ବିଜେପି ବିଧାୟକଙ୍କ ନାଁରେ ଆସିଲା ଦ୍ୱିତୀୟ ଦୁଷ୍କର୍ମ ମାମଲା

ଜୟପୁର: ପୁଣିଥରେ ବିବାଦରେ ବିଜେପିର ଜଣେ ବିଧାୟକ। ୧୦ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଜେପି ବିଧାୟକ ପ୍ରତାପ ଭୀଲଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ରାଜସ୍ଥାନର ଗୋଗୁଣ୍ଡା ବିଧାନସଭା ଆସନରୁ ଜିତିଥିବା ପ୍ରତାପ ଜଣେ ମହିଳାଙ୍କୁ ଚାକିରି କରାଇ ଦେବାର ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ଆଉ ଜଣେ ମହିଳା ପ୍ରତାପଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ଏବେ ଜଣେ ମହିଳା ଅମ୍ବାମାତା ଏସ୍‌ପିଙ୍କ ପାଖକୁ ଯାଇ […]

BJP

BJP

Hemant Lenka
  • Published: Thursday, 18 November 2021
  • Updated: 18 November 2021, 12:57 PM IST

Sports

Latest News

ଜୟପୁର: ପୁଣିଥରେ ବିବାଦରେ ବିଜେପିର ଜଣେ ବିଧାୟକ। ୧୦ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଜେପି ବିଧାୟକ ପ୍ରତାପ ଭୀଲଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ରାଜସ୍ଥାନର ଗୋଗୁଣ୍ଡା ବିଧାନସଭା ଆସନରୁ ଜିତିଥିବା ପ୍ରତାପ ଜଣେ ମହିଳାଙ୍କୁ ଚାକିରି କରାଇ ଦେବାର ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ଆଉ ଜଣେ ମହିଳା ପ୍ରତାପଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ।

ଏବେ ଜଣେ ମହିଳା ଅମ୍ବାମାତା ଏସ୍‌ପିଙ୍କ ପାଖକୁ ଯାଇ ବିଧାୟକ ପ୍ରତାପଙ୍କ ବିଷୟରେ ସବୁ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ବିଧାୟକ ପ୍ରତାପ ତାଙ୍କୁ ଚାକିରିର ଲୋଭ ଦେଖାଇ ଦୁଷ୍କର୍ମ କରିଛନ୍ତି। ଏପରି କି ଉକ୍ତ ମହିଳାଙ୍କୁ ପ୍ରତାପ ବାହା ହେବେ ବୋଲି କଥା ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ବି ରଖିଥିଲେ। ତେବେ ସେ ନିଜ କଥାରୁ ଓହରି ଯିବାରୁ ମହିଳା ଜଣଙ୍କ ବାଧ୍ୟ ହୋଇ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିବା କହିଛନ୍ତି।

୧୦ ମାସ ତଳେ ସୁଖେର ଠାରେ ଆଉ ଜଣେ ମହିଳା ବିଧାୟକ ପ୍ରତାପଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ତଦନ୍ତ ଏବେ ସିଆଇଡି କରୁଛି। ଏହି ମାମଲାରେ ମହିଳା ଜଣଙ୍କ ଚାକିରି ଆଶାରେ ବିଧାୟକ ପ୍ରତାପଙ୍କୁ ଭେଟିଥିଲେ। ତାଙ୍କ ସହ କଥାବାର୍ତ୍ତା ହେବା ପରେ ମହିଳା ଜଣଙ୍କ ଘରକୁ ଚାଲି ଯାଇଥିଲେ।

କିନ୍ତୁ ସେବେଠାରୁ ବିଧାୟକ ପ୍ରତାପ ତାଙ୍କୁ ବାରମ୍ବାର ଫୋନ କରି ଚାଲିଥିଲେ। ଗତବର୍ଷ ମାର୍ଚ୍ଚ ମାସରେ ପ୍ରତାପ ମହିଳା ଜଣଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।
ବିଜେପି ବିଧାୟକ ପ୍ରତାପଙ୍କ ବିରୋଧରେ ୨ ଜଣ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ହେଁ ସେ ଏହାକୁ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story