ଶାହଙ୍କ ଟାର୍ଗେଟରେ ମମତା: କହିଲେ କ’ଣ ପାକିସ୍ତାନରେ ଜୟ ଶ୍ରୀରାମ ନାରା ଦିଆଯିବ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୀତିକ ଉଷ୍ଣତା ବଢ଼ି ଯାଇଛି। ବିଜେପି ଓ କ୍ଷମତାସୀନ ଟିଏମସି ମଧ୍ୟରେ ଜୟ ଶ୍ରୀରାମ ନାରାକୁ ନେଇ ବାକଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଏହିକ୍ରମରେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଯଦି ବେଙ୍ଗଲରେ ନୁହେଁ, ତା’ହେଲେ କ’ଣ ପାକିସ୍ତାନରେ ଜୟ ଶ୍ରୀରାମ ନାରା ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଆଜି କୋଚ ବେହାରରେ ବିଜେପିର ପରିବର୍ତ୍ତନ ଯାତ୍ରାର […]

shah

shah

Hemant Lenka
  • Published: Thursday, 11 February 2021
  • Updated: 11 February 2021, 05:38 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୀତିକ ଉଷ୍ଣତା ବଢ଼ି ଯାଇଛି। ବିଜେପି ଓ କ୍ଷମତାସୀନ ଟିଏମସି ମଧ୍ୟରେ ଜୟ ଶ୍ରୀରାମ ନାରାକୁ ନେଇ ବାକଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଏହିକ୍ରମରେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଯଦି ବେଙ୍ଗଲରେ ନୁହେଁ, ତା’ହେଲେ କ’ଣ ପାକିସ୍ତାନରେ ଜୟ ଶ୍ରୀରାମ ନାରା ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଆଜି କୋଚ ବେହାରରେ ବିଜେପିର ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରି ଅମିତ ଶାହ କହିଛନ୍ତି, ଏହି ଯାତ୍ରା ହିଂସାର ନିୟମକୁ ବଦଳାଇ ରାଜ୍ୟରେ ବିକାଶ ଆଣିବ। ଏଥିସହ ବେଙ୍ଗଲରେ ଜୟ ଶ୍ରୀରାମ ନାରା ଦେବା କାହିଁକି ଅପରାଧ ବୋଲି ମଧ୍ୟ ଶାହ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ବେଙ୍ଗଲରେ ଏମିତି ଏକ ପରିବେଶ ସୃଷ୍ଟି କରାଯାଇଛି, ଯେଉଁଠାରେ ଜୟ ଶ୍ରୀରାମ ନାରା ଦେବା ଅପରାଧ ହୋଇଯାଇଛି।

ମମତା ଦିଦି, ଯଦି ଏଠାରେ ଜୟ ଶ୍ରୀରାମ ନାରା ଦିଆଯାଇ ପାରିବ ନାହିଁ, ତା’ହେଲେ କ’ଣ ପାକିସ୍ତାନରେ ନାରା ଦିଆଯିବ? ମୁଁ ଦୃଢ଼ ବିଶ୍ୱାସର ସହ କହିବାକୁ ଚାହୁଁଛି ଯେ ନିର୍ବାଚନର ସମୟ ସରିବା ପରେ ମମତା ବାନାର୍ଜୀ ମଧ୍ୟ ଜୟଶ୍ରୀରାମ ନାରା ଦେଉଥିବେ। କୋଚ ବେହାର ହେଉଛି ଉତ୍ତର ବେଙ୍ଗଲର ରୟାଲ ସ୍ଥାନ। ଭାରତୀୟ ସ୍ୱାଧୀନତା ସଂଗ୍ରାମୀର ଗଡ଼ ଭାବେ ଏହା ପରିଚିତ ଥିଲା।

ହେଲେ ମମତାଙ୍କ ଶାସନ ବେଳେ ଏହା ଅନୁପ୍ରବେଶକାରୀଙ୍କ ଆଡ୍ଡା ହୋଇଯାଇଛି। ୨୦୨୧ ବେଙ୍ଗଲ ନିର୍ବାଚନରେ ବିଜେପି ମମତା ବାନାର୍ଜୀ ଓ ତାଙ୍କ ପୁତୁରାଙ୍କ ଶାସନରେ ପୂର୍ଣ୍ଣଚ୍ଛେଦ ଟାଣିବ। ଏଥିସହ ଦଳ ୨୦୦ଟି ଆସନ ଦଖଲ କରିବ। ଗୋଟିଏ ସମୟ ଥିଲା ଯେତେବେଳେ ମମତା କହୁଥିଲେ ବିଜେପି ଅଣ୍ଡା (୦) ଆସନ ଜିତିବ। ହେଲେ ଦଳ ୧୮ଟି ଆସନ ଜିତିଥିଲା।

ଚଳିତ ବର୍ଷ ତାଙ୍କ ଭିତରେ ଏତେ ଭୟ ରହିଛି ଯେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ଜାଣି ପାରୁ ନାହାନ୍ତି। ଟିଏମସିର ଗୁଣ୍ଡାମାନେ ୧୩୦ରୁ ଅଧିକ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି। ତଥାପି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଆମ ସରକାର ଥରେ ଶାସନକୁ ଆସିଲେ, ପ୍ରତ୍ୟେକ ହତ୍ୟାକାରୀଙ୍କୁ ଜେଲ ପଠାଯିବ ବୋଲି ଶାହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story