କଂଗ୍ରେସ ନେତା ତାଜଦାର ବାବରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତାଜଦାର ବାବରଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ଶେଷରେ ଆଜି ସେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି। ତାଜଦାର ଦିଲ୍ଲୀର ପୂର୍ବତନ ମେୟର ଫରହଦ ସୁରୀଙ୍କ ମା’। ତାଜଦାର ତତ୍କାଳୀନ ମିଣ୍ଟୋ ରୋଡ ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ କାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଏହି ମିଣ୍ଟୋ ରୋଡ ନୂଆ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ […]

Tajdar

Tajdar

Hemant Lenka
  • Published: Saturday, 02 October 2021
  • Updated: 02 October 2021, 01:36 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତାଜଦାର ବାବରଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ଶେଷରେ ଆଜି ସେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି। ତାଜଦାର ଦିଲ୍ଲୀର ପୂର୍ବତନ ମେୟର ଫରହଦ ସୁରୀଙ୍କ ମା’।

ତାଜଦାର ତତ୍କାଳୀନ ମିଣ୍ଟୋ ରୋଡ ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ କାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଏହି ମିଣ୍ଟୋ ରୋଡ ନୂଆ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ମିଶିଥିଲା। ନୂଆଦିଲ୍ଲୀ ଆସନରେ ପୂର୍ବରୁ ଶିଲା ଦିକ୍ଷୀତି ଜିତିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜୟୀ ହୋଇ ବିଧାନସଭାକୁ ଯାଇଛନ୍ତି।

ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ତାଜଦାର ଦିଲ୍ଲୀ କଂଗ୍ରେସର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଆଜି ତାଙ୍କ ବିୟୋଗରେ କଂଗ୍ରେସ ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ଏଥିସହ ତାଙ୍କ ମରଶରୀରରୁ ଅନ୍ତିମ ଦର୍ଶନ ପାଇଁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪.୩୦ ଯାଏ ପୂର୍ବ ନିଜାମୁଦ୍ଦିନର କମ୍ୟୁନିଟି ବିଲଡିଂରେ ରଖାଯାଇଥିବା ଦଳ ସମସ୍ତଙ୍କୁ ଅବଗତ କରାଇଛି।

କଂଗ୍ରେସ ନେତା ରାହୁଲ ଗାନ୍ଧି, ମୁଖପାତ୍ର ପବନ ଖେଡ଼ାଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ତାଜଦର ବାବରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ରାହୁଲ ଗାନ୍ଧି ମଧ୍ୟ ତାଜଦାରଙ୍କ ଅନ୍ତମ ଦର୍ଶନ କରିବାକୁ ଯିବେ ବୋଲି ଜଣାପଡ଼ିଛି।

ତାଜଦାରଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ପୁଅ ଫରହଦ ୨୦୦୬ରେ ଦିଲ୍ଲୀ ମେୟର ଭାବେ କାର୍ଯ୍ୟ କରିଥିଲେ। ସେତେବେଳେ ଦିଲ୍ଲୀର ୩ଟି ଯାକ ନିଗମ ଏକାଠି କାର୍ଯ୍ୟ କରୁଥିଲେ।

ଶନିବାର ସନ୍ଧ୍ୟାରେ ନିଜାମୁଦ୍ଦିନର ପଞ୍ଚ ପିରାନ କବରସ୍ତାନରେ ତାଙ୍କୁ କବର ଦିଆଯିବ। ଏବେ ତାଙ୍କ ମରଶରୀରକୁ ପୂର୍ବ ନିଜାମୁଦ୍ଦିନର କମ୍ୟୁନିଟି ବିଲଡିଂରେ ରଖାଯାଇଛି। ଅନ୍ତିମ ଦର୍ଶନ ପରେ ସମସ୍ତେ ନିଜାମୁଦ୍ଦିନ ଥାନା ନିକଟରେ ଏକାଠି ହେବେ। ସେଠାରେ ଥିବା କାଲା ମସଜିଦରେ ସମୂହ ନମାଜ ପାଠ ହେବ। ଶେଷରେ ତାଙ୍କ ମରଶରୀରକୁ କବରସ୍ତାନ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story