଝଟ୍‌କା ଅନୂଭୂତ ହୋଇଥିଲା। ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ଏହାପରେ ତୃତୀୟ ଝଟ୍‌କା ୯ଟା୮ ମିନିଟ୍‌ରେ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୨ ରହିଛି। ଆଶ୍ଚର୍ଯ୍ୟର ବିଷୟ ଭୂ-କମ୍ପର କେନ୍ଦ୍ରସ୍ଥଳୀ ଗୋଟିଏ ସ୍ଥାନରେ ହିଁ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story