ସୁଡ଼ଙ୍ଗ ଭିତରୁ ମିଳିଲା ୫ ମୃତଦେହ, ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

ଡେରାଡୁନ: ଗତ ସପ୍ତାହରେ ଉତ୍ତରାଖଣ୍ଡର ଚମୋଲିରେ ହିସ୍ଖଳନ ପରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ଅନେକ ଲୋକ ଭାସି ଯାଇଥିଲେ। ଏଥିରେ ଅନେକ ଲୋକ ମୃତାହତ ହୋଇଥିବା ବେଳେ ଏବେ ଏହି ମୃତ୍ୟୁ ସଂଖ୍ୟାରେ ୪୩ରେ ପହଁଚିଛି। ତପୋବନର ସୁଡ଼ଙ୍ଗ ଭିତରୁ ମିଳିଛି ଆଉ ୫ ମୃତଦେହ। ରେସକ୍ୟୁ ଅପରେସନ ସମୟରେ ରବିବାର ଏହି ୫ ମୃତଦେହ ଉଦ୍ଧାର ହୋଇଛି। ପୂର୍ବରୁ ଶୁକ୍ରବାର ଦିନ ଗୋଟିଏ ମୃତଦେହ ମିଳିଥିଲା।  ଶନିବାର ଦିନ ଚମୋଲି ଜିଲ୍ଲାପାଳ କହିଥିଲେ, ଏନଟିପିସି […]

tunnel in Tapovan

tunnel in Tapovan

Madhupriya Mistry
  • Published: Sunday, 14 February 2021
  • Updated: 14 February 2021, 09:33 AM IST

Sports

Latest News

ଡେରାଡୁନ: ଗତ ସପ୍ତାହରେ ଉତ୍ତରାଖଣ୍ଡର ଚମୋଲିରେ ହିସ୍ଖଳନ ପରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ଅନେକ ଲୋକ ଭାସି ଯାଇଥିଲେ। ଏଥିରେ ଅନେକ ଲୋକ ମୃତାହତ ହୋଇଥିବା ବେଳେ ଏବେ ଏହି ମୃତ୍ୟୁ ସଂଖ୍ୟାରେ ୪୩ରେ ପହଁଚିଛି। ତପୋବନର ସୁଡ଼ଙ୍ଗ ଭିତରୁ ମିଳିଛି ଆଉ ୫ ମୃତଦେହ। ରେସକ୍ୟୁ ଅପରେସନ ସମୟରେ ରବିବାର ଏହି ୫ ମୃତଦେହ ଉଦ୍ଧାର ହୋଇଛି।

ପୂର୍ବରୁ ଶୁକ୍ରବାର ଦିନ ଗୋଟିଏ ମୃତଦେହ ମିଳିଥିଲା।  ଶନିବାର ଦିନ ଚମୋଲି ଜିଲ୍ଲାପାଳ କହିଥିଲେ, ଏନଟିପିସି ଟନେଲରେ ଖନନ କାର୍ଯ୍ୟ ୧୩୬ ମିଟର ଯାଏଁ ହୋଇଛି । ନିଖୋଜ ଥିବା ୨୦୪ଲୋକଙ୍କ ମଧ୍ୟରୁ ୩୮ ମୃତଦେହ ମିଳିଛି । ଏହାସହ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ତେବେ ଆଜି ଆଉ ୫ଟି ମୃତଦେହ ଉଦ୍ଧାର ହେବା ପରେ ମୃତକଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି। ଟନେଲ ମଧ୍ୟରୁ ବିଭିନ୍ନ ଭଗ୍ନାଶ ହଟାଯାଉଛି । କିଛି ଲୋକ ଏବେବି ଟନେଲ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି । ସେପଟେ ଚମୋଲିରେ ହିମସ୍ଖଳନ ପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନେକ ଗାଁ ସହ ଯୋଗାଯୋଗ ବିଭିନ୍ନ ହୋଇଛି । ବିଭିନ୍ନ ଅଞ୍ଚଳରେ ଆଇଟିବିପି ଯବାନମାନେ ରିଲିଫ୍ କ୍ୟାମ୍ପ ଲଗାଇଛନ୍ତି । ଏହାସହ ଲୋକଙ୍କୁ ଜରୁରୀ ଦ୍ରବ୍ୟ ସହ ଖାଦ୍ୟ ପଦାର୍ଥ ବାଣ୍ଟୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story