ମୁଡ ଅଫ ଦି ନେଶନ: ଏନଡିଏ ୨.୦ର ନୀତି ବଡ଼ ବଡ଼ ବ୍ୟବସାୟକୁ ଫାଇଦା ଦେଉଛି

ନୂଆଦିଲ୍ଲୀ: କ୍ରମାଗତ ଦୁଇଥର ପାଇଁ କେନ୍ଦ୍ରରେ ସରକାର ଗଠନ ବିଜେପି ନେତୃତ୍ୱାଧୀନ ଏନଡିଏର ବିଭିନ୍ନ ଆର୍ଥିକ ନୀତି ଦ୍ୱାରା ବଡ଼ବଡ଼ ବ୍ୟବସାୟୀ ଓ ବ୍ୟବସାୟ ଅଧିକ ଲାଭ ପାଉଛନ୍ତି। ସେମାନଙ୍କ ତୁଳନାରେ ସାଧାରଣ ଲୋକ ଓ କୃଷକମାନେ ବହୁତ କମ ଲଭା ପାଉଥିବା ମୁଡ ଅଫ ଦି ନେଶନ ସର୍ଭେରୁ ସ୍ପଷ୍ଟ ହୋଇଛି। ଜାତୀୟ ଗଣମାଧ୍ୟମ ଇଣ୍ତିଆ ଟୁଡେ ଓ ସି ଭୋଟର ପକ୍ଷରୁ ମୁଡ ଅଫ ଦି ନେଶନ ସର୍ଭେ କରାଯାଇଥିଲା। ଏଥିରେ ଭାଗ ନେଇଥିବା […]

PM-modi

PM-modi

Hemant Lenka
  • Published: Saturday, 13 August 2022
  • Updated: 13 August 2022, 09:19 AM IST

Sports

Latest News

ନୂଆଦିଲ୍ଲୀ: କ୍ରମାଗତ ଦୁଇଥର ପାଇଁ କେନ୍ଦ୍ରରେ ସରକାର ଗଠନ ବିଜେପି ନେତୃତ୍ୱାଧୀନ ଏନଡିଏର ବିଭିନ୍ନ ଆର୍ଥିକ ନୀତି ଦ୍ୱାରା ବଡ଼ବଡ଼ ବ୍ୟବସାୟୀ ଓ ବ୍ୟବସାୟ ଅଧିକ ଲାଭ ପାଉଛନ୍ତି। ସେମାନଙ୍କ ତୁଳନାରେ ସାଧାରଣ ଲୋକ ଓ କୃଷକମାନେ ବହୁତ କମ ଲଭା ପାଉଥିବା ମୁଡ ଅଫ ଦି ନେଶନ ସର୍ଭେରୁ ସ୍ପଷ୍ଟ ହୋଇଛି। ଜାତୀୟ ଗଣମାଧ୍ୟମ ଇଣ୍ତିଆ ଟୁଡେ ଓ ସି ଭୋଟର ପକ୍ଷରୁ ମୁଡ ଅଫ ଦି ନେଶନ ସର୍ଭେ କରାଯାଇଥିଲା।

ଏଥିରେ ଭାଗ ନେଇଥିବା ୫୧% ଲୋକଙ୍କ ମତ ହେଲା ଏନଡିଏ ୨.୦ରେ ପ୍ରଚଳିତ ଆର୍ଥିକ ନୀତି ଗୁଡ଼ିକ ବଡ଼ବଡ଼ ବ୍ୟବସାୟକୁ ଫାଇଦା ଦେଉଛି। ବଡ଼ ବ୍ୟବସାୟୀଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ନୀତି ପ୍ରଣୟନ କରୁଛନ୍ତି। ସେହିପରି ୧୦% ଲୋକ ଏନଡିଏ ସରକାରଙ୍କ ନୀତି ଛୋଟଛୋଟ ବ୍ୟବସାୟକୁ ଫାଇଦା ଦେଇଥିବା କହିଛନ୍ତି।

ଏହାବାଦ ୯% ଲୋକଙ୍କ ମତ ହେଲା ଦରମା ପାଉଥିବା ଲୋକମାନେ ମୋଦି ସରକାରଙ୍କ ନୀତିରେ ଲାଭବାନ ହେଉଛନ୍ତି। ଏନଡିଏ ସରକାରଙ୍କ ନୀତି ଦ୍ୱାରା ଚାଷୀମାନେ ଫାଇଦା ପାଉଛନ୍ତି ବୋଲି ସର୍ଭେରେ ସାମିଲ ଥିବା ମାତ୍ର ୯% ଲୋକ ମତ ଦେଇଛନ୍ତି।

ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଦେଶର ଅର୍ଥନୀତିକୁ କେମିତି ପରିଚାଳନା କରୁଛି, ସେକଥା ଜାଣିବା ପାଇଁ ମଧ୍ୟ ମୁଡ ଅଫ ଦି ନେଶନ ସର୍ଭେ ଜରିଆରେ ଉଦ୍ୟମ କରାଯାଇଥିଲା। ବର୍ତ୍ତମାନ ଦରଦାମ ବଢ଼ୁଥିବା ବେଳେ ବେକାରୀ ସମସ୍ୟା ଉତ୍କଟ ସ୍ଥିତିରେ ପହଞ୍ଚିଛି। ଏହା ସତ୍ତ୍ୱେ କେନ୍ଦ୍ର ସରକାର ଦେଶର ଅର୍ଥନୀତିକୁ ଭଲ ଭାବେ ପରିଚାଳନା କରୁଥିବା ୪୮% ଲୋକ ମତ ଦେଇଛନ୍ତି। ସେହିପରି ୨୯% ଲୋକ କେନ୍ଦ୍ରର ଆର୍ଥିକ ପରିଚାଳନାକୁ ଖରାପ ବୋଲି କହିଛନ୍ତି।

୨୦୨୧ ଜାନୁଆରୀ ମାସ ତୁଳନାରେ ବର୍ତ୍ତମାନର ଜନମତ ଏନଡିଏ ସରକାରଙ୍କ ପାଇଁ ଚିନ୍ତାର ବିଷୟ ଭାବେ ଉଭା ହୋଇଛି। କାରଣ ସେତେବେଳେ ୬୭% ଲୋକ କେନ୍ଦ୍ର ସରକା ଠିକ୍‌ ଭାବେ ଦେଶର ଅର୍ଥନୀତିକୁ ପରିଚାଳନା କରୁଥିବା କହିଥିଲେ। କେବଳ ୧୦% ଲୋକ ଏହାକୁ ଖରାପ କହିଥିଲେ। ହେଲେ ଏବେ ଏହା ହ୍ରାସ ପାଇ ୪୮%ରେ ପହଞ୍ଚି ଯାଇଛି।

୨୦୨୪ ସାଧାରଣ ନିର୍ବାଚନ ପ୍ରାୟ ୨୦ ମାସ ପରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏନଡିଏର ଆର୍ଥିକ ନୀତି ଉପରେ ପ୍ରଶ୍ନ ଉଠିବା ବିଜେପି ହାଇକମାଣ୍ଡଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story