ମମତାଙ୍କୁ ଝଟକା, ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ ୫ ନେତା

ପାଣାଜୀ: ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୋଆରେ କ୍ଷମତା ଦଖଲ କରିବାକୁ ପାଗ ଭିଡ଼ିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ପୂର୍ବରୁ ଶକ୍ତ ଝଟକା ଲାଗିଛି। ମାତ୍ର ୩ ମାସ ତଳେ ଟିଏମସିରେ ମିଶିଥିବା ଗୋଆର ୫ ଜଣ ନେତା ହଠାତ୍‌ ଦଳରୁ ଇସ୍ତଫା ଦେଇଛନ୍ତି। ସେମାନେ ଟିଏମସିକୁ ତୀବ୍ର ସମାଲୋଚନା କରି ଦଳକୁ ଅଲବିଦା କହିଛନ୍ତି। ଇସ୍ତଫା ଦେଇଥିବା ନେତାମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଲାଭୁ ମାମଲେଦାର ମଧ୍ୟ ରହିଛନ୍ତି। ଶୁକ୍ରବାର […]

TMC

TMC

Hemant Lenka
  • Published: Saturday, 25 December 2021
  • Updated: 25 December 2021, 03:51 PM IST

Sports

Latest News

ପାଣାଜୀ: ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୋଆରେ କ୍ଷମତା ଦଖଲ କରିବାକୁ ପାଗ ଭିଡ଼ିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ପୂର୍ବରୁ ଶକ୍ତ ଝଟକା ଲାଗିଛି। ମାତ୍ର ୩ ମାସ ତଳେ ଟିଏମସିରେ ମିଶିଥିବା ଗୋଆର ୫ ଜଣ ନେତା ହଠାତ୍‌ ଦଳରୁ ଇସ୍ତଫା ଦେଇଛନ୍ତି।

ସେମାନେ ଟିଏମସିକୁ ତୀବ୍ର ସମାଲୋଚନା କରି ଦଳକୁ ଅଲବିଦା କହିଛନ୍ତି। ଇସ୍ତଫା ଦେଇଥିବା ନେତାମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଲାଭୁ ମାମଲେଦାର ମଧ୍ୟ ରହିଛନ୍ତି। ଶୁକ୍ରବାର ସେ ଟିଏମସି ଗୋଆରେ ସାଂପ୍ରଦାୟିକ ରାଜନୀତି କରୁଛି ଓ ଏହି ଦଳ ବିଜେପି ଠାରୁ ଆହୁରି ଖରାପ ବୋଲି କହି ଇସ୍ତଫା ଦେଇଥିଲେ। ଏହାପରେ ଗୋଆ ଟିଏମସିର ଆଉ ୪ ଜଣ ନେତା ସମାନ ପଦକ୍ଷେପ ନେଇଛନ୍ତି।

ଇସ୍ତଫାପତ୍ର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ନିକଟକୁ ପଠାଇ ସେମାନେ କହିଛନ୍ତି, “ଗୋଆ ଓ ଗୋଆବାସୀଙ୍କ ଉଜ୍ଜଳ ଭବିଷ୍ୟତକୁ ଟିଏମସି ଗଢ଼ିବ ବୋଲି ଆଶା ରଖି ଆମେ ଦଳରେ ସାମିଲ ହୋଇଥିଲୁ। କିନ୍ତୁ ଦଳରେ ମିଶିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଟିଏମସି ଗୋଆ କିମ୍ବା ଗୋଆବାସୀଙ୍କୁ ଆଦୌ ବୁଝିନି।

ଟିଏମସି ହିନ୍ଦୁ ଭୋଟର ଧ୍ରୁବୀକରଣ କରି ଏହାକୁ ଏମଜିପି ଖାତାରେ ପହଞ୍ଚାଇବାକୁ ଚେଷ୍ଟା କରୁଛି। ସେହିପରି କ୍ୟାଥୋଲିକ ଭୋଟ ବ୍ୟାଙ୍କ ନିଜ ପାଖକୁ ଆଣିବା ପାଇଁ ଟିଏମସି ଲକ୍ଷ୍ୟ ରଖିଛି। ଟିଏମସି ସଂପୂର୍ଣ୍ଣ ଭାବେ ସାଂପ୍ରଦାୟିକ ରାଜନୀତି କରୁଛି। ଗୋଆବାସୀଙ୍କୁ ଭାଗଭାଗ କରିବାକୁ ଚେଷ୍ଟା କରୁଥିବା ଦଳ ସହ ଆମେ କେବେ ହେଲେ ରହିପାରିବୁ ନାହିଁ। ଆମେ କେବେ ହେଲେ ଟିଏମସି ଓ ତା’ର କମ୍ପାନୀକୁ ଗୋଆରେ ଥିବା ଧର୍ମନିରପେକ୍ଷ ଭାଇଚାରାକୁ କ୍ଷତି ପହଞ୍ଚାଇବାକୁ ଦେବୁନାହିଁ। ଆମେ ଏହାର ସୁରକ୍ଷା ପାଇଁ ସବୁବେଳେ ଲଢ଼ିବୁ।”

ଏହାପୂର୍ବରୁ ଟିଏମସି ଛାଡ଼ିଥିବା ପୋଣ୍ଡାର ପୂର୍ବତନ ବିଧାୟକ ଲାଭୁ ମାମଲେଦାର ସମାନ ଅଭିଯୋଗ ଆଣିଥିଲେ। ଲାଭୁ ସେପ୍ଟେମ୍ବର ଶେଷ ସପ୍ତାହରେ ଟିଏମସିରେ ମିଶିଥିଲେ। ସେ ଦଳ ଛାଡ଼ିବା ପରେ କହିଥିଲେ, “ଟିଏମସି ଏବେ କଲ୍ୟାଣକାରୀ ଯୋଜନା ଲାଗୁ କରିବା ନାଁରେ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାରେ ଲାଗିଛି। ବିଶେଷ କରି ମହିଳାଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ହେଲେ ଏହା ପଛରେ ସାଂପ୍ରଦାୟିକ ଉଦ୍ଦେଶ୍ୟ ରହିଛି।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳର ପ୍ରଦର୍ଶନରେ ଉତ୍ସାହିତ ହୋଇ ମୁଁ ଟିଏମସିରେ ମିଶିଥିଲି। ମୁଁ ଭାବିଥିଲି ଟିଏମସି ଗୋଟିଏ ଧର୍ମନିରପେକ୍ଷ ଦଳ। କିନ୍ତୁ ଏଇ ୧୫ରୁ ୨୦ ଦିନ ମଧ୍ୟରେ ମୁଁ ଯାହା ନୋଟିସ କରିଛି ଏହି ଦଳ ବିଜେପି ଠାରୁ ମଧ୍ୟ ଆହୁରି ଖରାପ।”

ଟିଏମସି ନିର୍ବାଚନ ପୂର୍ବରୁ ଏମଜିପି ସହ ମେଣ୍ଟ କରିଛି। ୨୦୧୨ରୁ ୨୦୧୭ ଯାଏ ଲାଭୁ ମାମଲେଦାର ଏମଜିପିର ବିଧାୟକ ଥିଲେ। କିନ୍ତୁ ସେପ୍ଟେମ୍ବରରେ ସେ ଏମଜିପି ଛାଡ଼ି ଟିଏମସିରେ ମିଶିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story