ଲୋକସଭାରେ ନିର୍ବାଚନୀ ସଂଶୋଧନ ଆଇନ-୨୦୨୧ ବିଲ ଆଗତ, ପ୍ରବଳ ବିରୋଧ

ନୂଆଦିଲ୍ଲୀ: ସୋମବାର ଲୋକସଭାରେ ନିର୍ବାଚନୀ (ସଂଶୋଧନ) ଆଇନ-୨୦୨୧ ବିଲକୁ ଉପସ୍ଥାପନ କରାଯାଇଛି। ଆଧାର ସହ ଭୋଟ ପରିଚୟ ପତ୍ର ଲିଙ୍କକୁ ନେଇ ଏହି ବିଲରେ ବ୍ୟବସ୍ଥା ରହିଛି। ହେଲେ ଏହି ବିଲକୁ ଗୃହରେ ପ୍ରବଳ ବିରୋଧ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଏବଂ ଅଧିକ ବିଶ୍ୱାସ ଭାଜନକୁ  ଦୃଷ୍ଟିରେ ରଖି ଏହି ବିଲ ଆଗତ କରାଯାଇଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି। ପରିଚୟପତ୍ରରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଭୋଟର ପଞ୍ଜିକରଣ ଅଧିକାରୀଙ୍କୁ ଆଧାର ନମ୍ବର […]

parliament

parliament

Tapas Behera
  • Published: Monday, 20 December 2021
  • Updated: 20 December 2021, 04:11 PM IST

Sports

Latest News

ନୂଆଦିଲ୍ଲୀ: ସୋମବାର ଲୋକସଭାରେ ନିର୍ବାଚନୀ (ସଂଶୋଧନ) ଆଇନ-୨୦୨୧ ବିଲକୁ ଉପସ୍ଥାପନ କରାଯାଇଛି। ଆଧାର ସହ ଭୋଟ ପରିଚୟ ପତ୍ର ଲିଙ୍କକୁ ନେଇ ଏହି ବିଲରେ ବ୍ୟବସ୍ଥା ରହିଛି। ହେଲେ ଏହି ବିଲକୁ ଗୃହରେ ପ୍ରବଳ ବିରୋଧ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଏବଂ ଅଧିକ ବିଶ୍ୱାସ ଭାଜନକୁ  ଦୃଷ୍ଟିରେ ରଖି ଏହି ବିଲ ଆଗତ କରାଯାଇଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି। ପରିଚୟପତ୍ରରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଭୋଟର ପଞ୍ଜିକରଣ ଅଧିକାରୀଙ୍କୁ ଆଧାର ନମ୍ବର ଲିଙ୍କ କରିବେ। ତେବେ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ  ସୁପ୍ରିକୋର୍ଟ ଦେଇଥିବା ରାୟକୁ ବିରୋଧୀ ବିଭ୍ରାନ୍ତି କରୁଛନ୍ତି। ଏଥିସହ ସହ ବିରୋଧୀ ଏହି ବିଲକୁ ଅଜଥା ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି।

ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି ଯେ, ସରକାର ନକଲି ଭୋଟକୁ ରୋକିବାକୁ ଚାହୁଁଛନ୍ତି । ଯାହାକୁ ଗୃହ ସମର୍ଥନ କରିବା ଉଚିତ ବୋଲି ସେ କହିଛନ୍ତି। ବିଲର ଆଭିମୁଖ୍ୟକୁ ବିରୋଧୀ ବୁଝିବା ଉଚିତ। ସୁପ୍ରିମକୋର୍ଟଙ୍କ ରାୟକୁ ଏହି ବିଲରେ ଆଦୌ ଉଲ୍ଲଂଘନ କରାଯାଇ ନାହିଁ ବୋଲି ସେ କହିଛନ୍ତି । ନାଗରିକଙ୍କ ମୌଳି ଅଧିକାରକୁ ଏହି ବିଲ କ୍ଷୁର୍ଣ୍ଣ କରିବ ବୋଲି କଂଗ୍ରେସ କହିଛି। ଏହି ବିଲକୁ ବିରୋଧ କରି ଲୋକସଭାରେ କଂଗ୍ରେସ ନେତା ଆଧୀ ରଂଜନ ଚୌଧୁରୀ ଏହାକୁ ଷ୍ଟାଣ୍ଡିଂ କମିଟିକୁ ନିକଟକୁ ପଠାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହି ବିଲ ଲୋକଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ,ଏଯାଏଁ ଡାଟା ପ୍ରୋଟେକ୍ସସନ ବିଲ ଆସିନଥିବାରୁ ଏହି ବିଲ ଗ୍ରହଣୀୟ ନୁହେଁ। କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି ଯେ ମତଦାନ ହେଉଛି ଏକ ଆଇନଗତ ଅଧିକାର। ତେଣୁ ଏହି ଅଧିକାରକୁ ଦବେଇ ଦେବା ପାଇଁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଅବସରପ୍ରାପ୍ତ  ଜଷ୍ଟିସ କେ. ଏସ୍ ପୁଟାସ୍ୱାମୀ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଲ୍ଲଂଘନ କରାଯାଇଛି।

କେ ଏସ୍ ପୁଟାସ୍ୱାମୀ ମାମଲାରେ ୨୦୧୭ ଅଗଷ୍ଟ ୨୪ରେ ସୁପ୍ରିମକୋର୍ଟର ଏକ ନଅ ଜଣଆ ଖଣ୍ଡପୀଠ ରାଇଟ ଟୁ ପ୍ରାଇଭେସିକୁ ମୌଳିକ ଅଧିକାର ପରିସରଭୁକ୍ତ ବୋଲି ରାୟ ଦେଇଥିଲେ। ଯାହାକୁ ଏହି ବିଲରେ ଉଲ୍ଲଂଘନ କରୁଛି ବୋଲି ସେ କହିଛନ୍ତି।

ଅନ୍ୟ ବିରୋଧୀ ନେତା ମଧ୍ୟ ସମାନ ଅଭିଯୋଗ ଆଣି ଏହି ବିଲକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଲରେ ଥିବା ପ୍ରାବଧାନକୁ  ବଦଳେଇବା ପାଇଁ ବିରୋଧୀ ଦାବି କରିଥିଲେ । ତେବେ ପ୍ରବଳ ହଟ୍ଟଗୋଳ ଯୋଗୁ ବାଚଷ୍ପତି ଗୃହକୁ ମୁଲତବି ରଖିଥିଲେ। ସୂଚନା ଅନୁଯାୟୀ, କେନ୍ଦ୍ର କ୍ୟାବିନେଟରେ ନିର୍ବାଚନୀ ସଂସ୍କାର ବିଲକୁ ମଂଜୁରୀ ମିଳିଛି। ଦେଶରେ ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ଏହାକୁ କରିବାକୁ ବିଲରେ କେତେକ ବ୍ୟବସ୍ଥା ରହିଛି । ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ଆଧାର ସହ ଭୋଟର ପରିଚୟ ପତ୍ରକୁ ଲିଙ୍କ୍ କରାଯିବ । ଏଥିପାଇଁ ଭାରତର ନିର୍ବାଚନ ଆୟୋଗ ବାରମ୍ବାର କହି ଆସୁଥିଲେ। ଅନ୍ୟପକ୍ଷରେ ସାବାଳକ ହେବା ପରେ ଭୋଟରମାନେ ନିଜକୁ ସହଜରେ ପଂଜୀକରଣ କରିବା ନେଇ ବ୍ୟବସ୍ଥା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story