ଶିବଲିଙ୍ଗର ସୁରକ୍ଷା କର, କିନ୍ତୁ ନମାଜ ବନ୍ଦ ନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସଂକ୍ରାନ୍ତ ମାମଲାର ଶୁଣାଣିକୁ ଗୁରୁବାର ଯାଏ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ମସଜିଦର ସର୍ଭେ ବେଳେ ଶିବଲିଙ୍ଗ ମିଳିବା ନେଇ ଦାବି କରାଯାଇଥିଲା। ଏହି ଦାବି ଅନୁଯାୟୀ ଠାବ ହୋଇଥିବା ଶିବଲିଙ୍ଗର ସୁରକ୍ଷା ପାଇଁ ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଶିବଲିଙ୍ଗର ସୁରକ୍ଷା ସହ ମସଜିଦରେ ଯେମିତି ନମାଜ ପାଠ ବନ୍ଦ ନ ହେବ, ତା’ର ମଧ୍ୟ ବ୍ୟବସ୍ଥା କରିବାକୁ ସର୍ବୋଚ୍ଚ ଅଦାଲତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। […]

GayanVapi

GayanVapi

Hemant Lenka
  • Published: Tuesday, 17 May 2022
  • Updated: 17 May 2022, 06:10 PM IST

Sports

Latest News

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସଂକ୍ରାନ୍ତ ମାମଲାର ଶୁଣାଣିକୁ ଗୁରୁବାର ଯାଏ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ମସଜିଦର ସର୍ଭେ ବେଳେ ଶିବଲିଙ୍ଗ ମିଳିବା ନେଇ ଦାବି କରାଯାଇଥିଲା। ଏହି ଦାବି ଅନୁଯାୟୀ ଠାବ ହୋଇଥିବା ଶିବଲିଙ୍ଗର ସୁରକ୍ଷା ପାଇଁ ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଶିବଲିଙ୍ଗର ସୁରକ୍ଷା ସହ ମସଜିଦରେ ଯେମିତି ନମାଜ ପାଠ ବନ୍ଦ ନ ହେବ, ତା’ର ମଧ୍ୟ ବ୍ୟବସ୍ଥା କରିବାକୁ ସର୍ବୋଚ୍ଚ ଅଦାଲତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, “ଯଦି ସେଠାରେ ଶିବଲିଙ୍ଗ ରହିଛି, ତା’ହେଲେ ଏହାର ସୁରକ୍ଷା ପାଇଁ ଆମେ ଏହାର ସୁରକ୍ଷା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ କହିଛୁ। କିନ୍ତୁ ଶିବଲିଙ୍ଗର ସୁରକ୍ଷା ପାଇଁ ମୁସଲିମମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ। ସେମାନେ ସେଠାରେ ଯେମିତି ବିନା କୌଣସି ବାଧାରେ ପ୍ରାର୍ଥନା କରିପାରିବେ, ସେକଥାକୁ ମଧ୍ୟ ଜିଲ୍ଲା ମାଜିଷ୍ଟ୍ରେଟ ନିଶ୍ଚିତ କରିବେ।”

ମେ’ ୧୬ରେ ବାରାଣସୀର ଗୋଟିଏ ସିଭିଲ କୋର୍ଟ ମସିଜଦକୁ ସିଲ୍‌ କରିବା ସହ ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲେ। ହେଲେ ଆଜି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଉପରେ ରୋକ ଲଗାଇ ଦେଇଛନ୍ତି। ସୁପ୍ରିମକୋର୍ଟ କେବଳ ଶିବଲିଙ୍ଗ ମିଳିଥିବା ଅଞ୍ଚଳର ସୁରକ୍ଷା ସମ୍ପର୍କରେ ଦିଆଯାଇଥିବା ନିର୍ଦ୍ଦେଶ ସହ ରହିଥିବା କହିଛନ୍ତି।

ଏଥିସହ ସୁପ୍ରିମକୋର୍ଟ ଜ୍ଞାନବାପୀ ମସଜିଦ ସହ ଜଡ଼ିତ ସମସ୍ତ ଆବେଦନକାରୀ ଓ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ କରିଛନ୍ତି। ଏହାବାଦ ସର୍ବୋଚ୍ଚ ଅଦାଲତ ବାରାଣସୀ କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଉପରେ କୌଣସି ରୋକ ଲଗାଇ ନାହାନ୍ତି। ବାରାଣସୀ କୋର୍ଟ ଏହି ମାମଲାର ଶୁଣାଣି କରି ମସଜିଦର ସର୍ଭେ କରିଥିବା ଟିମ୍‌କୁ ୨ ଦିନ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି।

ସୂଚନାଯୋଗ୍ୟ, ୧୯୯୧ରେ ବାରାଣସୀ କୋର୍ଟରେ ଗୋଟିଏ ଆବେଦନ ଦାଖଲ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ମନ୍ଦିରକୁ ଭଙ୍ଗା ଯାଇ ଜ୍ଞାନବାପୀ ମସଜିଦ ତିଆରି କରାଯାଇଛି। ଔରଙ୍ଗଜେବ ଶାସନ କରୁଥିବା ବେଳେ କାଶୀ ବିଶ୍ୱନାଥ ମନ୍ଦିରର କିଛି ଅଂଶକୁ ଭାଙ୍ଗି ଷୋଡ଼ଶ ଶତାବ୍ବୀରେ ମସଜିଦ ନିର୍ମାଣ କରିଥିବା ଆବେଦନକାରୀ ଦାବି କରିଛନ୍ତି। ଏଥିସହ ଆବେଦନକାରୀ ଓ ସ୍ଥାନୀୟ ଲୋକମାନେ ଜ୍ଞାନବାପୀ ମସଜିଦ କମ୍ପ୍ଲେକ୍ସରେ ପୂଜାପାଠ କରିବାକୁ ମଧ୍ୟ ଅନୁମତି ମାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story