ଚୋକ୍ସିଙ୍କୁ ଆଣିବାକୁ ଯାଇଥିବା ଭାରତୀୟ ଟିମ ନିରାଶ, ଖାଲି ହାତରେ ଫେରିଲେ

ନୂଆଦିଲ୍ଲୀ: ସାତ ଦିନ ପାଇଁ ୩.୨୮ କୋଟି ଟଙ୍କା ଭଡ଼ା ନେଉଥିବା ଅତ୍ୟାଧୁନିକ ବିମାନ ଯୋଗେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଆଣିବା ପାଇଁ ଭାରତ ସରକାର ଯେଉଁ ଯୋଜନା କରିଥିଲେ, ତାହା ସଫଳ ହୋଇନାହିଁ। ଆଣ୍ଟିଗୁଆରୁ ଡ୍ରାମାଟିକ ଘଟଣାକ୍ରମେରେ ଡୋମିନିକା ଯାଇ ସେଠାରେ ଗିରଫ ହୋଇଥିବା ଚୋକ୍ସିଙ୍କୁ ଭାରତ ଆଣିବାକୁ ଯାଇଥିବା ଟିମକୁ ନିରାଶ ହେବାକୁ ପଡ଼ିଛି। କାରଣ ଡୋମିନିକା କୋର୍ଟ ଜୁଲାଇ ମାସ ଯାଏ ମେହୁଲ ଚୋକ୍ସିଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣିକୁ ସ୍ଥଗିତ […]

Mehul-Chokis

Mehul-Chokis

Hemant Lenka
  • Published: Friday, 04 June 2021
  • Updated: 04 June 2021, 05:36 PM IST

Sports

Latest News

ନୂଆଦିଲ୍ଲୀ: ସାତ ଦିନ ପାଇଁ ୩.୨୮ କୋଟି ଟଙ୍କା ଭଡ଼ା ନେଉଥିବା ଅତ୍ୟାଧୁନିକ ବିମାନ ଯୋଗେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଆଣିବା ପାଇଁ ଭାରତ ସରକାର ଯେଉଁ ଯୋଜନା କରିଥିଲେ, ତାହା ସଫଳ ହୋଇନାହିଁ। ଆଣ୍ଟିଗୁଆରୁ ଡ୍ରାମାଟିକ ଘଟଣାକ୍ରମେରେ ଡୋମିନିକା ଯାଇ ସେଠାରେ ଗିରଫ ହୋଇଥିବା ଚୋକ୍ସିଙ୍କୁ ଭାରତ ଆଣିବାକୁ ଯାଇଥିବା ଟିମକୁ ନିରାଶ ହେବାକୁ ପଡ଼ିଛି।

କାରଣ ଡୋମିନିକା କୋର୍ଟ ଜୁଲାଇ ମାସ ଯାଏ ମେହୁଲ ଚୋକ୍ସିଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣିକୁ ସ୍ଥଗିତ କରି ଦେଇଛନ୍ତି। ସେ ଯାଏ ଚୋକ୍ସି ଜେଲରେ ହିଁ ରହିବେ। ତେଣୁ କୋର୍ଟରୁ ନିରାଶ ହେବା ପରେ ତାଙ୍କୁ ଆଣିବା ପାଇଁ ଡୋମିନିକା ଯାଇଥିବା ସିବିଆଇ ଓ ଇଡିର ୮ ଜଣିଆ ଟିମ୍‌ ଭାରତ ଫେରିଛନ୍ତି।

ଚୋକ୍ସି ଡୋମିନିକାରେ ଗିରଫ ହୋଇଥିବା ଖବର ମିଳିବା ପରେ କତାର ଏୟାୱେଜ ପ୍ରାଇଭେଟ୍‌ ଜେଟରେ ସିବିଆଇ ଓ ଇଡିର ୮ ଜଣ ଅଧିକାରୀ ତାଙ୍କୁ ଆଣିବା ପାଇଁ ବାହାରିଥିଲେ। ୨୮ ତାରିଖରେ ବିମାନଟି ଡୋମିନିକାରେ ପହଞ୍ଚିଥିଲା। ସେବେଠାରୁ ସେମାନେ ସେଠାରେ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ବସିଥିଲେ। ହେଲେ କୋର୍ଟ ଗୁରୁବାର ରାତିରେ(ଭାରତୀୟ ସମୟ) ଚୋକ୍ସିଙ୍କ ପ୍ରତ୍ୟର୍ପଣ ଆବେଦର ଶୁଣାଣି ଜୁଲାଇ ମାସକୁ ଘୁଞ୍ଚାଇ ଦେଇଥିଲେ।

ଏହି ନିର୍ଦ୍ଦେଶ ପରେ ଭାରତୀୟ ଟିମ୍‌ ଗୁରୁବାର ରାତିରେ ହିଁ ଡୋମିନିକାର ମେଲଭିଲ୍ଲେ ହଲ ଏୟାରପୋର୍ଟରୁ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଆଜି ରାତି ୧୧ଟା ସୁଦ୍ଧା ବିମାନଟି ଦିଲ୍ଲୀର ଇନ୍ଦିରାଗାନ୍ଧି ଏୟାରପୋର୍ଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ହୋଇଥିବା ପ୍ରାୟ ୧୪ ହଜାର କୋଟି ଋଣ ଜାଲିଆତି ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ଚୋକସି ଓ ତାଙ୍କ ଭଣଜା ନୀରବ ମୋଦି ଜାଲିଆତି ଘଟଣା ସାମ୍ନାକୁ ଆସିବା ପୂର୍ବରୁ ନୀରବ ମୋଦି ଓ ଚୋକ୍ସି ସହ ପରିବାର ସହ ବିଦେଶ ଚାଲିଯାଇଥିଲେ।

ନୀରବ ମୋଦି ଏବେ ଲଣ୍ଡନର ଏକ ଜେଲରେ ବନ୍ଦୀ ରହିଛନ୍ତି। ଭାରତ ସରକାର ତାଙ୍କୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ଅନ୍ୟପଟେ ଚୋକ୍ସି ୨୦୧୭ରେ ଆଣ୍ଟଗୁଆ ଓ ବାରଗୁଡ଼ାର ନାଗରିକତା ହାସଲ କରିଥିଲେ। ୨୦୧୮ରୁ ସେ ସେଠାରେ ରହୁଛନ୍ତି। ଆଣ୍ଟିଗୁଆରେ ଥିବା ବେଳେ ଚୋକ୍ସି ବେଆଇନ ଭାବେ ଡୋମିନିକା ଚାଲିଯାଇଥିଲେ।

କୁହାଯାଉଛି ସେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ ଟ୍ରିପ୍‌ରେ ଯାଇଥିବା ବେଳେ ଡୋମିନିକା ସିଆଇଡି ତାଙ୍କୁ ଗିରଫ କରିଥିଲା। ଏହି ଘଟଣାକୁ ନେଇ ଆଣ୍ଟିଗୁଆ ଅସନ୍ତୋଷ ପ୍ରକାଶ କରିବା ସହ ଚୋକ୍ସିଙ୍କୁ ସିଧା ଭାରତ ପଠାଇ ଦେବାକୁ କହିଛି।

ରବିବାର ଚୋକ୍ସିଙ୍କ ଏକ ଫଟୋ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ଜେଲରେ ରହିଥିବା ବେଳେ ତାଙ୍କ ଆଖି ଓ ହାତ ଲାଲ ପଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଡୋମିନିକା ସିଆଇଡି ମାରପିଟ କରିଥିବା ତାଙ୍କ ଓକିଲ ଅଭିଯୋଗ କରିଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story