ରାଜଧାନୀରେ କଲବଲ କଲାଣି କରୋନା: ଦିନକରେ ରେକର୍ଡ ୧୧,୪୯୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଲାଣି। କରୋନା ସଂକ୍ରମଣ ଆଜି ରାଜଧାନୀରେ ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ରେକର୍ଡ ୧୧,୪୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ପ୍ରବେଶ କରିବା ଦିନଠାରୁ ଦିଲ୍ଲୀରେ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। କିନ୍ତୁ ସୋମବାର ସବୁ ରେକର୍ଡ ଭାଙ୍ଗି ଯାଇଛି। ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନା […]

Delhi

Delhi

Hemant Lenka
  • Published: Monday, 12 April 2021
  • Updated: 12 April 2021, 09:12 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଲାଣି। କରୋନା ସଂକ୍ରମଣ ଆଜି ରାଜଧାନୀରେ ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ରେକର୍ଡ ୧୧,୪୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ପ୍ରବେଶ କରିବା ଦିନଠାରୁ ଦିଲ୍ଲୀରେ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। କିନ୍ତୁ ସୋମବାର ସବୁ ରେକର୍ଡ ଭାଙ୍ଗି ଯାଇଛି।

ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୩୬,୬୮୮କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୬,୮୭୨୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେବଳ ୨୪ ଘଣ୍ଟା ମଧ୍ୟରେ ୭,୬୬୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାର ଅର୍ଥ ରାଜଧାନୀରେ ଆକ୍ଟିଭ କେସ୍‌ ସଂଖ୍ୟା ୩୮,୦୯୫ ରହିଛି।

କେବଳ ଆକ୍ରାନ୍ତ ସଂଖ୍ୟା ନୁହେଁ, ମୃତ୍ୟୁସଂଖ୍ୟା ମଧ୍ୟ ଦିଲ୍ଲୀରେ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ କରୋନା ୭୭ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଏଯାଏ କରୋନା ଏଠାରେ ୧୧,୩୫୫ ଜଣଙ୍କ ଜୀବନ ନେଇସାରିଲାଣି। ରାଜଧାନୀରେ କରୋନା ମୃତ୍ୟୁହାର ୧.୫୪% ରହିଛି। ଦିଲ୍ଲୀରେ ଶେଷଥର ପାଇଁ ଗତବର୍ଷ ନଭେମ୍ବର ୫ରେ ସର୍ବାଧିକ ୭୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପର ଠାରୁ କେବେ ହେଲେ ଗୋଟିଏ ଦିନରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇ ନଥିଲେ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀରେ ପଜିଟିଭ ହାର ୧୨.୪୪% ରହିଛି। ଗତବର୍ଷ କରୋନାର ପିକ୍‌ ସମୟରେ ପଜିଟିଭ ହାର ଏହାଠାରୁ କମ ରହିଥିଲା। ତେଣୁ ଦିଲ୍ଲୀରେ କରୋନା ସ୍ଥିତି ସାଂଘାତିକ ହେଉଥିବା ଏଥିରୁ ସ୍ପଷ୍ଟ ହେଉଛି। ଦିଲ୍ଲୀରେ ୬,୧୭୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story