ଗାଳି ଦେଇଥିଲେ ଶିକ୍ଷକ, ୩ ରାଉଣ୍ଡ ଗୁଳି ଚଳାଇ ବଦଲା ନେଲା ଛାତ୍ର

ଲକ୍ଷ୍ନୌ: ରାସ୍ତାରେ ଚାଲିଲା ଗୁଳି। ଶିକ୍ଷକଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଲା ଜଣେ ସ୍କୁଲ ଛାତ୍ର। ଦୁଷ୍ଟାମୀ ଯୋଗୁ ଶିକ୍ଷକ ଗାଳି ଦେଇଥିବାରୁ ଛାତ୍ର ଜଣଙ୍କ ଗୁଳିମାରି ଏହାର ବଦଲା ନେଇଛି। ଉତ୍ତର ପ୍ରଦେଶର ସୀତାପୁର ଠାରେ ଏପରି ଘଟଣା ଘଟିଛି। ଏଠାରେ ଥିବା ଗୋଟିଏ ସ୍କୁଲରେ ପଢ଼ୁଥିବା ଜଣେ ୧୦ମ ଶ୍ରେଣୀ ଛାତ୍ର ଦେଶୀ ବନ୍ଧକକୁ ୩ ରାଉଣ୍ତ ଗୁଳି ଚଳାଇ ଶିକ୍ଷକଙ୍କୁ ଆକ୍ରମଣ କରିଛି। ମିଳିଥିବା ସୂଚନା ଅନୁସାରେ, ୧୦ମ ଶ୍ରେଣୀରେ ପଢ଼ୁଥିବା […]

Gun

Gun

Hemant Lenka
  • Published: Saturday, 24 September 2022
  • Updated: 24 September 2022, 07:35 PM IST

Sports

Latest News

ଲକ୍ଷ୍ନୌ: ରାସ୍ତାରେ ଚାଲିଲା ଗୁଳି। ଶିକ୍ଷକଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଲା ଜଣେ ସ୍କୁଲ ଛାତ୍ର। ଦୁଷ୍ଟାମୀ ଯୋଗୁ ଶିକ୍ଷକ ଗାଳି ଦେଇଥିବାରୁ ଛାତ୍ର ଜଣଙ୍କ ଗୁଳିମାରି ଏହାର ବଦଲା ନେଇଛି। ଉତ୍ତର ପ୍ରଦେଶର ସୀତାପୁର ଠାରେ ଏପରି ଘଟଣା ଘଟିଛି। ଏଠାରେ ଥିବା ଗୋଟିଏ ସ୍କୁଲରେ ପଢ଼ୁଥିବା ଜଣେ ୧୦ମ ଶ୍ରେଣୀ ଛାତ୍ର ଦେଶୀ ବନ୍ଧକକୁ ୩ ରାଉଣ୍ତ ଗୁଳି ଚଳାଇ ଶିକ୍ଷକଙ୍କୁ ଆକ୍ରମଣ କରିଛି।

ମିଳିଥିବା ସୂଚନା ଅନୁସାରେ, ୧୦ମ ଶ୍ରେଣୀରେ ପଢ଼ୁଥିବା ପିଲାଟି ଗତକାଲି ସ୍କୁଲରେ ଝଗଡ଼ା କରିଥିଲା। ଏଥିପାଇଁ ସ୍କୁଲର ଜଣେ ଶିକ୍ଷକ ପିଲାଟିକୁ ଗାଳି ଦେଇଥିଲେ। ବାସ ଏହି ସାମାନ୍ୟ ଘଟଣା ପାଇଁ ଛାତ୍ର ଜଣଙ୍କ ଶିକ୍ଷକଙ୍କୁ ଗୁଳି ମାଡ଼ କରିଛି। ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ହୋଇଥିବା ଏହି ଲଢ଼େଇ ସିସିଟିଭରେ କଏଦ ହୋଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ଅଭିଯୁକ୍ତ ଛାତ୍ର ଜଣଙ୍କ ଗୋଟିଏ ଦେଶୀ ବନ୍ଧୁକ ଧରି ଶିକ୍ଷକଙ୍କ ପିଛା କରିଥିଲା। ଏହାପରେ ସେ ଗୁଳିମାରିବାକୁ ଚେଷ୍ଟା କରିଥିଲା। ତେବେ ଶିକ୍ଷକଙ୍କ ଜଣଙ୍କୁ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ବନ୍ଧୁକର ପଛ ପଟେ ଶିକ୍ଷକଙ୍କୁ ମାଡ଼ ମାରିଥିଲା। ଏହାପରେ ୩ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲା।

ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳରେ ରହୁଥିବା କିଛି ଲୋକ ଦୌଡ଼ି ଆସିଥିଲେ। ସେମାନେ ଅଭିଯୁକ୍ତ ଛାତ୍ର ହାତରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଗୋଟିଏ କାଠଫାଳିଆ ଦ୍ୱାରା ଅଭିଯୁକ୍ତକୁ ମାଡ଼ ମାରିବାର ଧମକ ମଧ୍ୟ ଦେଇଥିଲେ। ଏତିକି ବେଳେ ଗୁଳିମାଡ଼ରେ ଆହତ ହୋଇଥିବା ଶିକ୍ଷକ ଜଣଙ୍କ ତଳେ ପଡ଼ି ଯାଇଥିଲେ।

ଏହା ଦେଖି ପିଲାଟି ସେଠାରୁ ଦୌଡ଼ି ପଳାଇଥିଲା। ପୁଲିସ୍‌ ଏବେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆଡିସନାଲ ଏସ୍‌ପି ରାଜୀବ ଦିକ୍ଷୀତ କହିଛନ୍ତି, ଛାତ୍ର ଜଣଙ୍କ ଗୁଳି ଚଳାଇଥିଲେ ମଧ୍ୟ ଏହା ଶିକ୍ଷକଙ୍କ କୌଣସି ସମ୍ବେଦନଶୀଳ ଅଙ୍ଗରେ ମାଡ଼ ହୋଇନାହିଁ। ସେ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଏବେ ସେ ବିପଦ ମୁକ୍ତ ରହିଛନ୍ତି। ତାଙ୍କୁ ପ୍ରଥମେ ସ୍ଥାନୀୟ ପରେ ଅଧିକ ଚିକିତ୍ସା ପାଇଁ ଲକ୍ଷ୍ନୌକୁ ପଠାଯାଇଥିଲା। ଶିକ୍ଷକ ଜଣଙ୍କ କହିଛନ୍ତି ଯେ ପିଲାଟି ଦୁଷ୍ଟାମୀ କରିଥିବାରୁ ଗାଳି ଦେଇଥିଲି। ହେଲେ ସେ ଏମିତି ରାଗ ରଖିଛି ବୋଲି ଆଦୌ ଜାଣି ନଥିଲି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story