ଆଜମ ଖାନଙ୍କ ଅବସ୍ଥା ଗୁରୁତର, ଅକ୍ସିଜେନ ସହାୟତାରେ ଚାଲିଛି ଚିକିତ୍ସା

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ବର୍ତ୍ତମାନ ତାଙ୍କୁ ଅକ୍ସିଜେନ ସହାୟତାରେ ରଖା ଯାଇଥିବା ଲକ୍ଷ୍ନୌରେ ଥିବା ମେଦାନ୍ତ ହସ୍ପିଟାଲ ପକ୍ଷରୁ କୁହାଯାଇଛି। ସୀତାପୁର ଜେଲ୍‌ରେ ଥିବା ବେଳେ ଆଜମ ଖାନ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ମେ’୯ରେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପୁଅ ଅବଦୁଲ୍ଲା ଖାନଙ୍କୁ ମଧ୍ୟ ସମାନ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଥିଲା। ଏପ୍ରିଲ ୩୦ରେ ଉଭୟ ଅବଦୁଲ୍ଲା ଓ ଆଜମଙ୍କ […]

Azam-Khan

Azam-Khan

Hemant Lenka
  • Published: Saturday, 29 May 2021
  • Updated: 29 May 2021, 03:10 PM IST

Sports

Latest News

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ବର୍ତ୍ତମାନ ତାଙ୍କୁ ଅକ୍ସିଜେନ ସହାୟତାରେ ରଖା ଯାଇଥିବା ଲକ୍ଷ୍ନୌରେ ଥିବା ମେଦାନ୍ତ ହସ୍ପିଟାଲ ପକ୍ଷରୁ କୁହାଯାଇଛି। ସୀତାପୁର ଜେଲ୍‌ରେ ଥିବା ବେଳେ ଆଜମ ଖାନ କରୋନାରେ ଆକ୍ରାନ୍ତ ହୋଇଥିଲେ।

ତାଙ୍କୁ ମେ’୯ରେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପୁଅ ଅବଦୁଲ୍ଲା ଖାନଙ୍କୁ ମଧ୍ୟ ସମାନ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଥିଲା। ଏପ୍ରିଲ ୩୦ରେ ଉଭୟ ଅବଦୁଲ୍ଲା ଓ ଆଜମଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ତେବେ ହଠାତ୍‌ ମେ’ ୯ରେ ପ୍ରଥମେ ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହି କାରଣରୁ ବାପା ପୁଅଙ୍କୁ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ନୌ ପଠାଯାଇଥିଲା।

ସୂଚନାଯୋଗ୍ୟ, ଆଜମ ଖାନଙ୍କ ବିରୋଧରେ ଶହେରୁ ଅଧିକ ମାମଲା ରହିଛି। ଏହି କାରଣରୁ ତାଙ୍କୁ ଗତବର୍ଷ ଫେବୃଆରୀ ମାସରୁ ପୁଲିସ ଗିରଫ କରି ସୀତାପୁର ଜେଲ୍‌ରେ ରଖିଥିଲା। ତାଙ୍କ ପୁଅ ଅବଦୁଲ୍ଲାଙ୍କ ନାଁରେ ମଧ୍ୟ ଏକାଧିକ ମାମଲା ଥିବାରୁ ତାଙ୍କୁ ବି ସୀତାପୁର ଜେଲ୍‌ରେ ରଖାଯାଇଥିଲା। ଏବେ ଆଜାମ ଖାନଙ୍କ ଅବସ୍ଥା ବିଗୁଡ଼ୁ ଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story