ତ୍ରିରଙ୍ଗା ଉଡ଼ାଇ ଅଯୋଧ୍ୟାରେ ମସଜିଦ ନିର୍ମାଣ କାମ ଆରମ୍ଭ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ୭୨ତମ ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ଓ ଗଛ ଲଗାଇ ବିଧିବଦ୍ଧ ଭାବେ ମସଜିଦ ନିର୍ମାଣ କାମର ଶୁଭାରମ୍ଭ ହୋଇଛି। ୨୦୧୯ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ଅଯୋଧ୍ୟରେ ଥିବା ବିବାଦୀୟ ରାମଜନ୍ମ ଭୂମିକୁ ମନ୍ଦିର ନିର୍ମାଣ ପାଇଁ ଛଡ଼ା ଯାଇଥିବା ବେଳେ ସମାନ ଜିଲ୍ଲାରେ ମସଜିଦ୍‌ ପାଇଁ ଜମି ଯୋଗାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅଯୋଧ୍ୟାର ଧାନ୍ନିପୁର ଗାଁରେ ଇଣ୍ଡୋ-ଇସଲାମିକ କଲଚର ଫାଉଣ୍ଡେସନ(ଆଇଆଇସିଏଫ) ଟ୍ରଷ୍ଟ ପକ୍ଷରୁ ମସଜିଦ ନିର୍ମାଣ କରାଯିବ। […]

cf

cf

Hemant Lenka
  • Published: Tuesday, 26 January 2021
  • Updated: 26 January 2021, 04:18 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ୭୨ତମ ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ଓ ଗଛ ଲଗାଇ ବିଧିବଦ୍ଧ ଭାବେ ମସଜିଦ ନିର୍ମାଣ କାମର ଶୁଭାରମ୍ଭ ହୋଇଛି। ୨୦୧୯ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ଅଯୋଧ୍ୟରେ ଥିବା ବିବାଦୀୟ ରାମଜନ୍ମ ଭୂମିକୁ ମନ୍ଦିର ନିର୍ମାଣ ପାଇଁ ଛଡ଼ା ଯାଇଥିବା ବେଳେ ସମାନ ଜିଲ୍ଲାରେ ମସଜିଦ୍‌ ପାଇଁ ଜମି ଯୋଗାଇ ଦିଆଯାଇଛି।

ସରକାରଙ୍କ ପକ୍ଷରୁ ଅଯୋଧ୍ୟାର ଧାନ୍ନିପୁର ଗାଁରେ ଇଣ୍ଡୋ-ଇସଲାମିକ କଲଚର ଫାଉଣ୍ଡେସନ(ଆଇଆଇସିଏଫ) ଟ୍ରଷ୍ଟ ପକ୍ଷରୁ ମସଜିଦ ନିର୍ମାଣ କରାଯିବ। ଆଜି ସକାଳ ୮.୧୫ରେ ଟ୍ରଷ୍ଟର ସଦସ୍ୟମାନେ ଉକ୍ତ ସ୍ଥାନରେ ଉପସ୍ଥିତ ହୋଇଥିଲେ। ଏହି ଗାଁଟି ରାମ ମନ୍ଦିର ନିର୍ମାଣ ହେଉଥିବା ସ୍ଥାନ ଠାରୁ ୨୫ କିମି ଦୂର।

ଟ୍ରଷ୍ଟର ସଦସ୍ୟମାନେ ଏକାଠି ହେବା ପରେ ମସଜିଦ ନିର୍ମାଣ ହେବାକୁ ଥିବା ସ୍ଥାନରେ ୭୨ତମ ଗଣତନ୍ତ୍ର ଦିବସ ପାଳନ କରିଥିଲେ। ସକାଳ ୮.୪୫ରେ ଟ୍ରଷ୍ଟର ମୁଖ୍ୟ ଜାଫର ଅହମଦ ଫାରୁକି ପତାକା ଉତ୍ତୋଳନ କରିଥିଲେ। ଟ୍ରଷ୍ଟର ୧୨ ଜଣ ସଦସ୍ୟ ଜମିର ଚାରିପଟେ ଗଛ ଲଗାଇ ମସଜିଦ ନିର୍ମାଣ କାମକୁ ଆରମ୍ଭ କରିବାକୁ ବିଧିବଦ୍ଧ ଅନୁମତି ଦେଇଥିଲେ।

