ପୁରୁଣା ସ୍କୁଲ ପାଇଁ ନୂଆ ଯୋଜନା ପିଏମ ଶ୍ରୀ

ନୂଆଦିଲ୍ଲୀ: ଏବେ ଦେଶରେ ସ୍କୁଲ ରାଜନୀତି ଆରମ୍ଭ ହୋଇଯାଇଛି। ଦିଲ୍ଲୀର କ୍ଷମତାସୀନ ଆମ ଆଦ୍‌ମୀ ପାର୍ଟିର ସ୍କୁଲ ଓ ଶିକ୍ଷା ମଡେଲକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ଏହିକ୍ରମରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ମଧ୍ୟ ଦେଶରେ ଥିବା ସ୍କୁଲ ଗୁଡ଼ିକର ଉନ୍ନତିକରଣ ପାଇଁ ଯୋଜନା ଲାଗୁ କରିଛି। ସେପ୍ଟେମ୍ବର ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଦେଶର ୧୪,୫୦୦ ସ୍କୁଲକୁ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ ବା ପିଏମ ଶ୍ରୀ ଯୋଜନାରେ ଅପଗ୍ରେଡ […]

PM

PM

Hemant Lenka
  • Published: Wednesday, 07 September 2022
  • Updated: 07 September 2022, 05:25 PM IST

Sports

Latest News

ନୂଆଦିଲ୍ଲୀ: ଏବେ ଦେଶରେ ସ୍କୁଲ ରାଜନୀତି ଆରମ୍ଭ ହୋଇଯାଇଛି। ଦିଲ୍ଲୀର କ୍ଷମତାସୀନ ଆମ ଆଦ୍‌ମୀ ପାର୍ଟିର ସ୍କୁଲ ଓ ଶିକ୍ଷା ମଡେଲକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ଏହିକ୍ରମରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ମଧ୍ୟ ଦେଶରେ ଥିବା ସ୍କୁଲ ଗୁଡ଼ିକର ଉନ୍ନତିକରଣ ପାଇଁ ଯୋଜନା ଲାଗୁ କରିଛି।

ସେପ୍ଟେମ୍ବର ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଦେଶର ୧୪,୫୦୦ ସ୍କୁଲକୁ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ ବା ପିଏମ ଶ୍ରୀ ଯୋଜନାରେ ଅପଗ୍ରେଡ କରାଯିବ ବୋଲି ଘୋଷଣା କରିଥିଲେ। ଏହାକୁ ସେ ଗୋଟିଏ ନୂଆ ଯୋଜନା ଭାବେ ନାମିତ କରିଥିଲେ।

ଏହି ଘୋଷଣା ପରେ ଆଜି କେନ୍ଦ୍ର କ୍ୟାବିନେଟ ଏହି ଯୋଜନା ଉପରେ ମୋହର ମାରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସମେତ ଦେଶର ୧୪ ହଜାରରୁ ଅଧିକ ସ୍କୁଲକୁ ଅଧିକ ଉନ୍ନତିକରଣ କରାଯାଇ ପିଏମ ଶ୍ରୀ ସ୍କୁଲରେ ପରିଣତ କରାଯିବ। ଏହି ସ୍କୁଲ ଗୁଡ଼ିକ ମଡେଲ ସ୍କୁଲରେ ପରିଣତ ହେବ ଓ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଅଧିକ ରୁଦ୍ଧିମନ୍ତ କରିବ ବୋଲି ସେ କହିଛନ୍ତି।

ତେବେ କେନ୍ଦ୍ରର ଏହି ନୂଆ ସ୍କୁଲ ଯୋଜନାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏହା ବାସ୍ତବରେ ନୂଆ ନା କେବଳ ରାଜନୀତି ପାଇଁ ଏପରି ଘୋଷଣା କାରାଯାଉଛି, ତା’କୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି। ଏପରି ଅତ୍ୟାଧୁନିକ ସ୍କୁଲର ଘୋଷଣା ଗତବର୍ଷ ବଜେଟ ଭାଷଣ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ।

