ପରକୀୟା ପ୍ରୀତି ସମ୍ପର୍କରେ ଜାଣିଦେବାରୁ ପତ୍ନୀଙ୍କୁ ୧୬ ଥର ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ପାପ ସମ୍ପର୍କ ଅର୍ଥାତ ପରକୀୟା ପ୍ରୀତି ସମ୍ପର୍କରେ ପତ୍ନୀ ଜାଣିଦେବାରୁ ତାଙ୍କୁ ସେ ସୁପାରି କିଲରଙ୍କ ଦ୍ୱାରା ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ବ୍ୟକ୍ତି ଜଣଙ୍କ ପଠାଇଥିବା ଗୁଣ୍ଡାମାନେ ପ୍ରାୟ ୧୬ରୁ ୧୭ ଥର ମହିଳା ଜଣଙ୍କୁ ଛୁରୀ ଭୁସିଥିଲେ। ଦିଲ୍ଲୀର ମାଲବ୍ୟନଗରରେ ଗୁରୁବାର ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା। ପୁଲିସ୍‌ ଏବେ ଅଭିଯୁକ୍ତ ସ୍ୱାମୀ ନବୀନ […]

Murdered

Murdered

Hemant Lenka
  • Published: Saturday, 20 November 2021
  • Updated: 20 November 2021, 06:30 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ପାପ ସମ୍ପର୍କ ଅର୍ଥାତ ପରକୀୟା ପ୍ରୀତି ସମ୍ପର୍କରେ ପତ୍ନୀ ଜାଣିଦେବାରୁ ତାଙ୍କୁ ସେ ସୁପାରି କିଲରଙ୍କ ଦ୍ୱାରା ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ବ୍ୟକ୍ତି ଜଣଙ୍କ ପଠାଇଥିବା ଗୁଣ୍ଡାମାନେ ପ୍ରାୟ ୧୬ରୁ ୧୭ ଥର ମହିଳା ଜଣଙ୍କୁ ଛୁରୀ ଭୁସିଥିଲେ।

ଦିଲ୍ଲୀର ମାଲବ୍ୟନଗରରେ ଗୁରୁବାର ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା। ପୁଲିସ୍‌ ଏବେ ଅଭିଯୁକ୍ତ ସ୍ୱାମୀ ନବୀନ ଗୁଲେରିଆ ଓ ଦୁଇ ସୁପାରି କିଲର ସୋନୁ ଓ ରାହୁଲକୁ ଗିରଫ କରିଛି। ନବୀନ ନିଜ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ସୋନୁ ଓ ରାହୁଲକୁ ୫ ଲକ୍ଷ ଟଙ୍କା ଦେଇଥିବା ପୁଲିସ୍‌ କହିଛି।

ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଓ ସୋନୁ ମହିଳା ଜଣଙ୍କୁ ୧୬ରୁ ୧୭ ଥର ଛୁରୀ ଭୁସି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହାପରେ ନବୀନ ନିଜେ ତାଙ୍କ ପତ୍ନୀଙ୍କୁ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲ ନେଇଥିଲେ। ହସ୍ପିଟାଲ ପକ୍ଷରୁ ପୁଲିସ୍‌କୁ ଖବର ଦିଆଯାଇଥିଲା। ହସ୍ପିଟାଲ ପକ୍ଷରୁ ମହିଳାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ମଧ୍ୟ କରାଯାଇଥିଲା।

ଗୁରୁବାର ଅପରାହ୍ନ ପ୍ରାୟ ୪.୩୦ରେ ନବୀନଙ୍କ ପାଖରେ କାମ କରୁଥିବା ତାଙ୍କ ଜଣେ କର୍ମଚାରୀ ଦମ୍ପତିଙ୍କ ପୁଅଙ୍କୁ ଘରେ ଛାଡ଼ିବାକୁ ଯାଇଥିଲେ। ଏହି ସମୟରେ ହିଁ ମହିଳା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା କର୍ମଚାରୀ ଜଣଙ୍କ ଦେଖିବାକୁ ପାଇଥିଲେ। ଏହାପରେ ନବୀନ ତୁରନ୍ତ ସେଠାରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲ ନେଇଥିଲେ।

ପୁଲିସ୍‌ ଘଟଣାର ତଦନ୍ତ କରି ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଜବତ କରିଥିଲା। ଏଥିରୁ ଜଣାପଡ଼ିଥିଲା ଯେ ମହିଳା ଜଣଙ୍କ ଘରେ ଥିବା ବେଳେ ୨ ଜଣ ବ୍ୟକ୍ତି ପ୍ରବେଶ କରିଥିଲେ। କିନ୍ତୁ ଫେରିଲା ବେଳକୁ ସେମାନଙ୍କ ସଂଖ୍ୟା ୩ ହୋଇ ଯାଇଥିଲା। ଏହାକୁ ଦେଖି ପୁଲିସ୍‌ ନବୀନଙ୍କ ଉପରେ ସନ୍ଦେହ କରି ତାଙ୍କ ଫୋନର ତର୍ଜମା କରିଥିଲା।

ଏହି ସମୟରେ ସେ ଗୋବିନ୍ଦପୁରୀ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଥିବା ବିଷୟରେ ଜାଣିବାକୁ ପାଇଥିଲା। ସେହିପରି ଘଟଣା ଦିନ ଉକ୍ତ ମହିଳା ଓ ନବୀନଙ୍କ ମଧ୍ୟରେ ଅନେକ ଥର କାବର୍ତ୍ତା ହୋଇଥିବା କଲ୍‌ ରେକର୍ଡରୁ ସ୍ପଷ୍ଟ ହୋଇଥିଲା।

ପୁଲିସ୍‌ ନବୀନଙ୍କୁ ଜେରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏଥିସହ ନବୀନଙ୍କ ବାଇକର ଡିକିରୁ ୫୦ ହଜାର ଟଙ୍କା ଓ ଆଉ ଗୋଟିଏ ଫୋନ ଜବତ କରିଛି। ଏହି ଫୋନରୁ ହିଁ ସେ ସୁପାରି କିଲ୍‌ରଙ୍କ ସହ ଯୋଗାଯୋଗ କରୁଥିଲା। ପୁଲିସ୍‌ ଏହାପରେ ସୁପାରି କିଲର ସୋନୁ ଓ ରାହୁଲକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି।

ନବୀନଙ୍କ ପରକୀୟା ପ୍ରୀତି ସମ୍ପର୍କରେ ତାଙ୍କ ପତ୍ନୀ ୪ ମାସ ତଳେ ଜାଣି ଦେଇଥିଲେ। ଅନେକ ସମୟରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥାଏ। ଶେଷରେ ପତ୍ନୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନବୀନ ଯୋଜନା କରିଥିଲେ। ଯୋଜନା ମୁତାବକ ୨ ସୁପାରି କିଲରଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟ ଦେଇଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story