ସିବିଆଇ ମୁଖ୍ୟଙ୍କ ଚୟନରେ ସିଜେଆଇ କହିଲେ ଏମିତି କଥା, ଫେଲ ହେଲା ସରକାରଙ୍କ ସବୁ ଯୋଜନା!

ନୂଆଦିଲ୍ଲୀ: ସିବିଆଇର ନୂଆ ମୁଖ୍ୟ ଚୟନ ପାଇଁ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏହି ବୈଠରେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରାମନା ଏମିତି ନିୟମ ବିଷୟରେ ଉଲ୍ଲେଖ କରିଥିଲେ ଯେ ଯାହାଦ୍ୱାରା କେନ୍ଦ୍ର ସରକାରଙ୍କ ସବୁ ଯୋଜନା ଫେଲ ହୋଇଯାଇଥିଲା। ସରକାର ସିବିଆଇର ମୁଖ୍ୟ ପଦ ପାଇଁ ନିଜ ପସନ୍ଦର ଦୁଇ ଜଣ ଅଫିସରଙ୍କୁ ତାଲିକା ଭୁକ୍ତ କରିଥିଲେ। ହେଲେ ସିଜେଆଇଙ୍କ ବୟାନ ପରେ ଉକ୍ତ ଦୁଇ ଅଫିସର ତାଲିକାରୁ […]

CJI

CJI

Hemant Lenka
  • Published: Tuesday, 25 May 2021
  • Updated: 25 May 2021, 06:26 PM IST

Sports

Latest News

ନୂଆଦିଲ୍ଲୀ: ସିବିଆଇର ନୂଆ ମୁଖ୍ୟ ଚୟନ ପାଇଁ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏହି ବୈଠରେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରାମନା ଏମିତି ନିୟମ ବିଷୟରେ ଉଲ୍ଲେଖ କରିଥିଲେ ଯେ ଯାହାଦ୍ୱାରା କେନ୍ଦ୍ର ସରକାରଙ୍କ ସବୁ ଯୋଜନା ଫେଲ ହୋଇଯାଇଥିଲା। ସରକାର ସିବିଆଇର ମୁଖ୍ୟ ପଦ ପାଇଁ ନିଜ ପସନ୍ଦର ଦୁଇ ଜଣ ଅଫିସରଙ୍କୁ ତାଲିକା ଭୁକ୍ତ କରିଥିଲେ। ହେଲେ ସିଜେଆଇଙ୍କ ବୟାନ ପରେ ଉକ୍ତ ଦୁଇ ଅଫିସର ତାଲିକାରୁ ବାଦ୍‌ ପଡ଼ିଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

୯୦ ମିନିଟ ଧରି ଚାଲିଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରଧାନ ବିଚାରପତି ଜଷ୍ଟିସ ରମନାଙ୍କ ସହ କମିଟିରେ ଥିବା ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। କମିଟିର ପୂରା ଫୋକସ ମହାରାଷ୍ଟ୍ରର ପୂର୍ବତନ ଡିଜିପି ସୁବୋଧ କୁମାର ଜୈସୱାଲ, ସଶସ୍ତ୍ର ସୀମା ବଳର ଡିଜି କେଆର ଚନ୍ଦ୍ର ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭିଏସକେ କଉମୁଦିଙ୍କ ଉପରେ ରହିଥିଲା।

ସୂତ୍ର ଅନୁସାରେ, ଆଲୋଚନା ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ରାମନା ୬ ମାସିଆ ନିୟମର ଉଲ୍ଲେଖ କରିଥିଲେ। ପୂର୍ବରୁ ସିବିଆଇ ମୁଖ୍ୟ ଚୟନ ବେଳେ ଏହି ନିୟମକୁ ଅଣଦେଖା କରାଯାଉଥିଲା। ଜଷ୍ଟିସ ରାମନା ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଉଲ୍ଲେଖ କରିଥିଲେ। ଏହି ରାୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଯେଉଁ ଅଧିକାରୀମାନଙ୍କ କାର୍ଯ୍ୟକାଳ ୬ମାସରୁ କମ ରହିଛି, ସେମାନଙ୍କୁ ପୁଲିସ୍‌ ମୁଖ୍ୟ ପଦ ପାଇଁ ବିଚାର କରାଯାଇ ପାରିବ ନାହିଁ। ସିବିଆଇ ମୁଖ୍ୟଙ୍କ ଚୟନ ବେଳେ ମଧ୍ୟ କମିଟି ଏହି ନିୟମ ପାଳନ କରିବା ଉଚିତ ବୋଲି ସେ କହିଥିଲେ। ପ୍ୟାନେଲରେ ଥିବା ଅଧୀର ରଞ୍ଜନ ଏହି ନିୟମକୁ ସମର୍ଥନ କରିଥିଲେ।

ଏହି ନିୟମ ଯୋଗୁ ୩୧ ଅଗଷ୍ଟରେ ଅବସର ନେବାକୁ ଥିବା ବିଏସଏଫର ଡିଜି ରାକେଶ ଆସ୍ଥାନା ଓ ୩୧ ମେ’ରେ ଅବସର ନେବାକୁ ଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସିର ମୁଖ୍ୟ ୱାଇସି ମୋଦି ସିବିଆଇ ମୁଖ୍ୟ ପଦ ଦୌଡ଼ରୁ ବାଦ ପଡ଼ିଥିଲେ। ଉଭୟ କେନ୍ଦ୍ର ସରକାରଙ୍କ ଗୁଡ଼ବୁକ୍‌ରେ ରହିଥିଲେ।

ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ର ସରକାରଙ୍କ ତାଲିକା ଅଦଳବଦଳକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ମୋତେ ସିବିଆଇ ମୁଖ୍ୟ ପଦ ଦୌଡ଼ରେ ସାମିଲ ଥିବା ୧୦୯ ଜଣଙ୍କ ନାଁ ମିଳିଥିଲା। କିନ୍ତୁ କମିଟିର ବୈଠକ ପୂର୍ବରୁ ତାଲିକାରେ ଥିବା ୧୬ ଜଣଙ୍କ ନାଁ ବଦଳାଇ ଦିଆଯାଇଥିଲା। ଏ ବିଷୟରେ ପୂର୍ବରୁ କୌଣସି ସୂଚନା କେନ୍ଦ୍ର ସରକାର ଦେଇ ନଥିଲେ।

ମେ’ ୧୧ରେ ମୋତେ ୧୦୯ ଜଣଙ୍କ ନାଁ ଦିଆଯାଇଥିଲା। ସୋମବାର ଅପରାହ୍ନ ୧ଟା ସୁଦ୍ଧା ୧୦ ଟି ନାମ ଓ ୪ଟା ବେଳକୁ ଚୂଡ଼ାନ୍ତ ତାଲିକାରେ ୬ ଜଣଙ୍କ ନାଁ ରହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story