ଭାରତ ବିରୋଧରେ ମୁସଲିମ୍‌ଙ୍କୁ ପ୍ରବର୍ତ୍ତାଇଲେ ଇମ୍ରାନ୍‌

ଇସ୍‌ଲାମାବାଦ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶୁକ୍ରବାର ପାକିସ୍ତାନ ଅଧିକୃତ କଶ୍ମୀରର ମୁଜାଫରବାଦ୍‌ଠାରେ ଭାରତ ବିରୋଧରେ ମୁସଲିମ୍‌ ସମ୍ପ୍ରଦାୟଙ୍କୁ ଉସକାଇଛନ୍ତି। ଇମ୍ରାନ୍‌ ଚେତାବନୀ ଦେଇଛନ୍ତି, କଶ୍ମୀରରେ ଭାରତର ପଦକ୍ଷେପ ଭାରତୀୟ ମୁସଲିମ୍‌ଙ୍କ ମନରେ ବିଶ୍ୱାସ ଜନ୍ମାଇବ ଯେ ସେମାନେ ଦେଶର ନାଗରିକ ନୁହନ୍ତି। ଏହା ଫଳରେ ସେମାନେ ଚରମ ପନ୍ଥା ଅବଲମ୍ବନ କରିବେ ବୋଲି ଇମ୍ରାନ ଧମକାଇଛନ୍ତି। ସେ ଏହି ଅବସରରେ କହିଥିଲେ, ମୁଁ କଶ୍ମୀର ପାଇଁ ଏଭଳି ପକ୍ଷ ନେବି ଯେ ଆଗରୁ କେହି ନେଇନଥିବେ। […]

imran khan(2)

imran khan(2)

Subrat Kumar Nayak
  • Published: Friday, 13 September 2019
  • Updated: 13 September 2019, 09:24 PM IST

Sports

Latest News

ଇସ୍‌ଲାମାବାଦ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶୁକ୍ରବାର ପାକିସ୍ତାନ ଅଧିକୃତ କଶ୍ମୀରର ମୁଜାଫରବାଦ୍‌ଠାରେ ଭାରତ ବିରୋଧରେ ମୁସଲିମ୍‌ ସମ୍ପ୍ରଦାୟଙ୍କୁ ଉସକାଇଛନ୍ତି। ଇମ୍ରାନ୍‌ ଚେତାବନୀ ଦେଇଛନ୍ତି, କଶ୍ମୀରରେ ଭାରତର ପଦକ୍ଷେପ ଭାରତୀୟ ମୁସଲିମ୍‌ଙ୍କ ମନରେ ବିଶ୍ୱାସ ଜନ୍ମାଇବ ଯେ ସେମାନେ ଦେଶର ନାଗରିକ ନୁହନ୍ତି। ଏହା ଫଳରେ ସେମାନେ ଚରମ ପନ୍ଥା ଅବଲମ୍ବନ କରିବେ ବୋଲି ଇମ୍ରାନ ଧମକାଇଛନ୍ତି।

ସେ ଏହି ଅବସରରେ କହିଥିଲେ, ମୁଁ କଶ୍ମୀର ପାଇଁ ଏଭଳି ପକ୍ଷ ନେବି ଯେ ଆଗରୁ କେହି ନେଇନଥିବେ। ସେ ନିଜକୁବିଶ୍ୱସ୍ତରରେ ସେ କଶ୍ମୀରର ଆମ୍ବାସଡର ଦର୍ଶାଇ କହିଥିଲେ, “ମୁଁ ନିଷ୍ପତ୍ତି ନେଇଛି ମୁଁ ବିଶ୍ୱସ୍ତରରେ କଶ୍ମୀରର ଆମ୍ବାସଡର ହେବି। ମୁଁ ପାକିସ୍ତାନୀ, ଜଣେ ମୁସଲିମ୍‌ ଏବଂ ଜଣେ ମଣିଷ। କଶ୍ମୀର ପ୍ରସଙ୍ଗ ମାନବାଧିକାରର ପ୍ରସଙ୍ଗ।”

କଶ୍ମୀରରେ ଯୋଗାଯୋଗ ବିଚ୍ଛିନ୍ନ ହେବାକୁ ନେଇ ସେ କହିଥିଲେ, ଗତ ୪୦ ଦିନ ଧରି ଆମ ଭାଇ, ଭଉଣୀ ଏବଂ ପିଲାମାନେ କର୍ଫ୍ୟୁ ଅଧୀନରେ ଜୀବନ କାଟୁଛନ୍ତି। ଆସନ୍ତା ସପ୍ତାହରେ ସେ ଜାତିସଂଘର ସାଧାରଣ ଅଧିବେଶନରେ ଭାଷଣ ଦେବା କଥା କହିବା ସହ କଶ୍ମୀରବାସୀଙ୍କୁ ନିରାଶ କରିବେ ନାହିଁ ବୋଲି କହିଥିଲେ।

ସେ ମୁସଲିମ୍‌ମାନଙ୍କୁ ଉସକାଇବା ପାଇଁ କହିଥିଲେ, “ଭାରତୀୟ ସେନାର ବର୍ବରତା ଉଗ୍ରବାଦକୁ ଇନ୍ଧନ ଯୋଗାଇବ। ବର୍ବରତା ଯେତେବେଳେ ସୀମା ଲଂଘନ କରେ, ନିର୍ଯାତିତ ହେବା ବଦଳରେ ପ୍ରତି ବ୍ୟକ୍ତି ମରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। କଶ୍ମିରୀଙ୍କୁ ଭାରତ ଯେଭଳି ବନ୍ଦୀ କରି ରଖିଛି, ତାହା ଚରମପନ୍ଥାକୁ ଉସକାଉଛି। କଶ୍ମୀରରେ ଭାରତର କାର୍ଯ୍ୟାନୁଷ୍ଠାନ ଦର୍ଶାଉଛି ଭାରତରେ ମୁସଲିମ୍‌ଙ୍କର କୌଣସି ସ୍ଥାନ ନାହିଁ।”

ଭାରତର କାର୍ଯ୍ୟାନୁଷ୍ଠାନ କୁଆଡ଼େ ମୁସଲିମ୍‌ ବହୁଳ ଦେଶମାନଙ୍କରେ ମଧ୍ୟ ଚରମପନ୍ଥାକୁ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି। ପାକିସ୍ତାନୀମାନେ ଏଲ୍‌ଓସିମୁହାଁ ହେଉଥିବା କଥା ସ୍ୱୀକାର କରି ସେ କହିଥିଲେ, ଏଲ୍‌ଓସି ଆଡ଼କୁ ଯାଅନାହିଁ। ମୁଁ ପ୍ରଥମେ ଜାତିସଂଘ ସୁରକ୍ଷା ପରିଷଦ ଯିବି ଏବଂ ବିଶ୍ୱକୁ କଶ୍ମୀର ବାବଦରେ ଜଣାଇବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story