ଗୋରୁ ଚୋରାଚାଲାଣ ମାମଲା: ଟିଏମସି ନେତାଙ୍କୁ ବାନ୍ଧିଲା ସିବିଆଇ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଟିଏମସିର ବୀରଭୂମି ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି ସିବିଆଇ। ୨୦୨୦ ମସିହା ଗୋରୁ ଚୋରାଚାଲାଣ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳେ ସିବିଆଇର ଗୋଟିଏ ଟିମ୍‌ ମଣ୍ଡଳଙ୍କ ବୀରଭୂମି ସ୍ଥିତ ବାସଭବନରେ ପହଞ୍ଚିଥିଲା। କିଛି ସମୟର ପଚରାଉଚରା ପରେ ସିବିଆଇ ଟିମ ତାଙ୍କୁ ଗିରଫ କରିଛି। ଗୋରୁ ଚୋରାଚାଲାଣ ମାମଲାର ତଦନ୍ତ କରୁଥିବା ସିବିଆଇର ଅନୁବ୍ରତ ମଣ୍ଡଳଙ୍କୁ ଜେରା କରିବାକୁ ଚାହୁଁଥିଲା। […]

TMC

TMC

Hemant Lenka
  • Published: Thursday, 11 August 2022
  • Updated: 11 August 2022, 11:11 AM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଟିଏମସିର ବୀରଭୂମି ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି ସିବିଆଇ। ୨୦୨୦ ମସିହା ଗୋରୁ ଚୋରାଚାଲାଣ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳେ ସିବିଆଇର ଗୋଟିଏ ଟିମ୍‌ ମଣ୍ଡଳଙ୍କ ବୀରଭୂମି ସ୍ଥିତ ବାସଭବନରେ ପହଞ୍ଚିଥିଲା। କିଛି ସମୟର ପଚରାଉଚରା ପରେ ସିବିଆଇ ଟିମ ତାଙ୍କୁ ଗିରଫ କରିଛି।

ଗୋରୁ ଚୋରାଚାଲାଣ ମାମଲାର ତଦନ୍ତ କରୁଥିବା ସିବିଆଇର ଅନୁବ୍ରତ ମଣ୍ଡଳଙ୍କୁ ଜେରା କରିବାକୁ ଚାହୁଁଥିଲା। ଏଥିପାଇଁ ତାଙ୍କୁ ୧୦ ଥର ସମନ ମଧ୍ୟ କରାଯାଇଥିଲା। ହେଲେ ସେ କୌଣସି ସମନର ଉତ୍ତର ଦେଇ ନଥିଲେ କିମ୍ବା ସିବିଆଇରେ ହାଜର ହୋଇ ପକ୍ଷ ରଖି ନଥିଲେ। ସେ ସିବିଆଇ ସମନକୁ ବେଖାତିର କରୁଥିବା ଆଜି ତାଙ୍କୁ ଗିରଫ କରାଯାଇଛି।

୨୦୨୦ ମସିହାରେ ସିବିଆଇ ଗୋରୁ ଚୋରାଚାଲାଣ ମାମଲାରେ ଏଫଆଇଆର କରିବା ପରେ ଅନୁବ୍ରତ ମଣ୍ଡଳଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କୁ ଦୁଇଥର ସିବିଆଇ ଜେରା ମଧ୍ୟ କରିଥିଲା। ହେଲେ ଦୁଇ ଥରର ଜେରା ପରେ ସେ ଆଉ ସିବିଆଇ ହାତରେ ଧରାଛୁଆଁ ଦେଇ ନଥିଲା। ସିବିଆଇର କହିବା କଥା ୨୦୧୫ରୁ ୨୦୧୭ ମଧ୍ୟରେ ୨୦ ହଜାରରୁ ଅଧିକ ଗୋରୁଙ୍କୁ ଚୋରା ଚାଲାଣ କରାଯାଉଥିବା ବେଳେ ବିଏସ୍ଏଫ ଯବାନମାନେ ଜବତ କରିଥିଲେ।

ଏଗୁଡ଼ିକୁ ବାଂଲାଦେଶ ପଠା ଯାଉଥିଲା। ସିବିଆଇ ଘଟଣାର ତଦନ୍ତ କରିବା ସହ ବୀରଭୂମିର ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ଏହି ସମୟରେ ଅନୁବ୍ରତ ମଣ୍ଡଳରଙ୍କ ଅଙ୍ଗରକ୍ଷୀ ସୈଗଲ ହୁସେନଙ୍କୁ ମଧ୍ୟ ତଦନ୍ତକାରୀ ସଂସ୍ଥା ଗିରଫ କରିଥିଲା। ଏହାପରେ ମଣ୍ଡଳଙ୍କୁ ହାଜର ହେବାକୁ ସମନ କରାଯାଇଥିଲା। କିନ୍ତୁ ସେ ହାଜର ହୋଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story