ସୀମା ବିବାଦ: ୧୨ରେ ଭାରତ-ଚାଇନା ଆଲୋଚନା

ନୂଆଦିଲ୍ଲୀ: ସୀମାରେ ଚାଲିଥିବା ବିବାଦର ସମାଧାନ ପାଇଁ ପୁଣିଥରେ ଭାରତ ଓ ଚାଇନା ମଧ୍ୟରେ ଆଲୋଚନା ହେବ। ଆସନ୍ତା ୧୨ ତାରିଖରେ ଦୁଇ ଦେଶ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ବୈଠକ ବସିବ। ଏଥିସରେ ଏଲଏସିରେ ଚାଲିଥିବା ବିବାଦର ସମାଧାନ ପାଇଁ ବିସ୍ତୃତ ଭାବେ ଆଲୋଚନା ହେବ। ଏହି ଉଚ୍ଚସ୍ତରୀୟ ବୈଠକ ପୂର୍ବ ଲଦାଖ ସେକ୍ଟରରେ ଅନୁଷ୍ଠିତ ହେବ। ପୂର୍ବରୁ ସୀମାରେ ଚାଲିଥିବା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ୬ଥର କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହୋଇଛି। କିନ୍ତୁ […]

h

h

Hemant Lenka
  • Published: Sunday, 04 October 2020
  • Updated: 04 October 2020, 04:48 PM IST

Sports

Latest News

ନୂଆଦିଲ୍ଲୀ: ସୀମାରେ ଚାଲିଥିବା ବିବାଦର ସମାଧାନ ପାଇଁ ପୁଣିଥରେ ଭାରତ ଓ ଚାଇନା ମଧ୍ୟରେ ଆଲୋଚନା ହେବ। ଆସନ୍ତା ୧୨ ତାରିଖରେ ଦୁଇ ଦେଶ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ବୈଠକ ବସିବ। ଏଥିସରେ ଏଲଏସିରେ ଚାଲିଥିବା ବିବାଦର ସମାଧାନ ପାଇଁ ବିସ୍ତୃତ ଭାବେ ଆଲୋଚନା ହେବ।

ଏହି ଉଚ୍ଚସ୍ତରୀୟ ବୈଠକ ପୂର୍ବ ଲଦାଖ ସେକ୍ଟରରେ ଅନୁଷ୍ଠିତ ହେବ। ପୂର୍ବରୁ ସୀମାରେ ଚାଲିଥିବା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ୬ଥର କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହୋଇଛି। କିନ୍ତୁ ଏଯାଏ କୌଣସି ପ୍ରକାରର ସମାଧାନ ବାହାରି ପାରନାହିଁ।

ଲଦାଖ ବିବାଦକୁ ନେଇ ଶେଷଥର ପାଇଁ ସେପ୍ଟେମ୍ବର ୨୧ରେ ଦୁଇ ଦେଶ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ବୈଠକ ବସିଥିଲା। ଦୀର୍ଘ ୧୩ ଘଣ୍ଟା ଧରି ଉଭୟ ଦେଶ ଆଲୋଚନା କରିଥିଲେ ହେଁ କୌଣସି ଫଳ ବାହାରି ପାରି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story