ଅବକାରୀ ନୀତି ଦୁର୍ନୀତି: ୪୦ଟି ସ୍ଥାନରେ ଇଡିର ରେଡ୍‌

ନୂଆଦିଲ୍ଲୀ: ଲାଗୁ ହେବା ପରେ ବର୍ତ୍ତମାନ ପ୍ରତ୍ୟାହାର ହୋଇ ସାରିଥିବା ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦେଶବ୍ୟାପୀ ୪୦ଟି ସ୍ଥାନରେ ଏକକାଳୀନ ରେଡ୍‌ କରିଛି। ଦିନକ ପୂର୍ବରୁ ବିଜେପି ପକ୍ଷରୁ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗୋଟିଏ ଷ୍ଟିଙ୍ଗ ଅପରେସନ ଭିଡିଓ ଜାରି କରାଯାଇଥିଲା। ଏହାକୁ ଆଧାର କରି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେବା ସହ ଗିରଫ କରିବାକୁ ଆହ୍ୱାନ କରିଥିଲେ। […]

ED

ED

Hemant Lenka
  • Published: Friday, 16 September 2022
  • Updated: 16 September 2022, 11:36 AM IST

Sports

Latest News

ନୂଆଦିଲ୍ଲୀ: ଲାଗୁ ହେବା ପରେ ବର୍ତ୍ତମାନ ପ୍ରତ୍ୟାହାର ହୋଇ ସାରିଥିବା ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦେଶବ୍ୟାପୀ ୪୦ଟି ସ୍ଥାନରେ ଏକକାଳୀନ ରେଡ୍‌ କରିଛି। ଦିନକ ପୂର୍ବରୁ ବିଜେପି ପକ୍ଷରୁ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗୋଟିଏ ଷ୍ଟିଙ୍ଗ ଅପରେସନ ଭିଡିଓ ଜାରି କରାଯାଇଥିଲା।

ଏହାକୁ ଆଧାର କରି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେବା ସହ ଗିରଫ କରିବାକୁ ଆହ୍ୱାନ କରିଥିଲେ। ଏହାର ଦିନକ ପରେ ହିଁ ମନି ଲଣ୍ଡରିଂ ମାମଲାରେ ଇଡି ଆଜି ବିଭିନ୍ନ ସ୍ଥାନରେ ରେଡ୍‌ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ମଦ ବ୍ୟବସାୟୀ, ଡିଷ୍ଟ୍ରିବ୍ୟୁଟର୍ ଓ ସପ୍ଲାଏ ଚେନ ନେଟୱର୍କସ ସହ ଜଡ଼ିତ ଥିବା ଲୋକଙ୍କ ଠିକଣାରେ ରେଡ କରାଯାଇଛି। ଆନ୍ଧ୍ର ପ୍ରଦେଶର ନେଲ୍ଲୋର ସମେତ କର୍ଣ୍ଣାଟକା, ତାମିଲନାଡୁ ଓ ଦିଲ୍ଲୀ ଏନସିଆର ଅଞ୍ଚଳର ୪୦ଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଉଛି।

ଅବକାରୀ ଦୁର୍ନୀତି ଘଟଣାରେ ଇଡି ଦ୍ୱିତୀୟଥର ପାଇଁ ଏପରି ରେଡ୍‌ କରିଛି। ଗତ ସପ୍ତାହରେ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ, ତେଲେଙ୍ଗାନା, ମହାରାଷ୍ଟ୍ର, ହରିଆଣା, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକାର ପ୍ରାୟ ୪୫ଟି ସ୍ଥାନରେ ରେଡ୍‌ କରିଥିଲା। ରେଡ୍‌ ବେଳେ କ’ଣ ସବୁ ମିଳିଲା, ସେକଥା ଜଣାପଡ଼ିନି। କିନ୍ତୁ ଆଜି ପୁଣି ଇଡି ୪୦ଟି ସ୍ଥାନରେ ଇଡି ଛାନଭିନ କରିଛି।

ଆଉ ଗୋଟିଏ ମନି ଲଣ୍ଡରିଂ ମାମଲା ୩ ମାସ ତଳେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଜୈନ ଏବେ ତିହାର ଜେଲରେ ରହିଛନ୍ତି। ତାଙ୍କୁ ମଧ୍ୟ ଇଡି ଅବକାରୀ ନୀତି ଦୁର୍ନୀତି ଘଟଣାରେ ଦିନକ ତଳେ ଜେଲ ଭିତରେ ଜେରା କରିଥିଲା।

ସୂଚନାଯୋଗ୍ୟ, ଅବକାରୀ ନୀତି ଦୁର୍ନୀତି ଘଟଣାର ତଦନ୍ତ ପ୍ରଥମେ ସିବିଆଇ ଆରମ୍ଭ କରିଥିଲା। ଏହାପରେ ଏବେ ଇଡି ଦୁର୍ନୀତି ଘଟଣାର ଆର୍ଥିକ କାରବାର ଦିଗର ଖୋଳତାଡ଼ କରୁଛି। ସିବିଆଇ ତଦନ୍ତ କରୁଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ, ଆଇଏଏସ୍‌ ଅଫିସର ଓ ପୂର୍ବତନ ଅବକାରୀ କମିଶନର ଅରବ ଗୋପି କ୍ରିଷ୍ଣାଙ୍କ ଠିକଣା ସମେତ ୧୯ଟି ସ୍ଥାନରେ ରେଡ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story