ବିଜେପି ନେତା ଓ ପତ୍ନୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଆତଙ୍କବାଦୀମାନେ ଆଜି ବର୍ବରକାଣ୍ଡ ଘଟାଇଛନ୍ତି। କୁଲଗାମର ବିଜେପି କିଷାନ ମୋର୍ଚ୍ଚା ସଭାପତି ତଥା ସରପଞ୍ଚ ଗୁଲାମ ରସୁଲ ଦରଙ୍କୁ ଆଜି ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଛନ୍ତ। ତାଙ୍କ ପତ୍ନୀ ମଧ୍ୟ ଆକ୍ରମଣରେ ଶିକାର ହୋଇ ଆଖି ବୁଜିଛନ୍ତି। ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଲାଲଚୌକରେ ଏଭଳି ଘଟଣା ଘଟିଛି। ଦର କୁଲଗାମର ରେଡୱାନିରେ ବିଜେପି ସମର୍ଥିତ ସରପଞ୍ଚ ଭାବେ କାମ କରୁଥିଲେ। ଗତବର୍ଷ ଶେଷ ହୋଇଥିବା ଜମ୍ମୁ-କଶ୍ମୀର ଡିଡିସି ନିର୍ବାଚନରେ ମଧ୍ୟ ସେ ଲଢ଼େଇ କରିଥିଲେ। […]

BJP

BJP

Hemant Lenka
  • Published: Monday, 09 August 2021
  • Updated: 09 August 2021, 05:39 PM IST

ଶ୍ରୀନଗର: ଆତଙ୍କବାଦୀମାନେ ଆଜି ବର୍ବରକାଣ୍ଡ ଘଟାଇଛନ୍ତି। କୁଲଗାମର ବିଜେପି କିଷାନ ମୋର୍ଚ୍ଚା ସଭାପତି ତଥା ସରପଞ୍ଚ ଗୁଲାମ ରସୁଲ ଦରଙ୍କୁ ଆଜି ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଛନ୍ତ। ତାଙ୍କ ପତ୍ନୀ ମଧ୍ୟ ଆକ୍ରମଣରେ ଶିକାର ହୋଇ ଆଖି ବୁଜିଛନ୍ତି। ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଲାଲଚୌକରେ ଏଭଳି ଘଟଣା ଘଟିଛି।

ଦର କୁଲଗାମର ରେଡୱାନିରେ ବିଜେପି ସମର୍ଥିତ ସରପଞ୍ଚ ଭାବେ କାମ କରୁଥିଲେ। ଗତବର୍ଷ ଶେଷ ହୋଇଥିବା ଜମ୍ମୁ-କଶ୍ମୀର ଡିଡିସି ନିର୍ବାଚନରେ ମଧ୍ୟ ସେ ଲଢ଼େଇ କରିଥିଲେ। କିନ୍ତୁ ତାଙ୍କୁ ହାରିବାକୁ ପଡ଼ିଥିଲା। ସେ ରେଡୱାନି ଛାଡ଼ି ସେ କିଛି ଦିନ ତଳେ ଅନନ୍ତନାଗ ଆସିଥିଲେ। ଏଠାରେ ସେ ଭଡ଼ା ଘରେ ରହୁଥିଲେ।

ଆଜି ସେ ଲାଲଚୌକରେ ନିଜ ପତ୍ନୀଙ୍କ ସହ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଟାର୍ଗେଟ କରି ଏକାଧିକ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ ପରେ ଉଭୟ ସେହି ସ୍ଥାନରେ ହିଁ ଟଳି ପଡ଼ିଥିଲେ। ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଛି।

ବିଜେପିର ଜମ୍ମୁ-କଶ୍ମୀର ମୁଖପାତ୍ର ଅଲତାଫ ଠାକୁର ଘଟଣାକୁ ନିନ୍ଦା କରିବା ସହ ଆକ୍ରମଣକୁ ଭୟଙ୍କର ବୋଲି କହିଛନ୍ତି। ଏଥିସହ ସେ ଅପରାଧୀମାନଙ୍କୁ କାବୁ କରି ତୁରନ୍ତ କଠୋର ଦଣ୍ଡ ଦେବାକୁ ପୁଲିସ୍‌କୁ ନିବେଦନ କରିଛନ୍ତି।

ଅଲତାଫ କହିଛନ୍ତି, “ନୀରହ ଲୋକଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣା ସବୁଆଡ଼େ ଘଟିବାରେ ଲାଗିଛି। ଏଭଳି ଘଟଣା ଆତଙ୍କବାଦୀଙ୍କ ହତାଶ ଭାବକୁ ଦର୍ଶାଉଛି।”

ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଦରଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story