ଭାରତ ରତ୍ନ ପ୍ରଣବ ଦା’ଙ୍କ ପୁଅ ଟିଏମସିରେ ମିଶିଲେ

କୋଲାତା: କଂଗ୍ରେସକୁ ଜବରଦସ୍ତ ଝଟକା ଲାଗିଛି। ଦଳର ପୂର୍ବତନ ସାଂସଦ ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ଆଜି ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହୋଇଛନ୍ତି। ଦିବଂଗତ ପ୍ରଣବ ଦା’ ସବୁବେଳେ କଂଗ୍ରେସ ସହ ରହିଥିଲେ। ସେ ଦେଶର ରାଷ୍ଟ୍ରପତି ମଧ୍ୟ ହୋଇଥିଲେ। କିନ୍ତୁ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି ଟିଏମସିରେ ମିଶିଛନ୍ତି। ଆଜି ଅଭିଜିତଙ୍କ ମିଶ୍ରଣ ପାଇଁ କୋଲକାତାରେ ଟିଏମସିର ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଟିଏମସିର ବରିଷ୍ଠ ନେତା ସୁଦୀପ […]

abhijit

abhijit

Hemant Lenka
  • Published: Monday, 05 July 2021
  • Updated: 05 July 2021, 04:43 PM IST

Sports

Latest News

କୋଲାତା: କଂଗ୍ରେସକୁ ଜବରଦସ୍ତ ଝଟକା ଲାଗିଛି। ଦଳର ପୂର୍ବତନ ସାଂସଦ ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ଆଜି ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହୋଇଛନ୍ତି। ଦିବଂଗତ ପ୍ରଣବ ଦା’ ସବୁବେଳେ କଂଗ୍ରେସ ସହ ରହିଥିଲେ। ସେ ଦେଶର ରାଷ୍ଟ୍ରପତି ମଧ୍ୟ ହୋଇଥିଲେ। କିନ୍ତୁ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି ଟିଏମସିରେ ମିଶିଛନ୍ତି।

ଆଜି ଅଭିଜିତଙ୍କ ମିଶ୍ରଣ ପାଇଁ କୋଲକାତାରେ ଟିଏମସିର ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଟିଏମସିର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟୟ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଧିବଦ୍ଧ ଭାବେ ମମତାଙ୍କ ଦଳର ପତାକା ଧରିଛନ୍ତି।
କଂଗ୍ରେସ ଟିକେଟରୁ ଅଭିଜିତ ଜଙ୍ଗିପୁରରୁ ଲୋକସଭା ଯାଇଥିବା ବେଳେ ନଲହାଟିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏବେ ସେ ଟିଏମସିରେ ମିଶିଥିବାରୁ ଦଳ ତାଙ୍କୁ ଜଙ୍ଗିପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ।

ବେଙ୍ଗଲ ବିଧାନସଭା ନିର୍ବାଚନ ବେଳେ ଏଠାରେ ଟିଏମସି ପ୍ରାର୍ଥୀ କରିଥିବା ନେତାଙ୍କ ଦେହାନ୍ତ ହୋଇଥିଲା। ତେଣୁ ଭୋଟ ଗ୍ରହଣ ସ୍ଥଗିତ ରହିଛି। ଏହି ଆସନ ପାଇଁ ଉପ ନିର୍ବାଚନ ହେଲେ ଟିଏମସି ଅଭିଜିତଙ୍କୁ ହିଁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ଅଭିଜିତଙ୍କ ବାପା ପ୍ରଣବ ମୁଖାର୍ଜୀ ବେଙ୍ଗଲର ମୁର୍ଶିଦାବାଦରେ ଥିବା ଜଙ୍ଗିପୁରରୁ ଦୁଇ ଥର ଲୋକସଭା ଯାଇଥିଲେ। ୨୦୧୨ରେ ସେ ରାଷ୍ଟ୍ରପତି ରେସ୍‌ରେ ସାମିଲ ହେବାରୁ ତାଙ୍କୁ ଏହି ଆସନ ଖାଲି କରିବାକୁ ପଡ଼ିଥିଲା।

ଅଭିଜିତ ଏହି ଆସନରୁ ୨୦୧୨ରେ ଅନୁଷ୍ଠିତ ଉପ ନିର୍ବାଚନରେ ଜିତି ଲୋକସଭାକୁ ଯାଇଥିଲେ। ୨୦୧୪ରେ ପୁଣି ସେ ଏହି ଆସନରୁ ଜିତିଥିଲେ। ତେବେ ୨୦୧୯ରେ ସେ ଟିଏମସି ପ୍ରାର୍ଥୀଙ୍କ ଠାରୁ ହାରି ଯାଇଥିଲେ। ବେଙ୍ଗଲ ବିଧାନସଭା ନିର୍ବାଚନ ବେଳେ ସେ କଂଗ୍ରେସର ପ୍ରଚାର କମିଟି ଦାୟିତ୍ୱରେ ଥିଲେ। ଏବେ ସେ ଟିଏମସିରେ ଯୋଗଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story