ପରୀକ୍ଷାରେ ଫେଲ ହେବାରୁ ଜୀବନ ହାରିଲେ ୧୯ ବର୍ଷୀୟ ଛାତ୍ରୀ

ନୂଆଦିଲ୍ଲୀ: ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିବା ଜଣେ ଛାତ୍ରୀ ବିଫଳତାକୁ ସହ୍ୟ କରି ନ ପାରି ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜରେ ପାଠ ପଢ଼ୁଥିବା ଜଣେ ୧୯ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି। ଗୁରୁବାର ମହିଳା ହଷ୍ଟେଲର ଗୋଟିଏ ରୁମରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ଦିଲ୍ଲୀର ଆଇଟିଓରେ ଏହି ହଷ୍ଟେଲ ରହିଛି। ରୁମ୍‌ରେ ଲାଗିଥିବା ଫ୍ୟାନରେ ସେ ଓଢ଼ଣୀ ବାନ୍ଧି […]

sucied

sucied

Hemant Lenka
  • Published: Friday, 31 December 2021
  • Updated: 31 December 2021, 05:33 PM IST

Sports

Latest News

ନୂଆଦିଲ୍ଲୀ: ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିବା ଜଣେ ଛାତ୍ରୀ ବିଫଳତାକୁ ସହ୍ୟ କରି ନ ପାରି ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜରେ ପାଠ ପଢ଼ୁଥିବା ଜଣେ ୧୯ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି।

ଗୁରୁବାର ମହିଳା ହଷ୍ଟେଲର ଗୋଟିଏ ରୁମରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ଦିଲ୍ଲୀର ଆଇଟିଓରେ ଏହି ହଷ୍ଟେଲ ରହିଛି। ରୁମ୍‌ରେ ଲାଗିଥିବା ଫ୍ୟାନରେ ସେ ଓଢ଼ଣୀ ବାନ୍ଧି ଝୁଲି ପଡ଼ିଥିବା ପୁଲିସ କହିଛି।

ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ଦିବ୍ୟା ଯାଦବ। ତାଙ୍କ ହଷ୍ଟେଲ ରୁମରେ ରହୁଥିବା ଦୁଇ ଜଣ ଛାତ୍ରୀ କହିଛନ୍ତି, “ମେଡିକାଲ ପାଠ୍ୟକ୍ରମର ପରୀକ୍ଷା କିଛି ଦିନ ତଳେ ଅନୁଷ୍ଠିତ ହୋଇଥିଲା। ତେବେ ଦିବ୍ୟା ଦୁଇଟି ପେପର୍‌ରେ ଫେଲ ହୋଇଯାଇଥିଲେ। ଡିସେମ୍ବର ୨୯ ତାରିଖ ସନ୍ଧ୍ୟା ସମୟରେ ରେଜଲ୍ଟ ବାହାରିଥିଲା।

ବିଫଳତା କଥା ଦିବ୍ୟା ଶୁଣିବା ପରେ ପୂରା ବିଶାଦ ମଧ୍ୟକୁ ଚାଲି ଯାଇଥିଲେ। ସେ ଚୁପଚାପ ରହିବା ସହ କାହା ସହ କଥାବାର୍ତ୍ତା କରି ନଥିଲେ।”

ଗୁରୁବାର ସକାଳୁ ହଷ୍ଟେଲର ରୁମ ନମ୍ବର ୬୪ରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ରୁମରେ କେହି ରହୁ ନଥିଲେ। ଏହାର ଫାଇଦା ନେଇ ଦିବ୍ୟା ଆତ୍ମହତ୍ୟା କରିଛନ୍ତି। ରୁମଟି ଭିତର ପଟୁ ବନ୍ଦ ରହିଥିଲା ଓ ହଷ୍ଟେଲ କର୍ତ୍ତୃପକ୍ଷ ଏହାକୁ ଭାଙ୍ଗି ଦିବ୍ୟାଙ୍କୁ ମୃତଦେହ ଉଦ୍ଧାର କରିଥିଲେ।

ଉକ୍ତ ରୁମରୁ ଦିବ୍ୟା ପରିବାର ଲୋକଙ୍କ ପାଇଁ ଲେଖିଥିବା ଗୋଟିଏ ସୁଇସାଇଡ ନୋଟ ଜବତ କରାଯାଇଛି। ସେହିପରି ତାଙ୍କ ମୋବାଇଲକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି। ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ କରିଥିଲା। ଏହାପରେ ମୃତଦେହକୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story