ରୁଦ୍ରମ-୧ର ସଫଳ ପରୀକ୍ଷଣ: ଶତ୍ରୁର ରାଡାରକୁ ବି କରିଦେବ ଧ୍ୱଂସ

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ। ଶତ୍ରୁର ରାଡାରକୁ ଧ୍ୱଂସ କରିପାରୁଥିବା ମିସାଇଲ ରୁଦ୍ରମ-୧ର ସଫଳ ପରୀକ୍ଷଣ କରିଛି ଭାରତ। ଆଜି ଯୁଦ୍ଧ ବିମାନ ସୁଖୋଇ-୩୦ରୁ ରୁଦ୍ରମ-୧ ଆଣ୍ଟି ରେଡିଏସନ କ୍ଷେପଣାସ୍ତ୍ରକୁ ସଫଳତାର ସହ ଡିଆରଡିଓ ପରୀକ୍ଷଣ କରିଛି। ଏହା ବାୟୁସେନାର ଶକ୍ତିବୃଦ୍ଧି କରିବା ସହ ଆକାଶପଥରେ ସେନାକୁ ଆହୁରି ମଜଭୁତ କରିବ। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରଥମଥର ପାଇଁ ଡିଆରଡିଓ ଆଣ୍ଟି ରେଡିଏସନ ମିସାଇଲ ନିର୍ମାଣ କରିଛି। ଶବ୍ଦଠାରୁ ଅଧିକ ଦୁଇଗୁଣ ବେଗରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ ହୋଇପାରିବ। […]

cc

cc

Hemant Lenka
  • Published: Friday, 09 October 2020
  • Updated: 09 October 2020, 07:03 PM IST

Sports

Latest News

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ। ଶତ୍ରୁର ରାଡାରକୁ ଧ୍ୱଂସ କରିପାରୁଥିବା ମିସାଇଲ ରୁଦ୍ରମ-୧ର ସଫଳ ପରୀକ୍ଷଣ କରିଛି ଭାରତ। ଆଜି ଯୁଦ୍ଧ ବିମାନ ସୁଖୋଇ-୩୦ରୁ ରୁଦ୍ରମ-୧ ଆଣ୍ଟି ରେଡିଏସନ କ୍ଷେପଣାସ୍ତ୍ରକୁ ସଫଳତାର ସହ ଡିଆରଡିଓ ପରୀକ୍ଷଣ କରିଛି। ଏହା ବାୟୁସେନାର ଶକ୍ତିବୃଦ୍ଧି କରିବା ସହ ଆକାଶପଥରେ ସେନାକୁ ଆହୁରି ମଜଭୁତ କରିବ। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରଥମଥର ପାଇଁ ଡିଆରଡିଓ ଆଣ୍ଟି ରେଡିଏସନ ମିସାଇଲ ନିର୍ମାଣ କରିଛି।

ଶବ୍ଦଠାରୁ ଅଧିକ ଦୁଇଗୁଣ ବେଗରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ ହୋଇପାରିବ। ନୂଆ ପିଢ଼ିର ଏହି ରେଡିଏସନ ମିସାଇଲ ରୁଦ୍ରମ-୧ର ଲକ୍ଷ୍ୟଭେଦ କ୍ଷମତା ୧୦୦ରୁ ୨୦୦ କିମି। ଏହାକୁ ଆଜି ସକାଳ ୧୧.୧୫ରେ ଏହାକୁ ଓଡ଼ିଶା ଉପକୂଳ ବାଲେଶ୍ୱରରେ ସୁଖୋଇ ଯୁଦ୍ଧ ବିମାନରୁ ପରୀକ୍ଷା କରାଯାଇଥିଲା।

ଏହା ଭାରତରେ ନିର୍ମିତ ପ୍ରଥମ ମିସାଇଲ, ଯାହାକୁ ଯେକୌଣସି ଉଚ୍ଚତାରୁ ବେଶ ଆରାମରେ ନିକ୍ଷେପ କରାଯାଇପାରିବ। ରୁଦ୍ରମ-୧ ମିସାଇଲ ସବୁ ପ୍ରକାରର ସଙ୍କେତ ଓ ରେଡିଏସନକୁ ଧରିବାରେ ସକ୍ଷମ। ଏହି ମିସାଇଲ ଦ୍ୱାରା ଶତ୍ରୁ ପକ୍ଷର ରାଡାରକୁ ମଧ୍ୟ ଧ୍ୱଂସ କରାଯାଇ ପାରିବ। ଏଥିରେ ଆଇଏନଏସ୍‌-ଜିପିଏସ୍‌ ନାଭିଗେସନ ରହିଛି। ଏହାଦ୍ୱାରା ମିସାଇଲ ଟାର୍ଗେଟ କରିଥିବା ବସ୍ତୁକୁ ଠାବ କରି ଏହାକୁ ଧ୍ୱଂସ କରିପାରିବ।

ରୁଦ୍ରମ-୧ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story