ବିନା ବାପାରେ ପିଲା: ଭାରତରେ ପ୍ରଥମ

ଚେନ୍ନାଇ: ଭାରତକୁ ମିଳିବାକୁ ଯାଉଛି ପ୍ରଥମ ‘ବିନା ବାପରେ ପିଲା’। ଯାହାର ସାର୍ଟିଫିକେଟ୍‌ରେ ଲେଖାଯିବ: ‘ଚାଇଲ୍‌ଡ୍‌ ଉଇଦାଉଟ୍‌ ଏ ଫାଦର’। ମାଡ୍ରାସ୍‌ ହାଇକୋର୍ଟରୁ ଦିଆଯାଇଥିବା ଆଦେଶ ପରେ ପିଲାର ସାର୍ଟିଫିକେଟ୍‌ରେ ବାପର ନାଁ ଥିବା କଲମ୍‌କୁ ଖାଲି ରଖାଯାଇଛି। ମଥୁମିଥା ରମେଶ ନାମକ ଜଣେ ମହିଳା ଏଥିପାଇଁ ଆଇନଗତ ଲଢେଇ ଲଢିଛନ୍ତି। ସେ ତାଙ୍କ ଝିଅ ତୱିଶି ପେରାରାଙ୍କ ଜନ୍ମପ୍ରମାଣପତ୍ରରେ ବାପାର ପରିଚୟ ଦେବାକୁ ଥିବା ସ୍ଥାନ ଖାଲି ରଖିବା ପାଇଁ ଦୁଇ ପର୍ଯ୍ୟାୟରେ କୋର୍ଟରେ ଲଢିଛନ୍ତି। […]

044

044

Rakesh Mallick
  • Published: Monday, 21 May 2018
  • Updated: 21 May 2018, 01:30 PM IST

Sports

Latest News

ଚେନ୍ନାଇ: ଭାରତକୁ ମିଳିବାକୁ ଯାଉଛି ପ୍ରଥମ ‘ବିନା ବାପରେ ପିଲା’। ଯାହାର ସାର୍ଟିଫିକେଟ୍‌ରେ ଲେଖାଯିବ: ‘ଚାଇଲ୍‌ଡ୍‌ ଉଇଦାଉଟ୍‌ ଏ ଫାଦର’। ମାଡ୍ରାସ୍‌ ହାଇକୋର୍ଟରୁ ଦିଆଯାଇଥିବା ଆଦେଶ ପରେ ପିଲାର ସାର୍ଟିଫିକେଟ୍‌ରେ ବାପର ନାଁ ଥିବା କଲମ୍‌କୁ ଖାଲି ରଖାଯାଇଛି। ମଥୁମିଥା ରମେଶ ନାମକ ଜଣେ ମହିଳା ଏଥିପାଇଁ ଆଇନଗତ ଲଢେଇ ଲଢିଛନ୍ତି। ସେ ତାଙ୍କ ଝିଅ ତୱିଶି ପେରାରାଙ୍କ ଜନ୍ମପ୍ରମାଣପତ୍ରରେ ବାପାର ପରିଚୟ ଦେବାକୁ ଥିବା ସ୍ଥାନ ଖାଲି ରଖିବା ପାଇଁ ଦୁଇ ପର୍ଯ୍ୟାୟରେ କୋର୍ଟରେ ଲଢିଛନ୍ତି।

ମଥୁମିଥା ପାରସ୍ପରିକ ସହମତି କ୍ରମେ ସ୍ୱାମୀ ଚରଣ ରାଜଙ୍କଠାରୁ ଛାଡପତ୍ର ନେଇଥିଲେ। ତୱିଶିଙ୍କ ଜନ୍ମ ୨୦୧୭ ଏପ୍ରିଲ ମାସରେ ଇଣ୍ଟ୍ରାୟୁଟରିନ୍ ଫର୍ଟିଲିଟି ଟ୍ରିଟମେଣ୍ଟ୍ (ଆଇୟୁଆଇ)ମାଧ୍ୟମରେ ଜଣେ ସ୍ପର୍ମ ଡୋନରଙ୍କ ସହାୟତାରେ ହୋଇଥିଲା।

