ବଦଳିଲା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁକୁ ବଦଳାଇ ଦେଇଛି। ଏଣିକି ମାନବ ସମ୍ବଳ ମନ୍ତ୍ରଣାଳୟ ଶିକ୍ଷା ମନ୍ତ୍ରଣାଳୟ ନାଁରେ ପରିଚୟ ହାସଲ କରିବ। ଆଜି କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁକୁ ପରିବର୍ତ୍ତନ କରିବା ପାଇଁ ଉକ୍ତ ମନ୍ତ୍ରଣାଳୟ ପକ୍ଷରୁ ହିଁ ପ୍ରସ୍ତାବ ଦିଆଯାଇଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଆଗତ ହୋଇଥିଲା। […]

aa

aa

Hemant Lenka
  • Published: Wednesday, 29 July 2020
  • Updated: 29 July 2020, 04:51 PM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁକୁ ବଦଳାଇ ଦେଇଛି। ଏଣିକି ମାନବ ସମ୍ବଳ ମନ୍ତ୍ରଣାଳୟ ଶିକ୍ଷା ମନ୍ତ୍ରଣାଳୟ ନାଁରେ ପରିଚୟ ହାସଲ କରିବ। ଆଜି କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ଦେଇଛି।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁକୁ ପରିବର୍ତ୍ତନ କରିବା ପାଇଁ ଉକ୍ତ ମନ୍ତ୍ରଣାଳୟ ପକ୍ଷରୁ ହିଁ ପ୍ରସ୍ତାବ ଦିଆଯାଇଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଆଗତ ହୋଇଥିଲା। ସର୍ବସମ୍ମତିକ୍ରମେ ଏଣିକି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଶିକ୍ଷା ମନ୍ତ୍ରଣାଳୟ ନାଁରେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହୋଇଛି।

୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି କିଛି ଲୋକଙ୍କ ପରାମର୍ଶକ୍ରମେ ଶିକ୍ଷା ମନ୍ତ୍ରଣାଳୟର ନାଁକୁ ବଦଳାଇ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କରିଦେଇଥିବା କୁହାଯାଉଛି। ତେବେ ମନ୍ତ୍ରଣାଳୟ ଶିକ୍ଷା ଉପରେ ଫୋକସ କରି କାର୍ଯ୍ୟ କରୁଥିବାରୁ ଏହାର ନାଁକୁ ଶିକ୍ଷା ମନ୍ତ୍ରଣାଳୟ କରିବା ସପକ୍ଷରେ ଅନେକ ଯୁକ୍ତି ବାଢ଼ିଥିଲେ।

ଏପରି କି ଇସ୍ରୋର ପୂର୍ବତନ ମୁଖ୍ୟ କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଗଠିତ କମିଟି ମଧ୍ୟ ମନ୍ତ୍ରଣାଳୟର ନାଁ ବଦଳାଇବାକୁ ସୁପାରିସ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story