ବିଶ୍ୱସ୍ତରୀୟ ପୁରସ୍କାର ଦୌଡ଼ରେ ୨ ଭାରତୀୟ ଶିକ୍ଷକ ଓ ୪ ଶିକ୍ଷାର୍ଥୀ

ନୂଆଦିଲ୍ଲୀ: ଚଳିତ ବର୍ଷର ସମ୍ମାନୀୟ ବିଶ୍ୱ ଶିକ୍ଷକ ପୁରସ୍କାର ଦୌଡ଼ରେ ରହିଛନ୍ତି ଦୁଇ ଭାରତୀୟ। ପୁରସ୍କାର ପାଇବା ଦୌଡ଼ରେ ଥିବା ଦୁଇ ଭାରତୀୟ ଶିକ୍ଷକ ହେଲେ ସତ୍ୟମ ମିଶ୍ରା ଓ ମେଘନା ମୁସୁନୁରି। ସତ୍ୟମ ବିହାରର ଭାଘଲପୁରରେ ଗଣିତ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ମେଘନା ହାଇଦ୍ରାବାଦରେ ସାମାଜିକ ବିଜ୍ଞାନ, ଇଂରାଜୀ ଓ ଗଣତି ପିଲାଙ୍କୁ ପଢ଼ାଉଛନ୍ତି। ଗ୍ଲୋବାଲ ଶିକ୍ଷକ ପୁରସ୍କାର ବାବଦରେ ବିଜେତାଙ୍କୁ ୧ ମିଲୟନ ଡଲାର ମିଳିବ। ପ୍ରତିବର୍ଷ Varkey Foundation ପକ୍ଷରୁ […]

Teacher

Teacher

Hemant Lenka
  • Published: Thursday, 09 September 2021
  • Updated: 09 September 2021, 07:07 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷର ସମ୍ମାନୀୟ ବିଶ୍ୱ ଶିକ୍ଷକ ପୁରସ୍କାର ଦୌଡ଼ରେ ରହିଛନ୍ତି ଦୁଇ ଭାରତୀୟ। ପୁରସ୍କାର ପାଇବା ଦୌଡ଼ରେ ଥିବା ଦୁଇ ଭାରତୀୟ ଶିକ୍ଷକ ହେଲେ ସତ୍ୟମ ମିଶ୍ରା ଓ ମେଘନା ମୁସୁନୁରି। ସତ୍ୟମ ବିହାରର ଭାଘଲପୁରରେ ଗଣିତ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ମେଘନା ହାଇଦ୍ରାବାଦରେ ସାମାଜିକ ବିଜ୍ଞାନ, ଇଂରାଜୀ ଓ ଗଣତି ପିଲାଙ୍କୁ ପଢ଼ାଉଛନ୍ତି।

ଗ୍ଲୋବାଲ ଶିକ୍ଷକ ପୁରସ୍କାର ବାବଦରେ ବିଜେତାଙ୍କୁ ୧ ମିଲୟନ ଡଲାର ମିଳିବ। ପ୍ରତିବର୍ଷ Varkey Foundation ପକ୍ଷରୁ ୟୁନେସ୍କୋ ସହ ମିଶି ଏହି ପୁରସ୍କାର ପର୍ବ ଆୟୋଜନ କରାଯାଉଛି। ଏହି ପୁରସ୍କାର ପାଇଁ ୧୨୧ଟି ଦେଶରୁ ୮ ହଜାର ଆବେଦନ ଆସିଥିଲା।

ବିଶେଷଜ୍ଞ ଟିମ୍‌ ସବୁ ବିଷୟରେ ଯାଞ୍ଚ କରି ବର୍ତ୍ତମାନ ସୁଦ୍ଧା ଟପ୍‌ ୫୦ ଶିକ୍ଷକଙ୍କୁ ପୁରସ୍କାର ଦାବିଦାର ଭାବେ ବିବେଚନା କରିଛନ୍ତି। ଏହି ଟପ୍‌ ୫୦ରେ ଭାରତର ମେଘନା ଓ ସତ୍ୟମ ଅଛନ୍ତି। ତେଣୁ ସେମାନଙ୍କୁ ବି ଏହି ପୁରସ୍କାର ଜିତ ପାରନ୍ତି।

[caption id="" align="aligncenter" width="736"] ବାମରୁ ସୀମା ଓ ଆୟୂଷ[/caption]

ଚଳିତ ବର୍ଷ ସଂସ୍ଥା ପକ୍ଷରୁ Chegg.Org Global ଶିକ୍ଷାର୍ଥୀ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଏହି ପୁରସ୍କାର ଦୌଡ଼ରେ ଭାରତର ୪ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଟପ୍‌ ୫୦ରେ ଏମାନଙ୍କ ନାଁ ରହିଛି। ସ୍ଥାନ ପାଇଥିବା ୪ ଭାରତୀୟ ଶିକ୍ଷାର୍ଥୀ ହେଲେ ଜାମିଆ ମିଲିଆ ଇସଲାମିଆର ୨୧ ବର୍ଷୀୟ କୈଫ ଅଲୀ, ଆଇଆଇଏମ ଅହମଦାବାଦର ୨୩ ବର୍ଷୀୟ ଆୟୂଷ ଗୁପ୍ତା, ଝାରଖଣ୍ଡର ୧୭ ବର୍ଷୀୟ ସୀମା ଗୁପ୍ତା ଓ ହରିଆଣା କେନ୍ଦ୍ରୀୟ ବିଦ୍ୟାଳୟର ୨୪ ବର୍ଷୀୟ ବିପିନ କୁମାର ଶର୍ମା। ଏହି ପୁରସ୍କାର ପାଇଁ ୯୪ଟି ଦେଶର ୩,୫୦୦ରୁ ଅଧିକ ଆବେଦନ ପତ୍ର ଆସିଥିଲା। ବିଜେତାଙ୍କୁ ୧୦୦,୦୦୦ ଡଲାର ମିଳିବ।

[caption id="" align="aligncenter" width="1128"] ବାମରୁ ବିପିନ ଓ କୈଫ୍‌ ଅଲୀ[/caption]

ସୂଚନାଯୋଗ୍ୟ, ଗତବର୍ଷ ଭାରତର ରଞ୍ଜିତସିହ୍ନା ଦିସାଲେ ଗ୍ଲୋବାଲ ଶିକ୍ଷକ ପୁରସ୍କାର ଜିତିଥିଲେ। ସେ ମହାରାଷ୍ଟ୍ରର ପରିତେୱାଡିର ଗୋଟିଏ ସରକାରୀ ସ୍କୁଲରେ ଶିକ୍ଷକତା କରନ୍ତି। ସେ ପୁରସ୍କାର ଜିତି କେବଳ ଇତିହାସ ସୃଷ୍ଟି କରି ନଥିଲେ ବରଂ ଗ୍ଲୋବାଲ ଶିକ୍ଷକ ପୁରସ୍କାର ପାଇବା ପାଇଁ ଟପ୍‌ ୧୦ରେ ଥିବା ପ୍ରତିଯୋଗୀମାନଙ୍କୁ ନିଜ ବିଜୟ ରାଶି ୭.୪ କୋଟିରୁ ଅଧା ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏହାଦ୍ୱାରା ସେମାନେ ଶିକ୍ଷାର ବିକାଶ ପାଇଁ ଅଧିକ ପରିଶ୍ରମ କରିପାରିବେ ବୋଲି ରଞ୍ଜିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story