ଚିକିତ୍ସା ସମୟରେ ମଥୁମିଥାଙ୍କୁ ମନୀଷ ମଦନପାଲ ମୀନା ନାମକ ଜଣେ ବ୍ୟକ୍ତି ସାହାଯ୍ୟ କରୁଥିଲେ। ତେଣୁ ତ୍ରିଚି କର୍ପୋରେସନ କମିସନ୍‌ ପିଲାର ବାପା ସ୍ଥାନରେ ମୀନାଙ୍କ ନାଁ ଉଲ୍ଲେଖ କରି ଜନ୍ମ ପ୍ରମାଣପତ୍ର ପାଇଁ ଆବେଦନ କରି ଦେଇଥିଲେ। ମଥୁମିଥା ଯେତେବେଳେ ଏକଥା ଜାଣିଲେ ତାଙ୍କୁ ଆଦୌ ପସନ୍ଦ ଆସିଲା ନାହିଁ ଏବଂ ସେ ବାପା ସ୍ଥାନରୁ ମୀନାଙ୍କ ନାଁ ହଟାଇବାକୁ କର୍ତ୍ତୁପକ୍ଷଙ୍କୁ କହିଲେ। କର୍ତ୍ତୁପକ୍ଷ ଏକଥାକୁ ସଫାସଫା ମନା କରିଦେଲେ। କୌଣସି ନାଁ ହଟାଯାଇ ପାରିବନାହିଁ ବୋଲି କହିଥିଲେ। ଯଦି ନାଁରେ କୌଣସି ସଂଶୋଧନ କରିବାର ଅଛି ତେବେ ସେ କରିଦେବେ ବୋଲି କହିଥିଲେ। ଫଳରେ ୪ ଡିସେମ୍ବର ୨୦୧୭ରେ ମଥୁମିଥା ନିଜର ଦାବି ପୂରଣ କରିବା ପାଇଁ ହାଇକୋର୍ଟର ଦ୍ୱାରସ୍ତ ହେଲେ। ଏବଂ ଜନ୍ମ ପ୍ରମାଣପତ୍ରରେ ପରିବର୍ତ୍ତନ ଆଣିବାକୁ ନିବେଦନ କଲେ। କିନ୍ତୁ କୌଣସି ପ୍ରକାରର ଫାଇଦା ହେଲାନି। ରାଜସ୍ୱ ଅଧିକାରୀଙ୍କୁ କରିଥିବା ଆବେଦନ ଖାରଜ ହୋଇଗଲା। କେବଳ ଜନ୍ମ ଏବଂ ମୃତ୍ୟୁର ରେଜିଷ୍ଟ୍ରାର ହିଁ  ଏହି ମାମଲାର ସମାଧାନ କରିପାରିବେ ବୋଲି କହି କର୍ତ୍ତୃପକ୍ଷ ପଲଟିଗଲେ। ତଥାପି ମଥୁମିଥା ହାର ମାନିଲେ ନାହିଁ। ସେ ପୁଣି ଦ୍ୱିତୀୟ ଥରେ ଅଦାଲତରେ ଆବେଦନ କଲେ। ଯେଉଁଠି ତାଙ୍କ ଓକିଲ ମୀନାଙ୍କ ନାଁ ସାର୍ଟିଫିକେଟ୍‌ରେ ଭୁଲ୍‌ବଶତଃ ରହିଯାଇଛି ବୋଲି ଯୁକ୍ତି ବାଢ଼ିଲେ।

ମଜାର କଥା ହେଲା, ମଥୁମିଥାଙ୍କର ପୂର୍ବତନ ସ୍ୱାମୀ ଚରଣ ରାଜ ଏବଂ ମୀନା ପୃଥକ୍‌ ପୃଥକ୍‌ ସତ୍ୟପାଠ ଦାଖଲ କରି ଦର୍ଶାଇ ଥିଲେ କି, ସେମାନଙ୍କ ମଧ୍ୟରୁ କେହି ସେ ପିଲାଟିର ବାପା ନୁହଁନ୍ତି। ଯାହାକୁ ଭିତ୍ତିକରି ହାଇକୋର୍ଟ ଜଷ୍ଟିସ୍‌ ଏମ୍‌ଏସ୍‌ ରମେଶ ମଥୁମିଥାଙ୍କ କଥାକୁ ସ୍ୱୀକାର କରିଥିଲେ।

ଇଣ୍ଟ୍ରାୟୁଟରିନ୍ ଫର୍ଟିଲିଟି ଟ୍ରିଟମେଣ୍ଟ୍ ଜରିଆରେ ଜଣେ ସିମେନ୍ ଡୋନରଙ୍କ ସହାୟତାରେ ଅନ୍ତଃସତ୍ତ୍ୱା ହେବା ଜାଣିବା ପରେ ଜଷ୍ଟିସ୍ ଏମ୍ଏସ୍ ରମେଶ ମଥୁମିଥାଙ୍କ ଦାବି ମଞ୍ଜୁର କରିଥିଲେ। ଜଷ୍ଟିସ୍ ରମେଶ ଏ କଥା ବର୍ଣ୍ଣନା କରିବା ସହ ତ୍ରିଚି କର୍ପୋରେସନ୍ ହେଲଥ୍ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ବାପାଙ୍କ ନାଁ ପାଇଁ ଉଦ୍ଦିଷ୍ଟ ସ୍ଥାନରୁ ମୀନାଙ୍କ ନାମ କାଟି ଦିଆଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story