ମାର୍ଚ୍ଚରୁ ତୃତୀୟ ପର୍ଯ୍ୟାୟ ଟିକାକରଣ, ୨୭ କୋଟି ଲୋକ ନେବେ ଟିକା

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଦେଶରେ ଥିବା ୫୦ ବର୍ଷରୁ ଅଧିକ ବୟସ୍କ ଲୋକ ଓ ବହୁବିଧ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନଙ୍କୁ କରୋନା ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ କରାଯାଉଥିବା ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ଲୋକସଭାକୁ ଅବଗତ କରାଇଛନ୍ତି। ଗୃହର ପ୍ରଶ୍ନକାଳରେ ଉତ୍ତର ଦେଇ […]

ccccccc

ccccccc

Hemant Lenka
  • Published: Friday, 05 February 2021
  • Updated: 05 February 2021, 09:53 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଦେଶରେ ଥିବା ୫୦ ବର୍ଷରୁ ଅଧିକ ବୟସ୍କ ଲୋକ ଓ ବହୁବିଧ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନଙ୍କୁ କରୋନା ଟିକା ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ କରାଯାଉଥିବା ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ଲୋକସଭାକୁ ଅବଗତ କରାଇଛନ୍ତି। ଗୃହର ପ୍ରଶ୍ନକାଳରେ ଉତ୍ତର ଦେଇ ସେ କହିଛନ୍ତି, ଜାନୁଆରୀ ୧୬ରୁ ଦେଶରେ କରୋନା ବିରୋଧୀ ଟିକାକରଣ ଆରମ୍ଭ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଦ୍ୱିତୀୟ ପର୍ଯ୍ୟାୟରେ ସମାନ୍ତରଳ ଭାବେ ସମ୍ମୁଖଯୋଦ୍ଧାଙ୍କୁ ଟିକା ଦିଆଯାଉଛି। ଆସନ୍ତା ମାର୍ଚ୍ଚ ମାସରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇ ସାରିଛି। ଚଳିତ ସପ୍ତାହରୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଶେଷ ହେବା ପରେ ଆସନ୍ତା ମାସର ଯେକୌଣସି ସପ୍ତାହରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ କରାଯିବ।

ଏହା କେବେ ଆରମ୍ଭ ହେବ, ତା’ର ତାରିଖ ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ପାରିବ ନାହିଁ। କିନ୍ତୁ ମାର୍ଚ୍ଚ ମାସର ଦ୍ୱିତୀୟ, ତୃତୀୟ କିମ୍ବା ୪ର୍ଥ ସପ୍ତାହରୁ ୫୦ ବର୍ଷରୁ ଅଧିକ ବୟସ୍କ ଏବଂ ବହୁବିଧ ରୋଗୀଙ୍କୁ ଟିକା ଦେବାକୁ ଯୋଜନା କରାଯାଇଛି। ବଜେଟରେ କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଦରକାର ପଡ଼ିଲେ, ଏହାକୁ ବୃଦ୍ଧି ମଧ୍ୟ କରାଯିବ।

ଭାରତରେ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଟ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାକୁ ଜରୁରୀ କାଳୀନ ଭିତ୍ତିରେ ବ୍ୟବହାର ପାଇଁ ଅନୁମତି ମିଳିଛି। ସେହିପରି ଆଉ ୭ଟି କରୋନା ଟିକା ବିଭିନ୍ନ ପର୍ଯ୍ୟାୟ ପରୀକ୍ଷାରେ ରହିଛି। ଏହି ୭ଟି ଟିକା ମଧ୍ୟରୁ ୩ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ୨ଟି ଟିକା ପ୍ରଥମ ଓ ୨ୟ ପର୍ଯ୍ୟାୟ ଟ୍ରାଏଲରେ ରହିଛନ୍ତି। ସେହିପରି ଆଉ ୨ଟି ଟିକା ପ୍ରି-କ୍ଲିନିକାଲ ଷ୍ଟେଜରେ ରହିଛନ୍ତି।

ଭାରତରୁ ଟିକା ନେବା ପାଇଁ ୨୨ଟି ଦେଶ ଅନୁରୋଧପତ୍ର ପଠାଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫ଟି ଦେଶକୁ ଗ୍ରାଣ୍ଟ ଆକାରରେ ୫୬ ଲକ୍ଷ ଡୋଜ୍‌ ଓ କଣ୍ଟ୍ରାକ୍ଟ ଆକରରେ ୫ ଲକ୍ଷ ଡୋଜ୍‌ ଟିକା ପଠା ଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story