ଆଖଡ଼ାରେ ଗର୍ଜିଲା ବନ୍ଧୁକ: ୨ ମହିଳା ରେସଲରଙ୍କ ସମେତ ୫ ମୃତ

ରୋହତକ: ହରିଆଣାର ରୋହତକ ଠାରେ ଥିବା ଗୋଟିଏ ଆଖଡ଼ାରେ ଆଜି ଭୟଙ୍କର ଗୁଳିମାଡ଼ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରେସଲର ଥିବା ଜଣାପଡ଼ିଛି। ରୋହତକର ମେହର ସିଂହ ଆଖଡ଼ାରେ ଆଜି ସନ୍ଧ୍ୟାରେ ରେସଲରମାନେ ଟ୍ରେନିଂ ନେଉଥିଲେ। ଏହି ସମୟରେ ଗୁଳିମାଡ଼ ହୋଇଛି। ଆଖଡ଼ାକୁ ଲାଗି ଜାଠ କଲେଜ ମଧ୍ୟ ରହିଛି। କିଏ ଓ କେଉଁ କାରଣ ପାଇଁ ଗୁଳି ଚଳାଇଲା, […]

akhda

akhda

Hemant Lenka
  • Published: Friday, 12 February 2021
  • Updated: 12 February 2021, 10:47 PM IST

Sports

Latest News

ରୋହତକ: ହରିଆଣାର ରୋହତକ ଠାରେ ଥିବା ଗୋଟିଏ ଆଖଡ଼ାରେ ଆଜି ଭୟଙ୍କର ଗୁଳିମାଡ଼ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରେସଲର ଥିବା ଜଣାପଡ଼ିଛି।

ରୋହତକର ମେହର ସିଂହ ଆଖଡ଼ାରେ ଆଜି ସନ୍ଧ୍ୟାରେ ରେସଲରମାନେ ଟ୍ରେନିଂ ନେଉଥିଲେ। ଏହି ସମୟରେ ଗୁଳିମାଡ଼ ହୋଇଛି। ଆଖଡ଼ାକୁ ଲାଗି ଜାଠ କଲେଜ ମଧ୍ୟ ରହିଛି। କିଏ ଓ କେଉଁ କାରଣ ପାଇଁ ଗୁଳି ଚଳାଇଲା, ସେକଥା ଜଣାପଡ଼ିଛି।

ଗୁଳିକାଣ୍ଡ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଛି। ତଥାପି ପୁଲିସ ଏହା ଉପରେ କିଛି ବି ପ୍ରତିକ୍ରିୟା ଦେଇନାହିଁ।

ପୁଲିସ୍‌ କହିଛି ଯେ ଗୁଳିମାଡ଼ରେ ୭ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ରେସଲର ଅଛନ୍ତି। ସେମାନଙ୍କ ନାଁ ପୂଜା ଓ ସାକ୍ଷୀ। ପୁଲିସ୍‌ ସେମାନଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ମାମଲା ରୁଜୁ କରି ଦୁର୍ବୃତ୍ତଙ୍କୁ ଖୋଜିବା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story