‘ଚାଷୀ ନରସଂହାର’ ହାଶଟ୍ୟାଗ ପ୍ରସଙ୍ଗ: ଟ୍ୱିଟରକୁ ଭାରତର ଧମକପୂର୍ଣ୍ଣ ନୋଟିସ

ନୂଆଦିଲ୍ଲୀ: କୃଷି ବିରୋଧରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ଲକ୍ଷଲକ୍ଷ ଲୋକ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରୁଛନ୍ତି। ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ପ୍ରକାରର ବିବାଦୀୟ ହାଶଟ୍ୟାଗ ବ୍ୟବହାର କରୁଛନ୍ତି। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଲୋକମାନେ ‘ଚାଷୀ ନରସଂହାର’ ହାଶଟ୍ୟାଗ ମଧ୍ୟ ବ୍ୟବହାର କରୁଛନ୍ତି। ଏହାକୁ ନେଇ ଟ୍ୱିଟରକୁ ଭାରତ ସରକାର ଧମକପୂର୍ଣ୍ଣ ଶେଷ ନୋଟିସ୍‌ କରିଛନ୍ତି। […]

ce

ce

Hemant Lenka
  • Published: Wednesday, 03 February 2021
  • Updated: 03 February 2021, 05:16 PM IST

Sports

Latest News

ନୂଆଦିଲ୍ଲୀ: କୃଷି ବିରୋଧରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ଲକ୍ଷଲକ୍ଷ ଲୋକ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରୁଛନ୍ତି। ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ପ୍ରକାରର ବିବାଦୀୟ ହାଶଟ୍ୟାଗ ବ୍ୟବହାର କରୁଛନ୍ତି।

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଲୋକମାନେ ‘ଚାଷୀ ନରସଂହାର’ ହାଶଟ୍ୟାଗ ମଧ୍ୟ ବ୍ୟବହାର କରୁଛନ୍ତି। ଏହାକୁ ନେଇ ଟ୍ୱିଟରକୁ ଭାରତ ସରକାର ଧମକପୂର୍ଣ୍ଣ ଶେଷ ନୋଟିସ୍‌ କରିଛନ୍ତି। ଯଦି ଟ୍ୱିଟର ପକ୍ଷରୁ ବିବାଦୀୟ ହାଶଟ୍ୟାଗ ବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନ ଯିବ, ତା’ହେଲେ ଏହା ବିରୋଧରେ ମାମଲାର ରୁଜୁ କରାଯିବ।

ଇଲେକଟ୍ରୋକ୍ସିନ ଓ ଇନଫରମେସନ ଟେକ୍ନୋଲଜି ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟରକୁ ପଠା ଯାଇଯାଇଛି। ଏହାପୂର୍ବରୁ ସୋମବାର ଟ୍ୱିଟର ପକ୍ଷରୁ ମନ୍ତ୍ରଣାଳୟର ଅଭିଯୋଗକ୍ରମେ ୨୫୦ଟି ଟ୍ୱିଟର ଆକାଉଣ୍ଟବୁ ବନ୍ଦ କରାଯାଇଥିଲା।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆଇଟି ଆକ୍ଟ ୨୦୦୦ର ସେକସନ ୬୯ ଏ ଅନୁଯାୟୀ ୨୫୭ଟି ୟୁଆରଏଲ ଓ ଗୋଟିଏ ହାଶଟ୍ୟାଗକୁ ଜରୁରୀ କାଳୀନ ଭିତ୍ତିରେ ବନ୍ଦ କରିବାକୁ ୩୧.୦୧.୨୦୨୧ରେ ଆଭ୍ୟନ୍ତରୀଣ ନିର୍ଦ୍ଦେଶ ଦିଆଯାଇଛି। ଏହି ୟୁଆରଏଲ ଓ ହାଶଟ୍ୟାଗ ଗୁଡ଼ିକ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି।

ଏପରି କି ସେମାନେ ଉତ୍ତେଜନା ସୃଷ୍ଟି କରିବାକୁ ଉସକାଉଛନ୍ତି। #ModiPlanningFarmerGenocide କଣ୍ଟେଣ୍ଟ ଆଦୌ ବାକ୍‌ ସ୍ୱାଧୀନତା ନୁହେଁ। ଏହା ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ଟ୍ୱିଟର ଉକ୍ତ ଆକାଉଣ୍ଟ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଏଥିସହ ଉକ୍ତ କଣ୍ଟେଣ୍ଟକୁ ତୁରନ୍ତ ପ୍ରତ୍ୟାହାର କରୁ। ଯଦି ଟ୍ୱିଟର କୌଣସି କାର୍ଯ୍ୟାନୁଷ୍ଠାନ ନ ନେବ, ତା’ହେଲେ ଭାରତ ସରକାର ମାମଲା ରୁଜୁ କରିବେ ବୋଲି ନୋଟିସରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story