ସାନିଟାଇଜର ଫାର୍ମରେ ଭୟଙ୍କର ନିଆଁ: ଗଲାଣି ୧୮ ଜଣଙ୍କ ଜୀବନ

ପୁଣେ: ମହାରାଷ୍ଟ୍ରର ପୁଣେରେ ଥିବା ଗୋଟିଏ କେମିକାଲ ଫ୍ୟାକ୍ଟ୍ରୀରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ମୁଲଶି ତାଲୁକାରେ ଥିବା ଏହି ପ୍ୟାକ୍ଟ୍ରୀର ସାନିଟାଇଜର ତିଆରି ୟୁନିଟରେ ନିଆଁ ଲାଗି ଏପରି ଅଘଟଣ ଘଟିଛି। ଅଗ୍ନିକାଣ୍ଡ ବେଳେ ଫ୍ୟାକ୍ଟ୍ରୀ ମଧ୍ୟରେ ପ୍ରାୟ ୩୭ ଜଣ ଶ୍ରମିକ ରହିଥିଲେ। SVS Aqua Technologies ଫାର୍ମାରେ ଏହି ନିଆଁ ଲାଗିଛି। ସୂଚନା ଅନୁସାରେ, ଅଗ୍ନିକାଣ୍ଡ […]

Fire

Fire

Hemant Lenka
  • Published: Monday, 07 June 2021
  • Updated: 07 June 2021, 09:12 PM IST

Sports

Latest News

ପୁଣେ: ମହାରାଷ୍ଟ୍ରର ପୁଣେରେ ଥିବା ଗୋଟିଏ କେମିକାଲ ଫ୍ୟାକ୍ଟ୍ରୀରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ମୁଲଶି ତାଲୁକାରେ ଥିବା ଏହି ପ୍ୟାକ୍ଟ୍ରୀର ସାନିଟାଇଜର ତିଆରି ୟୁନିଟରେ ନିଆଁ ଲାଗି ଏପରି ଅଘଟଣ ଘଟିଛି।

ଅଗ୍ନିକାଣ୍ଡ ବେଳେ ଫ୍ୟାକ୍ଟ୍ରୀ ମଧ୍ୟରେ ପ୍ରାୟ ୩୭ ଜଣ ଶ୍ରମିକ ରହିଥିଲେ। SVS Aqua Technologies ଫାର୍ମାରେ ଏହି ନିଆଁ ଲାଗିଛି। ସୂଚନା ଅନୁସାରେ, ଅଗ୍ନିକାଣ୍ଡ ସମ୍ପର୍କରେ ଖବର ମିଳିବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସେମାନେ ଫ୍ୟାକ୍ଟ୍ରୀରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଥିଲେ।

ପ୍ରଥମେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୭ ଜଣଙ୍କ ଶବ ମିଳିଥିଲା। ନିଆଁ ଆୟତ୍ତ ହେବା ପରେ ଆଉ ୧୦ ଜଣଙ୍କ ଶବ ମିଳିଛି। ସେହିପରି ଉଦ୍ଧାର ହୋଇଥିବା ୨୦ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି।

ଅଗ୍ନିଶମ ବାହିନୀର ୬ ଟି ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏବେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ କୁଲିଂ ପ୍ରୋସେସ ଜାରି ରହିଛି। ପ୍ୟାକେଜିଂ ସେକସନଟି ନିଆଁ ଲାଗିବା ଯୋଗୁ  ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ କ୍ଷତି ପୂରଣ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story