ରାଜଧାନୀରୁ ଚିହ୍ନଟ ହେଲେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ, ସଂଖ୍ୟା ୯ ଛୁଇଁଲା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ। ଏହାକୁ ମିଶାଇ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ବୁଧବାର ଦିଲ୍ଲୀରେ ରହୁଥିବା ଜଣେ ୩୧ ବର୍ଷୀୟ ନାଇଜେରିଆ ମହିଳାଙ୍କ ଶରୀରରୁ ଏହି ମଙ୍କିପକ୍ସ ଭୂତାଣୁ ଠାବ ହୋଇଛି। ଭାରତରେ କୌଣସି ମହିଳାଙ୍କ ଠାରୁ ମଙ୍କିପକ୍ସ ଭୂତାଣୁ ଠାବ ହେବା ଏହା ପ୍ରଥମ ଘଟଣା। ସେ ଏଲଏନଜେପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଜ୍ୱର ହେବା ସହ ଶରୀର ବିଭିନ୍ନ […]

Delhi

Delhi

Hemant Lenka
  • Published: Wednesday, 03 August 2022
  • Updated: 03 August 2022, 09:37 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ। ଏହାକୁ ମିଶାଇ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ବୁଧବାର ଦିଲ୍ଲୀରେ ରହୁଥିବା ଜଣେ ୩୧ ବର୍ଷୀୟ ନାଇଜେରିଆ ମହିଳାଙ୍କ ଶରୀରରୁ ଏହି ମଙ୍କିପକ୍ସ ଭୂତାଣୁ ଠାବ ହୋଇଛି। ଭାରତରେ କୌଣସି ମହିଳାଙ୍କ ଠାରୁ ମଙ୍କିପକ୍ସ ଭୂତାଣୁ ଠାବ ହେବା ଏହା ପ୍ରଥମ ଘଟଣା।

ସେ ଏଲଏନଜେପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଜ୍ୱର ହେବା ସହ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ଫୁଲିଥିଲା। ଏଥିପାଇଁ ସେ ନିଜ ଆଡ଼ୁ ହସ୍ପିଟାଲ ଆସି ନମୁନା ପରୀକ୍ଷା କରିଥିଲେ। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ନିକଟରେ ଭାରତକୁ ଆସିଥିଲେ ନା ପୂର୍ବରୁ ଏଠାରେ ରହୁଥିଲେ, ତା’ର ସୂଚନା ଜଣାପଡ଼ିନି। ଏବେ ପ୍ରଶାସନ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି।

ଏହାପୂର୍ବରୁ ଗତକାଲି ମଧ୍ୟ ଦିଲ୍ଲୀରୁ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି କେରଳରୁ ଏକାଧିକ ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ଆଜି କେନ୍ଦ୍ର ସରକାର ଏହାକୁ ରୋକିବା ପାଇଁ ଗାଇଡଲାଇନ ଜାରି କରିଛନ୍ତି। ମଙ୍କିପକ୍ସକୁ ରୋକିବା ପାଇଁ କ’ଣ କରିବା ଦରକାର ଓ କ’ଣ କରିବା ଦରକାର ନୁହେଁ ସେ ବିଷୟରେ ଗାଇଡଲାଇନରେ ବିସ୍ତୃତ ଭାବେ କୁହାଯାଇଛି।

କେନ୍ଦ୍ର ସରକାର କହିଛନ୍ତି, ମଙ୍କିପକ୍ସ ଆକ୍ରାନ୍ତଙ୍କୁ ତୁରନ୍ତ ଆଇସୋଲେସନ ରଖିବାକୁ ହେବ। ସେହିପରି ନିୟମିତ ସାନିଟାଇଜର ଓ ସାବୁନରେ ସମସ୍ତେ ହାତ ଧୁଅନ୍ତୁ। ଆକ୍ରାନ୍ତଙ୍କ ପାଖକୁ ଯିବା ବେଳେ ଭଲ ଭାବେ ମାସ୍କ ପିନ୍ଧନ୍ତୁ ଓ ଡିସପୋଜେବୁଲ ଗ୍ଲୋବସ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର ସରକାର ଗାଇଡଲାଇନରେ କହିଛନ୍ତି।

ଏହାବାଦ ମଙ୍କିପକ୍ସ ଆକ୍ରାନ୍ତଙ୍କ ଠାରୁ ନିଜକୁ ଦୂରେଇ ରଖିବା ସହ ସେ ବ୍ୟବହାର କରୁଥିବା ପୋଷାକ, ବେଡ, ଟାୱେଲ ଓ ଅନ୍ୟାନ୍ୟ ଜିନିଷକୁ ଅନ୍ୟମାନେ ସ୍ପର୍ଶ କରିବା ଠିକ୍‌ ନୁହେଁ ବୋଲି କୁହାଯାଇଛି। ତେବେ ଭାଇରସ ଦ୍ୱାରା ସଂକ୍ରମିତ କିମ୍ବା ସନ୍ଦିଗ୍ଧ ଲୋକଙ୍କୁ କେହି ଘୃଣା କରନ୍ତୁ ନାହିଁ ଓ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ବୋଲି କେନ୍ଦ୍ର ସରକାର ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story