tqqq7f4o

ଫାରୁକି କହିଛନ୍ତି, ମସଜିଦ ନିର୍ମାଣ ହେବାକୁ ଥିବା ସ୍ଥାନର ମାଟି ପରୀକ୍ଷା କରି ଆମେ କାମ ଆରମ୍ଭ କରିଛୁ। ତେଣୁ ମସଜିଦର ଟେକ୍ନିକାଲ କାମ ଆରମ୍ଭ ହୋଇଯାଇଛି ବୋଲି ସମସ୍ତେ କହିପାରିବେ। ମାଟିର ପରୀକ୍ଷା ରିପୋର୍ଟ ଓ ଆମ ଡିଜାଇନ୍‌କୁ ଅନୁମତି ମିଳିବା ପରେ ମସଜିଦ ନିର୍ମାଣ କାମ ଆରମ୍ଭ ହୋଇଯିବ। ଆମେ ମସଜିନ ପାଇଁ ଦାନ ମାଗିଛୁ ଓ ଲୋକମାନେ ଅର୍ଥ ଦେବା ଆରମ୍ଭ ବି କରିଛନ୍ତି ବୋଲି ସେ କହିଛନ୍ତି।

ଟ୍ରଷ୍ଟ ପକ୍ଷରୁ ଉପସ୍ଥାପିତ ଡିଜାଇନ୍‌ ଅନୁସାରେ ମସଜିଦ୍‌କୁ ଅତ୍ୟନ୍ତ ଭବ୍ୟ ଭାବେ ତିଆରି କରାଯିବ। ଏହାର ଉପର ଭାଗରେ କାଚ ଓ ତା’ର ଜାଲି ଲାଗିବ। ଅଲଟ୍ରା ମଡର୍ଣ୍ଣ ଷ୍ଟାଇଲରେ ଏହାକୁ ତିଆରି କରାଯିବ। ଏହା ମଧ୍ୟରେ ଏକାଥରେ ୨ ହଜାର ଲୋକ ନମାଜ ପଢ଼ିପାରିବେ। ସେହିପରି ଏହାର ପଛ ଭାଗରେ ଗୋଟିଏ ସୁଉଚ୍ଚ ହସ୍ପିଟାଲ ତିଆରି କରାଯିବ। ଏହାର ଚାରିପାଖରେ ସବୁଜ ଗଛର ବଳୟ ସୃଷ୍ଟି କରାଯିବ। ହସ୍ପିଟାଲଟି ମଧ୍ୟ କାଚ ଓ ଜାଲିରେ ତିଆରି ହେବ।

ସେହିପରି ମସଜିଦ ପାଖରେ ଗୋଟିଏ ସଂଗ୍ରହାଳୟ ରହିବ। ଏଥିରେ ଉଭୟ ହିନ୍ଦୁ ଓ ମୁସଲିମ ଧର୍ମର ସଂଘର୍ଷ ଏବଂ ଭାଇଚାରାର କାହାଣୀ ଉପଲବ୍ଧ ହେବ। ଗବେଷଣା ଓ ପବ୍ଲିକେଶନ ପାଇଁ ମସଜିଦ ଜମିରେ ବ୍ୟବସ୍ଥା କରାଯିବ। ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମାଗଣାରେ ଖାଇବା ଯୋଗାଇ ଦେବା ପାଇଁ କମ୍ୟୁନିଟି କିଚିନ୍‌ର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଟ୍ରଷ୍ଟ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story