୨୦୧୮ ପରଠାରୁ କେମିତି ଅଛି ଜମ୍ମୁ-କଶ୍ମୀର ସ୍ଥିତି? ତଥ୍ୟ ଦେଲେ ସରକାର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଆଜି ରାଜ୍ୟସଭାରେ ବିସ୍ତୃତ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର। ୨୦୧୮ ପରଠାରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଥିବା ସରକାର ଦାବି କହିଛନ୍ତି। ଏଥିସହ ଉପତ୍ୟକାରେ କେତେ ଆତଙ୍କୀ ଆକ୍ରମଣ ଘଟିଛି? କେତେ ଜଣ ଯବାନ ସହିଦ ହୋଇଛନ୍ତି? କେତେ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି ଭଳି ଘଟଣାର ବିସ୍ତୃତ ତଥ୍ୟ ସରକାର ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ, ୨୦୧୮ରେ ମୋଟ ୧୪୩ଟି ଅନୁପ୍ରବେଶ ମାମଲା ଘଟିଥିଲା। କିନ୍ତୁ ଚଳିତ […]

JK

JK

Hemant Lenka
  • Published: Wednesday, 01 December 2021
  • Updated: 01 December 2021, 02:07 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଆଜି ରାଜ୍ୟସଭାରେ ବିସ୍ତୃତ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର। ୨୦୧୮ ପରଠାରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଥିବା ସରକାର ଦାବି କହିଛନ୍ତି। ଏଥିସହ ଉପତ୍ୟକାରେ କେତେ ଆତଙ୍କୀ ଆକ୍ରମଣ ଘଟିଛି? କେତେ ଜଣ ଯବାନ ସହିଦ ହୋଇଛନ୍ତି? କେତେ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି ଭଳି ଘଟଣାର ବିସ୍ତୃତ ତଥ୍ୟ ସରକାର ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି।

ସରକାରଙ୍କ ସୂଚନା ଅନୁଯାୟୀ, ୨୦୧୮ରେ ମୋଟ ୧୪୩ଟି ଅନୁପ୍ରବେଶ ମାମଲା ଘଟିଥିଲା। କିନ୍ତୁ ଚଳିତ ବର୍ଷ ନଭେମ୍ବର ଯାଏ ମାତ୍ର ୨୮ଟି ଅନୁପ୍ରବେଶ ମାମଲା ରିପୋର୍ଟ ହୋଇଛି। ୨୦୧୮ରେ ମୋଟ ୪୧୭ଟି ଆତଙ୍କୀ କାର୍ଯ୍ୟକଳାପ ରିପୋର୍ଟ ହୋଇଥିଲା। ଚଳିତ ବର୍ଷ ନଭେମ୍ବର ୨୧ ସୁଦ୍ଧା ୨୪୪ଟି ଆତଙ୍କୀ ଘଟଣା ଘଟିଛି। ଏହାର ଅର୍ଥ ଆତଙ୍କୀ କାର୍ଯ୍ୟକଳାପ ଦ୍ରୁତ ଗତିରେ ହ୍ରାସ ପାଉଛି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୋଟିଏ ପ୍ରଶ୍ନର ଲଖିତ ଜବାବରେ କହିଛି, ୨୦୨୦ ଅକ୍ଟୋବରରୁ ୨୦୨୧ ଅକ୍ଟୋବର ମଧ୍ୟରେ ହୋଇଥିବା ଆତଙ୍କୀ ବିରୋଧୀ ଅପରେସନରେ ୩୨ ଜଣ ସେନା ଯବାନ ଓ ୧୯ ଜଣ ପୁଲିସ୍‌ କର୍ମଚାରୀ ସହିଦ ହୋଇଛନ୍ତି। ୨୦୨୦ ଡିସେମ୍ବରରୁ ୨୦୨୧ ନଭେମ୍ବର ୨୬ ମଧ୍ୟରେ ଘଟିଥିବା ଏନକାଉଣ୍ଟର୍‌ରେ ୧୪ ଜଣ ଆତଙ୍କବାଦୀ ଜୀବନ୍ତ କାବୁ ହୋଇଛନ୍ତି। ସେହିପରି ଏହି ୧୨ ମାସ ମଧ୍ୟରେ ୧୬୫ ଜଣ ଆତଙ୍କୀ ନିହତ ହୋଇଛନ୍ତି।

ଅନ୍ୟପକ୍ଷରେ କଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପକୁ ସହ୍ୟ ନ କରିପାରି ପ୍ରଭାବିତ ହୋଇ ୨୦୨୧ ଅକ୍ଟୋବର ମାସରେ ୧୧୫ ପରିବାର ଜମ୍ମୁକୁ ଚାଲି ଯାଇଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story