ସ୍କୁଲ ଖୋଲିବାର ପ୍ରଥମ ଦିନରେ ୩୨ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ

ଶ୍ରୀନଗର: ସ୍କୁଲ ଖୋଲିବା ମାତ୍ରେ ବ୍ୟାପିଛି ମହାମାରୀ କରୋନା। ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ଥାନାମଣ୍ଡି ଅଞ୍ଚଳରେ ଥିବା ଗୋଟିଏ ଘରୋଇ ସ୍କୁଲରେ ଏକାଥରକେ ୩୨ ଜଣ ପିଲାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମହାମାରୀ କରୋନା ପାଇଁ ଜମ୍ମୁ-କଶ୍ମୀରରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ତେବେ ସଂକ୍ରମଣ ହ୍ରାସ ପାଇବାରୁ ଆଜି ଶିକ୍ଷାନୁଷ୍ଠାନ ଖୋଲିଥିଲା। ପ୍ରଥମ ଦିନରେ ସ୍ୱାସ୍ଥ୍ୟ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ପିଲାମାନଙ୍କର କରୋନା ଟେଷ୍ଟ କରିଛନ୍ତି। ଏହି ସମୟରେ ଥାନାମଣ୍ଡିରେ ଥିବା […]

school

school

Hemant Lenka
  • Published: Monday, 27 September 2021
  • Updated: 27 September 2021, 09:35 PM IST

Sports

Latest News

ଶ୍ରୀନଗର: ସ୍କୁଲ ଖୋଲିବା ମାତ୍ରେ ବ୍ୟାପିଛି ମହାମାରୀ କରୋନା। ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ଥାନାମଣ୍ଡି ଅଞ୍ଚଳରେ ଥିବା ଗୋଟିଏ ଘରୋଇ ସ୍କୁଲରେ ଏକାଥରକେ ୩୨ ଜଣ ପିଲାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମହାମାରୀ କରୋନା ପାଇଁ ଜମ୍ମୁ-କଶ୍ମୀରରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା।

ତେବେ ସଂକ୍ରମଣ ହ୍ରାସ ପାଇବାରୁ ଆଜି ଶିକ୍ଷାନୁଷ୍ଠାନ ଖୋଲିଥିଲା। ପ୍ରଥମ ଦିନରେ ସ୍ୱାସ୍ଥ୍ୟ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ପିଲାମାନଙ୍କର କରୋନା ଟେଷ୍ଟ କରିଛନ୍ତି। ଏହି ସମୟରେ ଥାନାମଣ୍ଡିରେ ଥିବା ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନର ୩୨ ଜଣ ପିଲା କରୋନାରେ ଆକ୍ରାନ୍ତ ଥିବା ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଶିକ୍ଷାର୍ଥୀମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି। ସେହିପରି ଘରୋଇ ଶିକ୍ଷାନୁଷ୍ଠାନକୁ ସାନିଟାଇଜ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ପ୍ରଶାସନ ଉକ୍ତ ଅନୁଷ୍ଠାନକୁ ବନ୍ଦ ଘୋଷଣା କରିଛି। ରଜୌରୀର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଆଜି ସ୍କୁଲ ଆସିଥିବା ପିଲାମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା।

ଏହି ସମୟରେ ୩୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସମସ୍ତେ ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ବେଳେ ଥାନାମଣ୍ଡିର ବିଭିନ୍ନ ଗାଁରେ ଏମାନଙ୍କ ଘର। ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସମସ୍ତଙ୍କୁ କରୋନା କେୟାର ୟୁନିଟକୁ ସ୍ଥାନନ୍ତର କରାଯାଇଛି।

ପିଲାମାନେ ରହୁଥିବା ଗାଁ ଗୁଡ଼ିକରେ ମଧ୍ୟ ଟେଷ୍ଟିଂ ଆରମ୍ଭ ହୋଇଛି। ଗୋଷ୍ଠୀ ସଂକ୍ରମଣ ଯେମିତି ନ ହେବ, ସେଥିପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story