୨୦୨୧ ଫେବୃଆରୀ ୧ ବଜେଟ ଉପସ୍ଥାପନ ବେଳେ ନିର୍ମଳା ସୀତାରମଣ କହିଥିଲେ ଯେ ଦେଶର ୧୫ ହଜାର ସ୍କୁଲକୁ ଅପଗ୍ରେଡ କରାଯିବ। ନୂଆ ଶିକ୍ଷା ନୀତିର ଯେଉଁ ସବୁ ସର୍ତ୍ତ ଅଛି, ସେସବୁକୁ ଏହି ସ୍କୁଲଗୁଡ଼ିକରେ ପାଳନ କରାଯିବ। ଏହି ଘୋଷଣା ପରେ ଲାଗୁଥିଲା ସ୍କୁଲଗୁଡ଼ିକର ଉନ୍ନତିକରଣ ହେବ। ଇତି ମଧ୍ୟ ଦେଢ଼ ବର୍ଷ ବିତିଗଲାଣି।

ଚଳିତ ବର୍ଷ ଜୁନ ମାସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ କାର୍ଯ୍ୟକ୍ରମରେ ୧୫ ହଜାର ପିଏମ ଶ୍ରୀ ସ୍କୁଲ ନିର୍ମାଣ କରାଯିବା କଥା କହିଥିଲେ। କିନ୍ତୁ ୨୦୨୧ ବଜେଟ ବେଳେ ସ୍କୁଲ ଅପଗ୍ରେଡ ସମ୍ପର୍କରେ ଯାହା କୁହାଯାଇଥିଲା, ତା’ର ସ୍ଥିତି କ’ଣ ସେ ବିଷୟରେ କିଛି ବି କହି ନଥିଲେ। କେବଳ ଆଗକୁ ସ୍କୁଲ ହେବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୫ରେ ଟ୍ୱିଟ କରି ପିଏମ ଶ୍ରୀ ଅଧୀନରେ ୧୪,୫୦୦ ସ୍କୁଲ ତିଆରି ହେବ ବୋଲି କହିଛନ୍ତି।

କିନ୍ତୁ ଯେଉଁ ଖବର ୨୦୨୧ ଫେବୃଆରୀ ଓ ୨୦୨୨ ଜୁନରେ ଛପି ଥିଲା ସେ ଖବର ସେପ୍ଟର ୫ ଓ ଆଜି ମଧ୍ୟ ବିଭିନ୍ନ ମିଡିଆରେ ପ୍ରକାଶ ପାଇଛି। ଜୁନ ୨ରେ ଖୋଦ ଶିକ୍ଷାମନ୍ତ୍ରୀ କହିଥିଲେ ଯେ ଦେଶରେ ଯେତେ ସ୍କୁଲ ରହିଛି, ତା’ର ମାତ୍ର ୧% ସ୍କୁଲକୁ ପିଏମ ଶ୍ରୀ ସ୍କୁଲରେ ପରିଣତ କରାଯିବ।

ରାଜ୍ୟ ଶିକ୍ଷାମନ୍ତ୍ରୀମାନଙ୍କ ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସରକାର ପିଏମ ଶ୍ରୀ ସ୍କୁଲ ଯୋଜନା ଆଣୁଛନ୍ତି। ସେହି ସବୁ ସ୍କୁଲ କେମିତି ତିଆରି ହେବ, ତା’ର ଖବର କାହା ପାଖରେ ନାହିଁ। ସମସ୍ତଙ୍କ ପରାମର୍ଶକ୍ରମେ ସ୍କୁଲ ତିଆରି ହେବ ବୋଲି ମନ୍ତ୍ରୀ କହିଛନ୍ତି। ହେଲେ କେଉଁ ଆଧାରରେ ୨୦୨୧ ଫେବୃଆରୀ ବଜେଟରେ ୧୫ ହଜାର ସ୍କୁଲ ଅପଗ୍ରେଡ ହେବ ବୋଲି କୁହାଯାଇଥିଲା? ସେହିପରି ଘୋଷଣାକୁ ବର୍ଷେରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଏହାର ରୂପରେଖ ସମ୍ପର୍କରେ କେତେଥର ବୈଠକ ହୋଇଛି?

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପିଏମ ଶ୍ରୀ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଦେଶର ପ୍ରାୟ ୮୦% ବା ୧୦ ଲକ୍ଷରୁ ଅଧିକ ସ୍କୁଲର ବିକାଶ ହେବା ଦରକାର। ମୋଦି ସରକାର କେବଳ ୧୪,୫୦୦ ସ୍କୁଲକୁ ଅପଗ୍ରେଡ କରିବାକୁ ଯାଉଛନ୍ତି। ଏପରି ସ୍ଥିତିରେ ୧୦ ଲକ୍ଷ ସ୍କୁଲର ଉନ୍ନତିକରଣ ପାଇଁ ୧୦୦ ବର୍ଷ ସମୟ ଦରକାର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story