ମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିଲା ହସ୍ପିଟାଲ, ଗାଡ଼ିରେ ହିଁ ଚାଲିଗଲା କରୋନା ଆକ୍ରାନ୍ତଙ୍କ ଜୀବନ

ପାଟନା: ସ୍ୱାସ୍ଥ୍ୟ ସେବାର ବିକଟଳ ଚେହେରା ପୁଣିଥରେ ସାମ୍ନାକୁ ଆସିଛି। ମନ୍ତ୍ରୀ ହସ୍ପିଟାଲ ପରିଦର୍ଶନରେ ଆସିବାକୁ ଥିବାରୁ କର୍ତ୍ତୃପକ୍ଷ ରୋଗୀ ସେବା ବନ୍ଦ କରି ସେହି କାମରେ ଲାଗିପଡ଼ିଥିଲେ। ଏଥିଯୋଗୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆସିଥିବା ଜଣେ ପୂର୍ବତନ ଯବାନ ଗାଡ଼ି ମଧ୍ୟରେ ହିଁ ପ୍ରାଣ ହରାଇଛନ୍ତି। ବିହାରର ପାଟନାରୁ ଏଭଳି ଅଭବନୀୟ ଘଟଣା ସାମ୍ନାକୁ ଆସିଛି। ଅବସରପ୍ରାପ୍ତ ଯବାନ ବିନୋଦ ସିଂହ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଅବସ୍ଥା […]

Corona

Corona

Hemant Lenka
  • Published: Wednesday, 14 April 2021
  • Updated: 14 April 2021, 05:30 PM IST

Sports

Latest News

ପାଟନା: ସ୍ୱାସ୍ଥ୍ୟ ସେବାର ବିକଟଳ ଚେହେରା ପୁଣିଥରେ ସାମ୍ନାକୁ ଆସିଛି। ମନ୍ତ୍ରୀ ହସ୍ପିଟାଲ ପରିଦର୍ଶନରେ ଆସିବାକୁ ଥିବାରୁ କର୍ତ୍ତୃପକ୍ଷ ରୋଗୀ ସେବା ବନ୍ଦ କରି ସେହି କାମରେ ଲାଗିପଡ଼ିଥିଲେ। ଏଥିଯୋଗୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆସିଥିବା ଜଣେ ପୂର୍ବତନ ଯବାନ ଗାଡ଼ି ମଧ୍ୟରେ ହିଁ ପ୍ରାଣ ହରାଇଛନ୍ତି।

ବିହାରର ପାଟନାରୁ ଏଭଳି ଅଭବନୀୟ ଘଟଣା ସାମ୍ନାକୁ ଆସିଛି। ଅବସରପ୍ରାପ୍ତ ଯବାନ ବିନୋଦ ସିଂହ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରିବାର ଲୋକ ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ। ତେବେ ସେ ହସ୍ପିଟାଲରେ ପହଞ୍ଚିଲା ବେଳକୁ ତାଙ୍କୁ ଆଡମିଶନ କରିବାକୁ କେହି ବି ରାଜି ହୋଇ ନଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ହସ୍ପିଟାଲ ପରିଦର୍ଶନରେ ଆସିବାର ଥିବାରୁ ସମସ୍ତେ ଏହାର ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ପରିବାର ଲୋକ ବିନୋଦଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ କେହି ବି ଶୁଣି ନଥିଲେ। ଶେଷରେ ଗାଡ଼ି ମଧ୍ୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ବିନୋଦଙ୍କ ପୁଅ କହିଛନ୍ତି, “ମୋ ବାପା କରୋନାରେ ଆକ୍ରାନ୍ତ ଥିଲେ। ଏଥିପାଇଁ ଅନ୍ୟ ହସ୍ପିଟାଲରେ ତାଙ୍କୁ ଆଡମିଶନ ମିଳି ନଥିଲା। ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲ ଆଡମିଟ ପାଇଁ ରାଜି ହୋଇଥିଲା। ତେବେ ଆମେ ଗାଡ଼ିରେ ବାପାଙ୍କୁ ନେଇ ଆସିବା ପରେ, ସେମାନେ ଆମକୁ ଦେଢ଼ ଘଣ୍ଟା କାଳ ବାହାରେ ଅପେକ୍ଷା କରାଇଥିଲେ।”

ପାଟନା ଠାରୁ ୧୨୦ କିମି ଦୂର ଲଖୀସରାଇରେ ବିନୋଦ ରହୁଥିଲେ। ସେଠାରେ ସେ କରୋନା ଆକ୍ରାନ୍ତ ହେବାରୁ ତାଙ୍କୁ ପାଟନା ହସ୍ପିଟାଲ ଯିବାକୁ ରେଫର କରାଯାଇଥିଲା। ତାଙ୍କ ପୁଅ ଅଭିମନ୍ୟୁ କୁମାର କହିଛନ୍ତି, ସୋମବାର ସନ୍ଧ୍ୟାରେ ସେମାନେ ବିନୋଦଙ୍କୁ ପାଟନା ଆଣିଥିଲେ। ପ୍ରଥମେ ଚିକିତ୍ସା ପାଇଁ ଏମ୍ସକୁ ଯାଇଥିଲେ। କିନ୍ତୁ ଏମ୍ସରେ ବେଡ୍‌ ନଥିବାରୁ ଡାକ୍ତର ଆଡମିଟ କରିବାକୁ ମନା କରିଦେଇଥିଲେ।

ଶେଷରେ ପରିବାର ଲୋକ ତାଙ୍କୁ ଗୋଟିଏ ପ୍ରାଇଭେଟ୍‌ ନର୍ସିଂ ହୋମରେ ଆଡମିଟ୍‌ କରିଥିଲେ। ତେବେ ମଙ୍ଗଳବାର ୧୦ଟା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନେ ବିନୋଦଙ୍କୁ ନେଇ ନାଳନ୍ଦା ହସ୍ପିଟାଲରେ ପହଞ୍ଚିଥିଲେ। କିନ୍ତୁ ସେତେବେଳେ ସମସ୍ତେ ମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟସ୍ତ ରହିଥିଲେ। ତେଣୁ କେହି ବି ବିନୋଦଙ୍କୁ ଦେଖି ନଥିଲେ। ଶେଷରେ ଗାଡ଼ି ଭିତରେ ପଡ଼ିପଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଅଭିମନ୍ୟୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story