ନିର୍ବାଚନ ପ୍ରଚାର ଭିତରେ ଆୟକର ବିଭାଗର ରେଡ୍‌: ମିଳିଲା ନଗଦ ୩ କୋଟି ଟଙ୍କା

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ଆୟକର ବିଭାଗ ପାଟଣାର ଚାରି ପ୍ରମୁଖ କଣ୍ଟ୍ରାକ୍ଟରଙ୍କ ବିଭିନ୍ନ ଠିକଣା ଉପରେ ରେଡ୍ କରିଛି। ଆୟକର ବିଭାଗର ରେଡ୍ ପରେ ୭୫ କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ପର୍ଦ୍ଦାଫାସ ହୋଇଛି। ସେହିପରି ରେଡ୍ ବେଳେ ଜଣେ ଠିକାଦାରଙ୍କ ନିକଟରୁ ନଗଦ ୨.୨୮ କୋଟି ଟଙ୍କା ଜବତ କରାଯାଇଛି। ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ପାଟନା, ହିଲସା, କାଟିହାର ଓ ଭାଗଲପୁରରେ ଥିବା […]

g

g

Hemant Lenka
  • Published: Saturday, 31 October 2020
  • Updated: 31 October 2020, 03:49 PM IST

Sports

Latest News

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ଆୟକର ବିଭାଗ ପାଟଣାର ଚାରି ପ୍ରମୁଖ କଣ୍ଟ୍ରାକ୍ଟରଙ୍କ ବିଭିନ୍ନ ଠିକଣା ଉପରେ ରେଡ୍ କରିଛି। ଆୟକର ବିଭାଗର ରେଡ୍ ପରେ ୭୫ କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ପର୍ଦ୍ଦାଫାସ ହୋଇଛି। ସେହିପରି ରେଡ୍ ବେଳେ ଜଣେ ଠିକାଦାରଙ୍କ ନିକଟରୁ ନଗଦ ୨.୨୮ କୋଟି ଟଙ୍କା ଜବତ କରାଯାଇଛି।

ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ପାଟନା, ହିଲସା, କାଟିହାର ଓ ଭାଗଲପୁରରେ ଥିବା ୪ ପ୍ରମୁଖ କଣ୍ଟ୍ରାକ୍ଟରଙ୍କ ଠିକଣା ଉପରେ ଏକକାଳୀନ ରେଡ୍ କରାଯାଇଥିଲା। ରେଡ ବେଳେ ଆୟକର ବିଭାଗ ଭାଗଲପୁର କଣ୍ଟ୍ରାକ୍ଟର ଲାଲାନ କୁମାର ଓ ତାଙ୍କ ଭାଇ ସୁମନ କୁମାରଙ୍କ ଠାରୁ ମଧ୍ୟ ନଗଦ ୮୨ ଲକ୍ଷ ଟଙ୍କା ଜବତ କରିଛି।

ଏହି ଦୁଇ ଭାଇଙ୍କଠାରୁ ଏକାଧିକ ଜମିର ମାଲିକା ସମ୍ବଳିତ ଦସ୍ତାବିଜ ମିଳିଛି। ଦୁଇ ଭାଇଙ୍କର ଲୋଟସ୍ କନଷ୍ଟ୍ରକସନ କମ୍ପାନୀ ଲିମିଟେଡ୍ ନାମକ ଏକ ଫାର୍ମ ଅଛି। ଜିଲ୍ଲାର ଅନେକ ପଞ୍ଚାୟତରେ ୱାଟର ଟ୍ୟାପ୍ ଲଗାଇବା ଟେଣ୍ଡର ଏହି ଦୁଇ ଭାଇଙ୍କ ନାଁରେ ଅନୁମୋଦନ କରାଯାଇଛି।

ସୂଚନା ଅନୁଯାୟୀ, ୪ ଠିକାଦାରଙ୍କ ଉପରେ ହୋଇଥିବା ରେଡ୍‌ ବେଳେ ମୋଟ ୩.୨୧ କୋଟିର ନଗଦ ଟଙ୍କା ଓ ୩୦ କୋଟି ଟଙ୍କାର ଫିକ୍ସଡ ଜମାର ଦସ୍ତାବିଜ ମିଳିଛି। ଘଟଣାର ତଦନ୍ତ ଚାଲିଥିବାରୁ ଆୟକର ବିଭାଗ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story