ଯୋଗୀଙ୍କୁ ଗୋରଖପୁରରେ ଟକ୍କର ଦେବେ ଆଜାଦ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସିଧାସଳଖ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ଚଳିତ ବିଧାନସଭା ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ପ୍ରାର୍ଥୀ ହେବେ। ଏହା ତାଙ୍କ ଗଡ଼ ଭାବେ ପରିଚିତ। ହେଲେ ଯୋଗୀଙ୍କୁ ତାଙ୍କରି ଗଡ଼ରେ ଚ୍ୟାଲେଞ୍ଜ ଦେବେ ଆଜାଦ। କାରଣ ଆଜାଦ ତାଙ୍କ ଦଳ ଆଜାଦ ସମାଜ ପାର୍ଟି ପକ୍ଷରୁ ଗୋରଖପୁର ଆସନରେ ଲଢ଼ିବେ। ଏ ସମ୍ପର୍କରେ ଆଜାଦ ସମାଜ ପାର୍ଟି […]

Yogi

Yogi

Hemant Lenka
  • Published: Thursday, 20 January 2022
  • Updated: 20 January 2022, 03:56 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସିଧାସଳଖ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ଚଳିତ ବିଧାନସଭା ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ପ୍ରାର୍ଥୀ ହେବେ।

ଏହା ତାଙ୍କ ଗଡ଼ ଭାବେ ପରିଚିତ। ହେଲେ ଯୋଗୀଙ୍କୁ ତାଙ୍କରି ଗଡ଼ରେ ଚ୍ୟାଲେଞ୍ଜ ଦେବେ ଆଜାଦ। କାରଣ ଆଜାଦ ତାଙ୍କ ଦଳ ଆଜାଦ ସମାଜ ପାର୍ଟି ପକ୍ଷରୁ ଗୋରଖପୁର ଆସନରେ ଲଢ଼ିବେ। ଏ ସମ୍ପର୍କରେ ଆଜାଦ ସମାଜ ପାର୍ଟି ଟ୍ୱିଟ ଯୋଗେ ସୂଚନା ଦେଇଛି।

ଆଜାଦଙ୍କ ଦଳ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ମିଶି ଲଢ଼ିବାକୁ ଚାହୁଁଥିଲା। ହେଲେ ଶେଷ ମୁହୂର୍ତ୍ତରେ ଦୁଇ ଦଳ ମଧ୍ୟରେ ମେଣ୍ଟ ସମ୍ଭବ ହୋଇ ନଥିଲା। ଏଥିରେ ଆଜାଦ କ୍ଷୁବ୍ଧ ହେବା ସହ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲେ।

ଏବେ ମିଳିଥିବା ସୂଚନା ଅନୁଯାୟୀ, ଆଜାଦ ସମାଜ ପାର୍ଟି ଉତ୍ତର ପ୍ରଦେଶର ପ୍ରାୟ ୩୩ଟି ଆସନରେ ପ୍ରାର୍ଥୀ ଦେବ। ଏହା ମଧ୍ୟରୁ ଗୋରଖପୁର ଅନ୍ୟତମ। ଦଳ ଗୋରଖପୁରରୁ ଆଜାଦଙ୍କୁ ଟିକେଟ ଦେଇଛି। ସେ ଯୋଗୀଙ୍କ ବିରୋଧରେ ନାମାଙ୍କନ ଭରିବେ। ଏହି ଆସନରେ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ପ୍ରାର୍ଥୀ ଦିଅନ୍ତୁ ନାହିଁ ବୋଲି ଆଜାଦ ସାମଜ ପାର୍ଟି ଚାହୁଁଛି।

ଏଥିସହ ସମସ୍ତେ ମିଳିତ ଭାବେ ଯୋଗୀଙ୍କୁ ହରାଇବା ପାଇଁ ଆଜାଦଙ୍କୁ ସମର୍ଥନ କରନ୍ତୁ ବୋଲି ଦଳ ଲକ୍ଷ୍ୟ ରଖିଛି। ହେଲେ ସମାଜବାଦୀ ପାର୍ଟି ଓ କଂଗ୍ରେସ ସମେତ ଅନ୍ୟ ଦଳ ଏଥିରେ ରାଜି ହେବେ କି ନାହିଁ, ସେକଥା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story