ଭାରସାମ୍ୟ ହରାଇ ଖାତକୁ ଖସିଲା ଯାତ୍ରୀବାହୀ ବସ୍‌, ୮ ମୃତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମରେ ଆଜି ସନ୍ଧ୍ୟାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଲୋକଙ୍କୁ ନେଇ ଯାଉଥିବା ଗୋଟିଏ ଟୁରିଷ୍ଟ ବସ୍‌ ଭାରସାମାନ୍ୟ ହରାଇ ଖାତ୍‌କୁ ଖସି ପଡ଼ିବାରୁ ଏଯାଏ ୮ ଜଣଙ୍କ ମୃତ୍ୟୁ ଘଟିଛି। ବିଶାଖାପଟନମର ଘାଟ ରୋଡ୍‌ରେ ଘଟିଥିବା ଏହି ଦୁର୍ଘଟଣାରେ ଆହତ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ବସ୍‌ରେ ମୋଟ ୨୪ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର ଲୋକ। ଦୁର୍ଘଟଣାର ଖବର ପାଇ ପୁଲିସ୍‌ […]

accident

accident

Hemant Lenka
  • Published: Friday, 12 February 2021
  • Updated: 12 February 2021, 09:32 PM IST

Sports

Latest News

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମରେ ଆଜି ସନ୍ଧ୍ୟାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଲୋକଙ୍କୁ ନେଇ ଯାଉଥିବା ଗୋଟିଏ ଟୁରିଷ୍ଟ ବସ୍‌ ଭାରସାମାନ୍ୟ ହରାଇ ଖାତ୍‌କୁ ଖସି ପଡ଼ିବାରୁ ଏଯାଏ ୮ ଜଣଙ୍କ ମୃତ୍ୟୁ ଘଟିଛି। ବିଶାଖାପଟନମର ଘାଟ ରୋଡ୍‌ରେ ଘଟିଥିବା ଏହି ଦୁର୍ଘଟଣାରେ ଆହତ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ବସ୍‌ରେ ମୋଟ ୨୪ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର ଲୋକ।

ଦୁର୍ଘଟଣାର ଖବର ପାଇ ପୁଲିସ୍‌ ମେଡିକାଲ ଟିମ ଓ ଆମ୍ବୁଲାନ୍ସ ଧରି ଘଟଣାସ୍ଥଳରେ ପହଞ୍ଚି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ବ୍ରେକ୍‌ ଫେଲ ଯୋଗୁ ଏପରି ଘଟିଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ରିପୋର୍ଟ ଲେଖା ହେବା ବେଳକୁ ଆଉ କୌଣସି ସୂଚନା ଆସିନାହିଁ। ବସ୍‌ରେ ଥିବା ଲୋକମାନେ କେଉଁଠୁ କେଉଁଆଡ଼େ ଯାଉଥିଲେ, ସେକଥା ମଧ୍ୟ ଜଣାପଡ଼ିନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ପୁଲିସ୍‌ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ମନା କରି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story